Browsing daily archive

March 10, 2021

ଭଜନ କ୍ୟାସେଟ ଯୁଗେଯୁଗେ ସୋମନାଥ ଉନ୍ମୋଚିତ

ବାରଙ୍ଗ,୧୦/୩(ଏସ୍‌ଏସ୍ ନିୟୁଜ)ମହାଶିବରାତ୍ରୀ ଉପଲକ୍ଷେ ସତ୍ୟସନ୍ଧାନ ୱେବଚ୍ୟାନେଲ ଓ ମା ଯୋଗମାୟା ଟ୍ରାଭେଲ୍ସର ମିଳିର ଉଦ୍ୟମରେ ଯୁଗେଯୁଗେ ସୋମନାଥ ନାମକ ଭାବପୁର୍ଣ ଭଜନ କ୍ୟାସେଟ ରଘୁନାଥପୁର ସତ୍ୟସନ୍ଧାନ କାର୍ଯ୍ୟାଳୟଠାରେ ବୁଧବାର ଦିନ ଉନ୍ମୋଚନ ହୋଇଯାଇଛି ।ଏହାକୁ ନନ୍ଦନକାନନ ସହକାରୀନିର୍ଦ୍ଦେଶକ ଅମୁଲ୍ୟକୁମାରପରିଡା ଆନୁଷ୍ଠାନିକଭାବେ କ୍ୟାସେଟକୁ ଉନ୍ମୋଚନ କରିଥିଲେ ।ଏହି ଉନ୍ମୋଚନ ଉସ୍‌ବରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟସନ୍ଧାନ ୱେବ୍ ଚ୍ୟାନେଲର ମୁଖ୍ୟସମ୍ପାଦକ ତ୍ରିଲୋଚନ ରାଉତ, ଓଡିଶା ମିଡିଆ ୱେଲଫେୟାର ଆସୋସିଏସନର ଉପସଭାପତି ସଞୟକୁମାରମହାନ୍ତି, ସାମ୍ବାଦିକ କମଳାକାନ୍ତନାୟକ ,ବାବା ସୋମନାଥସେନାର ଉପସଭାପତି ପ୍ରଶାନ୍ତକୁମାର […]

ଦେଶୀ ଟିକାକୁ ବିଦେଶୀ ସାର୍ଟିଫିକେଟ୍ଖ

୧-ଭାରତ-ବାଂଲାଦେଶ ବନ୍ଧୁତା ବଢିଲା ଆଉ ପାଦେ । ମୈତ୍ରୀ ସେତୁକୁ ମିଳିତ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା ୨-ଦେଶୀ ଟିକାକୁ ବିଦେଶୀ ସାର୍ଟିଫିକେଟ୍ । କୋଭାକ୍ସିନ୍ ଟିକାର ଉପାଦେୟତାକୁ ପ୍ରଶଂସା କଲା, ବିଶ୍ୱର ସବୁଠୁ ପୁରୁଣା ମେଡ଼ିକାଲ ଜର୍ଣ୍ଣାନ ଲାନ୍ସେଟ । ୩-ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପାଇଁ ଏମଓୟୁ ସ୍ୱାକ୍ଷର । ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ରେ ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ […]

ମେଳି ହେଲେ ଆଦିବାସୀ ,କରିବେ ଆନ୍ଦୋଳନ

ବାରଙ୍ଗ,୯/୩(ଏସଏସନିୟୁଜ) ମେଳି ହେଲେ ଆଦିବାସୀ ,କରିବେ ଆନ୍ଦୋଳନ ।ଏହିଭଃି ଘଟଣା  ବାରଙ୍ଗବ୍ଲକ ଅର୍ନ୍ତଗତ ରାମଦାସପୁର ପଂଚୟାତର ଭାଲୁଙ୍କା ଗ୍ରାମରେ ମଙ୍ଗଳବାରଦିନ ଦେଖିବାକୁ ମିଳିଥିଲା ।ଦୀର୍ଘଦିନର ଅସନ୍ତୋଷକୁ ବ୍ୟକ୍ତ କରିବାକୁ ପଛାଇନାହାନ୍ତି ।ଏବେବି ସୁଦ୍ଧା ସେମାନେ ମୈାଳିକ ସୁବିଧା ପାଇପାରିନାହାନ୍ତି ।ଜମିପଟ୍ଟା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସୁବିଧାରୁ ବଂଚିତ ହୋଇଛନ୍ତି ।ଆଦିବାସୀମାନେ ଏବିଷୟରେ ବହୁବାର ସ୍ଥାନୀୟ ନେତା ମାନଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନଙ୍କର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ପ୍ରତିକାର ହୋଇପାରିନାହିଁ ବୋଲି […]

ଚିନ୍ମୟୀ ପାଇଲେ ମୋ ଗେହ୍ଲାଝିଅ ପୁରସ୍କାର

ବେଲଗୁଣ୍ଠା,୯/୩(ଏସଏସନିୟୁଜ)ଚିନ୍ମୟୀ ପାଇଲେ ମୋ ଗେହ୍ଲାଝିଅ ପୁରସ୍କାର Iଚିନ୍ମୟୀ ହେଉଛନ୍ତି ବେଲଗୁଁଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ଛାତ୍ରୀ ଓ ବେଲଗୁଣ୍ଠା ନିକଟସ୍ଥ ଚଢେୟାପଲ୍ଲୀ ଗ୍ରାମର ରାମକ୍ରିଷ୍ଣ ରାଉତ ଏବଂ ସସ୍ମିତା ରାଉତଙ୍କ ସୁପୁତ୍ରୀ ଚିନ୍ମୟୀ Iଗତ ହାଇସ୍କୁଲ୍ ବୋର୍ଡ଼ ପରୀକ୍ଷାରେ ଶତକଡ଼ା ୯୫ ପ୍ରତିଶତ ନମ୍ବର୍ ରଖି ଗଞ୍ଜାମ ଜିଲ୍ଲାର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ବେଲଗୁଣ୍ଠା ବ୍ଳକ୍ ପାଇଁ ଗର୍ବ ଆଉ ଗୌରବ ଆଣିଦେଇଛନ୍ତି I ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଛତ୍ରପୁର […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୦ ତାରିଖ ୨୦୨୧ ମସିହା(ବୁଧବାର),ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ଦ୍ୱାଦଶୀ, ନକ୍ଷତ୍ର-ଶ୍ରବଣ।, ସିଂହ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର, ଦ୍ୱ।ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଓ ବାଇଗଣ ଭକ୍ଷଣ ନିଷେଧ।  ମେଷ:-ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। […]