Browsing monthly archive

January 2021

ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ ଜାରି କଲା ୨୪ଘଂଟିଆ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର

ଭୁବନେଶ୍ୱର,୨୭/୧(ଏସ୍‌ଏସ୍‌ନିୟୁଜ) ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ (ଓଏମଏ) ପକ୍ଷରୁ ଏକ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର ଜାରି କରାଯାଇଛି । ରଘୁନାଥପୁରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭାପତି ଲିଙ୍ଗରାଜରାଉତ ଏହାକୁ ଆନୁଷ୍ଠାନିକଭାବେ ଉନ୍ମୋଚନ କରିଛନ୍ତି ।ଏହାଦ୍ୱାରା ରାଜ୍ୟରେ ଥିବା ସାମ୍ବାଦିକମାନେ ଖବରସଂଗ୍ରହ ଓ ପରିବେଷଣପରେ ଉପୁଜୁଥିବା ସମସ୍ୟା ସହ ପାରିବାରିକ ସମସ୍ୟା ଉପରେ ହ୍ୱାଟ୍ସଅର୍ପ ନମ୍ବର ମାଧ୍ୟମରେ ଅବଗତ କରାଇପାରିବା ସହ ଆସୋସିଏସନର ସହାୟତା ନେଇପାରିବେ । ଏହି ହ୍ୱାଟ୍ସଅର୍ପ ନମ୍ବର (ମୋ-୯୯୩୭୦୨୮୮୭୭)ଟି […]

୭୨ ତମ ସାଧାରଣତନ୍ତ୍ର ଦିବସପାଳିତ

ଭୁବନେଶ୍ବର,୨୬/୧(ଏସଏସନିୟୁଜ) ୭୨ ତମ ସାଧାରଣତନ୍ତ୍ର ଦିବସ ଓଡିଶା ମିଡିଆ ୱେଲ୍ ଫେୟାର ଆସୋସିଏସନ (ଓଏମ ଏ) ପକ୍ଷରୁ ରଘୁନାଥପୁର କାର୍ଯ୍ୟ।ଳୟଠାରେ ପାଳିତ ହୋଇଯାଇଛି । ଆସୋସିଏସନର ରାଜ୍ୟ ସଭାପତି ଲିଙ୍ଗରାଜରାଉତ ପତାକା ଉତୋଳନ କରିଥିବାବେଳେ ଆସୋସିଏସନର ଉପସଭାପତି ସଞ୍ଜୟ ମହାନ୍ତି,କମଳାକାନ୍ତ ନାୟକ,ନିରଞ୍ଜନ ରେଡି,ପ୍ରମୁଖ ଉପସ୍ତିତ ଥିଲେ। ବାରଙ୍ଗ ପ୍ରେସ କ୍ଲବ କାର୍ଯ୍ୟ।ଳୟଠାରେ କ୍ଲବର ସମ୍ପାଦକ ରୁଦ୍ରନାରାୟଣ ଷଡଙ୍ଗୀ ପତାକା ଉତୋଳନ କରିଥିବାବେଳେ ପ୍ରକାଶ ଚନ୍ଦ୍ର ସାହୁ,କମଳାକାନ୍ତ ନାୟକ,କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଗୌତମ କୁମାର ରାଉତ ,ଦେବେନ୍ଦ୍ର ନାଥ […]

ଆଜିର ରାଶିଫଳ

ଜାନୁଆରୀ ୨୬ ତାରିଖ ୨୦୨୧ ମସିହା(ମଙ୍ଗଳବାର)ପୌଷମାସ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ,କନ୍ୟା ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ବିରି ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ […]

ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ

୧-ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ କରି ଦିଆଯାଇଛି। ୨-ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ, ସ୍ପଷ୍ଟ କଲା ରିଜର୍ଭ ବ୍ୟାଙ୍କ୍ । ୩-ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ ଶିଳ୍ପୀ ସୁଦର୍ଶନ ସାହୁ […]

ଆଜିର ଅନୁଚିନ୍ତା

➡️ତୁମର ଖୁସି ହିଁ ତୁମର ଶତ୍ରୁମାନଙ୍କ ପାଇଁ ସବୁଠାରୁ ବଡ଼ ଦଣ୍ଡ। ➡️ମୁଁ ସର୍ବୋତ୍ତମ, ଏହା ଆତ୍ମବିଶ୍ୱାସ,କିନ୍ତୁ ମୁଁ ଶ୍ରେଷ୍ଠ, ଏହା ଅହଂକାର। ➡️ଛୋଟ ଛୋଟ ଖୁସୀ ହିଁ ଜିଇଁବାର ସାହାରା ହୋଇଥାଏ।ଇଚ୍ଛା ବିଷୟରେ କ’ଣ ଅଛି କ୍ଷଣ କ୍ଷଣ ରେ ପରିବର୍ତ୍ତନ ହୋଇଥାଏ ➡️ଯଦି ଆମେ କିଛି କଳ୍ପନା କରିପାରିବା,ଏହି କଳ୍ପନାକୁ ସାକାର ମଧ୍ୟ କରିପାରିବା। ➡️ତୁମର ପ୍ରତ୍ୟେକ ସ୍ୱପ୍ନ ସାକାର ହୋଇପାରେ,ଯଦି ତୁମେ ଏହାକୁ ପାଇବାକୁ ସାହସ କରୁଛ। ନୀତିବାଣୀ ➡️ଫୁଲର ସୁଗନ୍ଧ ପବନ […]

ହଟିଲା ବଡ଼ଦାଣ୍ଡରୁ ବ୍ୟାରିକେଡ୍,ଆଉ ଦର୍ଶନ ପାଇ ଲମ୍ବା ଲାଇନ ଦରକାର ନାହି

ପୁରୀ,୨୫/୧(ଏସଏସନିୟୁଜ) ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍। ମହାପ୍ରଭୁଙ୍କ ଦର୍ଶନରେ ଧାଡ଼ି ବ୍ୟବସ୍ଥା କୋହଳ ହୋଇଛି। ଜଗନ୍ନାଥ ବଲ୍ଲଭରୁ ମରିଚିକୋଟ ଯାଏ ବ୍ୟାରିକେଡ ହଟାଯାଇଛି । ଏହାଦ୍ୱାରା ଶ୍ରୀମନ୍ଦିରକୁ ଯିବା ପାଇଁ ଆଉ ଶ୍ରଦ୍ଧାଳୁଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଏହି ବ୍ୟାରିକେଡ୍ ହଟାଯାଇଛି । ବ୍ୟାରିକେଡ୍ ଖୋଲିବା ପରେ କେବଳ ଦର୍ଶନ ବ୍ୟବସ୍ଥା ସହଜ ହୋଇଛି , ତାହା ନୁହେଁ […]

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ

ଭୁୁବନେଶ୍ୱର୨୪/୧(ସତ୍ୟସନ୍ଧାନଡେସ୍କ)ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ: କଟକରେ ପତାକା ଉତ୍ତୋଳନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁଗୁଳରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ପତାକା ଉତ୍ତୋଳନ କରିବେ । ସେହିଭଳିଭାବେ  କଳାହାଣ୍ଡିରେ ମନ୍ତ୍ରୀ ରଣେନ୍ଦ୍ରପ୍ରତାପସ୍ୱାଇଁ,ଗଞାମରେ ପଦ୍ମନାଭବେହେରା,ବାଲେଶ୍ୱରରେ ପ୍ରତାପଜେନା,ରାୟଗଡାରେ ଅରୁଣକୁମାର ସାହୁ,କନ୍ଧମାଳରେ ସୁଦାମମାରାଣ୍ଡି,ମୟୁରଭଞରେ ସୁଶାନ୍ତସିଂ,ବରଗଡରେ ନବକିଶୋରଦାସ,ସମ୍ବଲପୁରରେ ଟୁକୁନିସାହୁ,ନୟାଗଡରେ ଜଗନ୍ନାଥ ସାରକା,କେଉଁଝରରେ ଦିବ୍ୟଶଙ୍କର ମିଶ୍ର,ଯାଜପୁରରେ ଅଶୋକଚନ୍ଦ୍ରପଣ୍ଡା,ବଲାଙ୍ଗିରରେ ସମିରରଞନଦାସ,ସୁନ୍ଦରଗଡରେ ଜ୍ୟୋତିପ୍ରକାସ ପାଣିଗ୍ରାହୀ,କୋରାପୁଟରେ […]

ଚିଡିଲେ ଦିଦି

୧-ବରଗଡ଼-ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ୨-କୋଭିଡ୍ ଟିକା ପାଇଁ ଭାରତକୁ ପ୍ରଶଂସାର ସୁଅ: ବ୍ରାଜିଲ୍‌, ଆମେରିକା, ‘ହୁ’ର ପ୍ରଶଂସା । ୩–ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ । ୪-ପରାକ୍ରମ ଦିବସରେ ମୋଦୀ କହିଲେ- ଭାରତୀୟଙ୍କ ଶରୀରରୁ ପ୍ରବାହିତ ରକ୍ତର […]

ଆଜିର ଅନୁଚିନ୍ତା

➡️ବୋକା ଲୋକ ଧୋକା ଖାଏ, ସତ୍ ଲୋକ କଷ୍ଟ ପାଏ, ସରଳ ଲୋକ ଆଘାତ ପାଏ ଏବଂ ଜବାବ ଦେଇ ପାରୁନଥିବା ଲୋକ ଆଖିରୁ ଲୁହ ଝରାଏ । ➡️ଥରେ ମନ ଭାଙ୍ଗିଗଲେ,ମନର ଯନ୍ତ୍ରଣା କାହାକୁ ଦେଖାଇ ହୁଏ ନାହିଁ । ➡️ ସୁଖ ଓ ଦୁଃଖ – ଦିନେ ହଠାତ୍ ଏକ ଛକରେ ସୁଖ ଓ ଦୁଃଖ ଭେଟ ପଡିଲେ ଦୁଃଖ ସୁଖକୁ କହିଲା – ତୁ ଭାଗ୍ୟବାନ ଅଟୁ ତୋତେ ପାଇବା ପାଇଁ ଲୋକେ […]

ଆଜିର ରାଶିଫଳ

ମେଷ :-ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର‌୍ୟ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:-ଆପଣଙ୍କ ଭାବନା ଆଜି ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ। ମିଥୁନ:-ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ […]