Browsing monthly archive

March 2021

ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଶିମିଳିପାଳ,୩/୩(ଏସଏସନିୟୁଜ)ଶିମିଳିପାଳଅଭୟାରଣ୍ୟ ଜଳୁଛି।ଏହାଦ୍ବାରା ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷରାଜି ,ଗୁଲ୍ଫ୍ ରାଜି ଜଳିଯାଉଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ରର୍ହିଛି। ଅଗ୍ନିକାଣ୍ଡ ଜନିତ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ପରେ ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି । ଏହସହ ପ୍ରତି ସନ୍ଧ୍ୟାରେ ସରକାର ଓ ଜିଲ୍ଲାପାଳଙ୍କୁ ସ୍ଥିତି ଅବଗତ କରିବାକୁ DFOଙ୍କୁ ନିର୍ଦେଶ ଦିଆଯାଇଥିବାର ଜଣାପଡିଛି ।

ମାର୍ଚ୍ଚ ୨୭ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ୱର,୩/୩(ଏସଏସନିୟୁଜ) ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ । ଏଥି ପାଇଁ ଓକିଲ ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଦାମ ଚରଣ ଦାସଙ୍କୁ ମନୋନିତ କରାଯାଇଛି। ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ରାଜ୍ୟରେ ୱାନ୍ ବାର୍ ୱାନ୍ ଭୋଟ୍ ନିୟମ ଲାଗୁ ହୋଇଥିବାରୁ ଗୋଟିଏ ଦିନ ସବୁ ଓକିଲ ସଂଘର ନିର୍ବାଚନ ହେବ। ଚଳିତ ମାସ ୬ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବେ। ୧୩ତାରିଖରେ ପ୍ରାର୍ଥପତ୍ର ପ୍ରତ୍ୟାହାର […]

୭୪ ବର୍ଷ ପରେ ବି ଅପହଞ୍ଚ ସରକାରୀ ଯୋଜନା , ଭୋଟ ପରେ ପ୍ରତିଶୃତି ଭୁଲିଗଲେ କି ସରକାର !କେବେ ଶୁଣିବେ କଲରାପରୀ ଗାଁ ର ସମସ୍ୟା

ବାରଙ୍ଗ,୩/୩(ସତ୍ୟସନ୍ଧାନଡେସ୍କ) ସ୍ବାଧିନତାର ୭୪ ବର୍ଷ ପରେ ବି ଅପହଞ୍ଚ ସରକାରୀ ଯୋଜନା । ନା ଅଛି ରାସ୍ତା ନା ପିଇବା ପାଇଁ ପାଣି । କେବଳ ଅଛି ନେତା ଓ ବଡ ବାବୁଙ୍କର ପ୍ରତିଶୃତି । ପ୍ରତିଶୃତି ରେ ରହିଯାଇଛି ଏମାନଙ୍କ ଭାଗ୍ୟ । ଏ ଅଫିସ ରୁ ସେ ଅଫିସ ଦୌଡି ଦୌଡି ଅଣୟାତ ହୋଇଗଲେଣି । ହେଲେ ଶୁଣିବାକୁ କେହି ନାହାନ୍ତି । ତେବେ  କେବେ ପଡିବ ବଡବାବୁମାନଙ୍କର ପାଦ । କେବେ ବୁଝିବେ […]

ବିଶ୍ୱବନ୍ୟପ୍ରାଣୀଦିବସ-ସମୁଦ୍ର ବେଳାଭୂମିରେ ବାଲୁକା କଳା, ନନ୍ଦନକାନନରେ ପୁରସ୍କାର

ପୁରୀ,୩/୩(ଏସ ଏସ ନିୟୁଜ)ଆଜି ହେଉଛି ବିଶ୍ୱବନ୍ୟପ୍ରାଣୀଦିବସ। ଆମେ ଯେମିତି ସମଜାରେ ବାସ କରୁଛନ୍ତି, ଠିକ୍ ସେମିତି ପଶୁପକ୍ଷୀ ମାନେ ନିଜ ଜୀବନ ପାଇଁ ବଣ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ବନ୍ୟପ୍ରାଣୀଙ୍କ ବିନା ଆମ ଜୀବନ ମଧ୍ୟ ଅସମ୍ପୂର୍ଣ୍ଣ। ତେଣୁ ଆମେ ବଣ ଜଙ୍ଗଲ ସୁରକ୍ଷିତ ରଖିଲେ ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ରହିବେ। ତାଙ୍କ ସୁରକ୍ଷା ହିଁ ତାଙ୍କ ପାଇଁ ଆମର ପ୍ରକୃତ ଭଲପାଇବା ହେବ। ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜିର ଏହି […]

୧୦ ଜିଲ୍ଲା ପାଇଁ ୧୦ ଅଧିକାରୀ

ଭୁବନେଶ୍ବର,୨/୩(ଏସଏସନିୟୁଜ) ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୧୦ ଅଧିକାରୀ । ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ଏହି ୧୦ ବରିଷ୍ଠ ଅଧିକାରୀ ଓ ଏହାସହ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବେ ଅଧିକାରୀ । ତେବେ ନୂଆପଡ଼ା ଦାୟିତ୍ବରେ ବିଷ୍ଣୁପଦ ସେଠୀ, ରାୟଗଡ଼ା ପାଇଁ ନିକୁଞ୍ଜ ଧଳ, ନବରଙ୍ଗପୁର ପାଇଁ ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ ପାଇଁ ମଧୁସୂଦନ ପାଢୀ, କଳହାଣ୍ଡି-ପାଇଁ ସତ୍ୟବ୍ରତ ସାହୁ, ମାଲକାନଗିରି ପାଇଁ ଏନ.ବି.ଜାୱେଲ, ବଲାଙ୍ଗିର ପାଇଁ […]

କଳାକନା ବୁଲାଇଲା ଭଡ଼ାଟିଆ

ମାଲକାନଗିରି,୨/୩(ଏସଏସନିୟୁଜ) ମିଠାରେ ନିଶା ଦେଇ ଘରେ କଳାକନା ବୁଲାଇଲା ଭଡ଼ାଟିଆ । ସଦର ମହକୁମା ବିବିଗୁଡ଼ାରେ ଜଣେ ସୁନା ବ୍ୟବସାୟୀଙ୍କ ଘରୁ ୨୩ ଲକ୍ଷର ଗହଣା ଓ ନଗଦ ୨ ଲକ୍ଷ ଟଙ୍କାକୁ ଅଭିନବ ଉପାୟରେ ଲୁଟ୍ କଲେ ଭଡ଼ାଟିଆ। । ପ୍ରକାସ ଯେ,ସୁବାସ ପାଟିଲ ନାମକ ଜଣେ ସୁନା ବ୍ୟବସାୟୀଙ୍କ ଘରେ ଜଗଦୀଶ ଓ ତାଙ୍କ ସ୍ତ୍ରୀ ଗତ ତିନିମାସ ହେବ ଭଡାରେ ରହି ଆସୁଥିଲେ। ଚାକିରି ହେବା କହି କାଲି ଘର ମାଲିକ ସମେତ […]

ଓଲଟିଲା ବସ,୧୦ଆହତ, ୪ ଗୁରୁତର

ମହାକାଳପଡ଼ା,୨/୩(ଏସ ଏସ ନିୟୁଜ)କେନ୍ଦ୍ରାପଡା ମହାକାଳପଡ଼ା ରେ ଯାତ୍ରୀବାହୀ ବସ ଓଲଟି ୧୦ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର  ହୋଇଛନ୍ତି। କଟକ ଅଭିମୁଖେ ଯାଉଥିବା ଗୌରିଶଙ୍କର ପ୍ରିନ୍ସ ବସ୍ ଓରତ-ଅଙ୍ଗୁଳାଇ ରାସ୍ତାର ଓଳିହା ରାଇସ୍ ମିଲ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ବସ୍ ଟି ଏକ ବାଙ୍କ ରାସ୍ତା ରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଵିଲକୁ ଓଲଟି ପଡିଥିଲା। ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ନିକଟସ୍ଥ ବିଭିନ୍ନ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ହୋଇ ଘରକୁ […]

ଦରମା କେବଳ୧ଟଙ୍କା

୧-ବରିଷ୍ଠଙ୍କ ଟିକାକରଣ ଅଭିଯାନ ଆରମ୍ଭ : ଦିନକରେ ନେଲେ ୧୧,୨୮୯ । ୨-ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ୩-ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ସୁପ୍ରିମକୋର୍ଟର ବିଚାରପତି ନିଜ ଇଚ୍ଛା ଅନୁସାରେ ଟିକା ଚୟନ କରି ପାରିବେ ନାହିଁ । ୪-୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ କଲେ ପ୍ରିୟଙ୍କା ଗାନ୍ଧୀ । ୫-ଏପ୍ରିଲ ୮ରୁ ଆଇସିଏସଇ ଦ୍ବାଦଶ, ମେ ୫ରୁ […]

ଆଜିର ଅନୁଚିନ୍ତା

➡️ସେ ପର୍ଯ୍ୟନ୍ତ ଲଢିବା ଛାଡନ୍ତୁ ନାହିଁ, ଯେ ପର‌୍ୟ୍ୟନ୍ତ ନିଜର ନିର୍ଦ୍ଧାରିତ ସ୍ଥାନରେ ନ ପହଞ୍ଚିଛ । ➡️ପଡି ପଡି କଳଙ୍କି ଲାଗି କ୍ଷୟ ହେବା ଅପେକ୍ଷା କାମ କରି କ୍ଷୟ ହୋଇଯିବା ଶ୍ରେୟସ୍କର । ➡️ସୌନ୍ଦର୍ଯ୍ୟ ଏବଂ ଭଲପଣ ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିବା ଭଲ । ➡️ଜୀବନଟା ସେତେବେଳେ ବହୁତ ସୁନ୍ଦର ହୋଇଥାଏ, ଯେତେବେଳେ ସାଥିଟି ସ୍ବାର୍ଥପର ହୋଇନଥାଏ । ➡️କିଛି ଭଲ ଆଶାକଲେ ଭଲ ହିଁ ମିଳିଥାଏ, ଆଉ ଖରାପ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ମାଘମାସ-କୃଷ୍ଣପକ୍ଷ,ତିଥି- ତୃତୀୟା, ନକ୍ଷତ୍ର-ହସ୍ତା,ଚନ୍ଦ୍ର-କନ୍ୟା,ବୃଷ ରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର, ଚତୁର୍ଥୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ. ପୋଟଳ ଓ ମୂଳା ଭକ୍ଷଣ ନିଷେଧ ।  ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ […]