Browsing daily archive

November 23, 2020

ସାମ୍ବାଦିକଙ୍କ ପରିବାରକୁ ଧମକ,ଫାଣ୍ଡିରେ ଅଭିଯୋଗ

ଚନ୍ଦକା,୨୩/୧୧(ଏସଏସନିୟୁଜ)ଯାଁଳା ଫାଣ୍ଡିଅଧିନସ୍ଥ କାଇମାଟିଆ ଗ୍ରାମର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାର ଉପରେ ରବିବାରରାତିରେ ଆକ୍ରମଣ ଉଦ୍ୟମ ସହ ଧମକ ଦିଆଯାଇଥିବାର ବସନ୍ତମଞରୀବାରିକ ନାମ୍ନୀ ମହିଳା ଫାଣ୍ଡିରେ ସୋମବାର ଦିନ ଅଭିଯୋଗ କରିଛନ୍ତି ।ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ,ରବିବାର ରାତିରେ କାଇମାଟିଆ ଗ୍ରାମର ଜଣେ ଯୁବକ ତାର ୮ଜଣ ସହଯୋଗୀ ଙ୍କ ସହ ଆସି ଘର କବାଟ ଭାଙ୍ଗି ଘରକୁ ଧସେଇ ପଶି ସଦସ୍ୟମାନଙ୍କୁ ଖରାପ ବ୍ୟବହାର ଦେବା ସହ ଆସବାସପତ୍ର ଭାଙ୍ଗି ଦେଇଥିଲେ । […]

ହାତରେ ଜାତୀୟ ପତାକା ,ବେକରେ ପ୍ଲାକାଡ ଧରି ପଦଯାତ୍ରାରେ ଯୁବକ

ବାରଙ୍ଗ,୨୩/୧୧(ଏସଏସନିୟୁଜ)ହାତରେ ଜାତୀୟପତାକା ,ବେକରେ ପ୍ଲା- କାଡ,ମୁଖରେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବୀର ବାର୍ତା ନେଇ ପଦଯାତ୍ରାରେ ବାହାରିଛନ୍ତି ଯୁବକ । ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକର ସତ୍ୟବ୍ରତ ଦାସ (୨୬)ରାଜ୍ଯର ୩୧୪ଟି ବ୍ଲକ ରେ ପହଞ୍ଚିବା ଲକ୍ଷ ନେଇ ୨୦୧୯ଜୁଲାଇ ୧୦ ତାରିଖରୁ ଯାଜପୁରର ବଡଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଛନ୍ତି ।ଏହାମଧ୍ୟରେ ସେ ଯାଜପୁର,କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ବର,ମୟୁରଭଞ୍ଜ, କେଉଝର, ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର,ଦେବଗଡ,ବରଗଡ,,ନୂଅପଡା,ବଲାଙ୍ଗୀର,ସୋନପୁର,ବୌଦ୍ଧ,କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ,ମାଲକାନାଗିରୀ,ନବରଙ୍ଗପୁର,କାଲାହାଣ୍ଡି,ଅନୁଗୁଳ,ଢେଙ୍କାନାଳ,ନୟାଗଡ ପରେ ଆଜି କଟକ ଜିଲ୍ଲା ରେ ପହଞ୍ଚିଥିଲେ ।ନରସିଂପୁର,ବଡମ୍ବା ପରେ […]

ଜାଳିଦେଲେ କୁକୁଡ଼ା ଫାର୍ମ

ବାରଙ୍ଗ,୨୩/୧୧(ଏସଏସନିୟୁଜ) ସରକାରୀ ଜମିରେ ବେଆଇନ୍ ଭାବେ ନିର୍ମାଣ ହେଉଥିବା ଏକ କୁକୁଡ଼ା ଫାର୍ମ ରେ କେହି ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ନିଆଁ ଲଗାଇଦେଇଛି।ଫଳରେ ଫାର୍ମ ଟି ସମ୍ପୂର୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।ଏଭଳି ଘଟଣା ଘଟିଛି ନନ୍ଦନକାନନ ଥାନା ଅନ୍ତର୍ଗତ ଦାଢ଼ା ପଞ୍ଚାୟତ ନିକଟ ଦେଇ ଯାଇଥିବା ବାରଙ୍ଗ ପୁରୀ ମୁଖ୍ୟ କେନାଲ ପାଶ୍ୱର୍ରେ।ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ଜାଗାରେ ଏକ କୁକୁଡ଼ା ଫାର୍ମ ନିର୍ମାଣ କରୁଥିବାର ସ୍ଥାନୀୟ ଲୋକଙ୍କ ଠାରୁ […]

ପୋଲିସ ଏନ୍‌କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି,୨୩/୧୧(ଏସଏସନିୟୁଜ)ପୋଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଜବାନ ଆହତ ହୋଇଛନ୍ତି ।ଏହି ଘଟଣାମାଲକାନଗିରି -ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ଘଟିଛି । ରେଲଓ୍ବେ ଲାଇନ୍ ମରାମତି କାର୍ଯ୍ୟରେ ସୁରକ୍ଷା ପାଇ ନିଯୋଜିତ ଥିବା ଏସଟିଏଫ ଜବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ ।ନିଜକୁ ବଞ୍ଚାଇବାକୁ ଯାଇ ଜବାନମାନେ ପାଲଟା ଗୁଳି ଚଳା ଇବା ଦ୍ବାରା ଜବାନଙ୍କ ଗୁଳିରେ ଜଣେ ମହିଳା ଓ ଦୁଇ […]

ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାର ଜାରି

ଆଠଗଡ଼,୨୩/୧୧(ଏସଏସନିୟୁଜ) ପବିତ୍ର ଅଁଳା ନବମୀରେ ଭକ୍ତ ମାନଙ୍କ ଦର୍ଶନ ପାଇ ଧବଳେଶ୍ଵରଙ୍କ ପୀଠ ବନ୍ଦ କରିଛି ପ୍ରଶାସନ ।ଆଜିର ଦିନରେ ମହାଦେବ ଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଜନଶୃତି ରହିଛି । ଶହଶହ ଭକ୍ତ ଙ୍କ ସମାଗମ ହେବାର ଆଶଙ୍କା କରି ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାର ଜାରି କରିଛି ପ୍ରଶାସନ ।ତେବେ ରାତି ୪ ଟାରୁ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର […]

ଆରପାରିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ

ଭୂବନେଶ୍ବର,୨୩/୧୧(ଏସଏସନିୟୁଜ)ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ସୁଶୀଳା ଦେବୀଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସୁଶୀଳା ଦେବୀଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ନଭେମ୍ବର ଏକ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ସୁଶୀଳା ଦେବୀ ଚିକିତ୍ସାଧୀନ ଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ରାଜ୍ୟପାଳ ଓ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା […]

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ପ୍ରଫେସର

ଭୁବନେଶ୍ଵର,୨୩/୧୧(ଏସଏସନିୟୁଜ)ଭିଜିଲାନ୍ସ ଜାଲରେ ସହକାରୀ ଅଧ୍ୟାପକ । ଭୁବନେଶ୍ବର ସ୍ଥିତ ଘାଟିକିଆ ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି ।ଭୁବନେଶ୍ବର ଖଣ୍ଡଗିରି ବାରୀ ସ୍ଥିତ ବାସଭବନ ପ୍ଲଟ୍ ନଂ-୧୨୧୫/୧୪୦୦ବିରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି । ଭିଜିଲାନ୍ସ ବିଭାଗର ଏକ ଟିମ୍ ପ୍ରସନ୍ନଙ୍କ ଘର ଛାନଭିନ୍ ଚଳାଇଛି । ଛାନଭିନ୍ […]

ରାଜ୍ୟ ସରକାର ଆରମ୍ଭ କଲେ ସାରଥୀ

ଖବର ଆଜି ସକାଳର,ତାରିଖ ୨୩-୧୧-୨୦ ସୋମବାର । ୧-ରାଜ୍ୟରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା ଟପିଲା ୮ ଲକ୍ଷ ୯୬ ହଜାର । ନିଯୁକ୍ତି ମେଳାରେ ଦିଆଯାଇଛି ମାତ୍ର ୧ ଲକ୍ଷ ୩୧ ହଜାର ନିଯୁକ୍ତି । ୨-ଲର୍ଣ୍ଣର ଲାଇସେନ୍ସ ପାଇବାର ପ୍ରଣାଳୀକୁ ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ସାରଥୀ’ ପୋର୍ଟାଲ୍‌ରେ ନୂତନ କାଗଜାତ ଦାଖଲ ସୁବିଧା ଆରମ୍ଭ କରିଛନ୍ତି। ୩-ବରଗଡ଼: ଅନ୍ୟ ଜିଲ୍ଲାରୁ ଆସିଥିବା ଧାନ ଟ୍ରାକ୍ଟର ଏବଂ ଟ୍ରକକୁ ଜବତ କଲା ବ୍ଲକ ସ୍ତରୀୟ […]

ଆଜିର ରାଶିଫଳ

ନଭେମ୍ବର ୨୩ ତାରିଖ ୨୦୨୦ ମସିହା(ସୋମବାର),କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି- ନବମୀ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ମିଥୁନ ରାଶି ର ଘାତବାର,ନବମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ,ଅଦ୍ୟ ଲାଉ ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। ବୃଷ- ହସଖୁସିରେ ସମୟ ବିତାଇବେ। […]