Browsing monthly archive

March 2021

ରାତି ପାହିଲେ ଭୋଟ

?ଆଜିଠାରୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଢାକାର ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସ୍ବାଗତ ସମ୍ବର୍ଦ୍ଧନା । ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ମୋଦୀ ହେବେ ସାମିଲ । ?ଆଜି ଖେଳାଯିବ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍, ଭାରତୀୟ ସମୟାନୁସାରେ ଅପରାହ୍ନ ୧ଟାରେ ଟସ୍ ପଡ଼ିବ। ସେହିଭଳି ମ୍ୟାଚ୍ ୧.୩୦ ରେ ଆରମ୍ଭ ହେବ। ?ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ବିଭିନ୍ନ ସ୍ଥାନରେ ରେଳରୋକ ଓ ଜାତୀୟ […]

ଜଲିଗଲା ୧୦ ବଖରା ଘର

ଡେଲାଙ୍ଗ,୨୫/୩(ଏସଏସନିୟୁଜ) ବୁଧବାର ବିଳମ୍ବିତ ରାତିରେ ଶ୍ରୀପୁରୁଷତମପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଚିତଳପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ପରିବାର ପ୍ରବୀର ମହାପାତ୍ର,ଶ୍ରୀକାନ୍ତ ମହାପାତ୍ର,ରବିନ୍ଦ୍ର ମହାପାତ୍ର ,ବଳରାମ ମହାପାତ୍ର,ସୁଶାନ୍ତ ମହାପାତ୍ରଙ୍କ ର୧୦ ବଖରା ଘର ସମ୍ପୁର୍ଣ୍ଣ ପୋଡି ପାଉଁଶ ହେବା ସହ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ଯାଇଛି ।ଘର ଭିତରେ ଥିବା ଧାନ,ଚାଉଳ ସମେତ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଡେଲାଙ୍ଗରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ […]

କାରଖାନା ଭିତରେ ପଶିଲା ହରିଣ

ବାରଙ୍ଗ,୨୬/୩(ଏସଏସନିୟୁଜ) ବାରଙ୍ଗ ବ୍ଲକ ମୁଣ୍ଡଳୀ ପଞ୍ଚାୟତ ଅନ୍ତର୍ଗତ ଭାଲୁଙ୍କା ଗ୍ରାମ ନିକଟରେ ଥିବା ଏକ ଘରୋଇ ବ୍ୟାଟେରୀ କାରଖାନା ଭିତରକୁ ଆଜି ଅପରାହ୍ନ ୧ ଘଟିକା ସମୟରେ ଏକ ମାଇ ହରିଣ ପସି ଆସିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଭଗିପୁର ବନଖଣ୍ଡ ବିଭାଗୀୟ ଅଧିକାରୀଙ୍କୁ ଖବର ଦେବା ପରେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମାଈ ହରିଣଟିକୁ ଉଦ୍ଧାର କରିବା ସହ ଚନ୍ଦକା ଡମପଡା ଅଭୟାରଣ୍ୟରେ ଛାଡ଼ିଦେଇଛନ୍ତି।ଗ୍ରୀଷ୍ମ ଦିନ ଯୋଗୁଁ […]

ଭଗିପୁରରେ ୨୨ ଟିକିଆ ହାତୀପଲ

ବାଙ୍କୀ ,୨୫/୩(ଏସଏସନିୟୁଜ)ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଭଗିପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୨୨ ଟିକିଆ ହାତୀପଲ ଆସି ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଥିବା ଚାଷୀମାନେ ସକାଳୁ ଦେଖିବାକୁ ପାଇଛନ୍ତି।ଅଞ୍ଚଳର ଚାଷୀମାନେ ଖରା ବର୍ଷା ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଧାନ ଫସଲ ଫଳାଉଛନ୍ତି।ଗୋଟିଏ ପଟେ ଧାନ ସବୁ କେଣ୍ଡା ବାହାରିବାରେ ଲାଗିଥିଲା ବେଳେ ଏପଟେ ୨୨ଟିକିଆ ହାତୀପଲ୍ଲ ଆସି ଧାନ ଖାଇବା ସହିତ ଦଳି ଚକଟି ନଷ୍ଟ […]

ସମୁଦ୍ରରେ ଟ୍ରାଫିକ ଜାମ !

୧-ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ‘ଭାରତ ବନ୍ଦ’ ।ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ ପାଇଁ ଯୋଜନା ସହ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିବ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି । ୨-ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ ସହରର ପାରଦ ୪୦ ଡେଇଁଲା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ […]

ଆଜିର ଅନୁଚିନ୍ତା

➡️ଆଗରୁ ବାପା ମାଆ ପିଲା ମାନଙ୍କୁ ଟଙ୍କା ପଇସା ଦେଇ ପାରୁ ନ ଥିଲେ ହେଲେ ସଂସ୍କାର ଦେଉଥିଲେ । ଏବେ କାର ବାପା ମାଆ ମାନେ ପିଲା ମାନଙ୍କୁ ଟଙ୍କା ଦେଉଛନ୍ତି ସତ ହେଲେ ସଂସ୍କାର ଦେଇ ପାରୁ ନାହାଁନ୍ତି ➡️ଯଦି ଭରଷା ଭଗବାନଙ୍କ ଉପରେ ଅଛି ଯାହା ଭାଗ୍ୟରେ ଅଛି ତାହା ମିଳିବ କ୍ଷ ଭରଷା ଯଦି ନିଜ ଉପରେ ଅଛି ଭଗବାନ ସେୟା ଦେବେ ଯାହା ତୁମେ ଚାହିଁବ ! ➡️ଜୀବନର ପ୍ରକୃତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୬ ତାରିଖ ୨୦୨୧ ମସିହା(ଶୁକ୍ରବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ, ନକ୍ଷତ୍ର-ମଘା ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନ ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଓ ବାଇଗଣ ଭକ୍ଷଣ ନିଷେଧ । ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି। […]

ଆଜିର ଅନୁଚିନ୍ତା

➡️ଖାଲି ଟଙ୍କା ପଇସାରେ ଖୁସି ନଥାଏ ବେଳେ ବେଳେ ଛୋଟ ଛୋଟ ଇଛାରେ ମଧ୍ୟ ଅନେକ ଖୁସି ଲୁଚି ରହିଥାଏ । ➡️ମଣିଷ ଦୁଇଟି ଜିନିଷ କେବେ ବି ଭୁଲେନା, ବାହାର ଲୋକଠାରୁ ମିଳିଥିବା “ସମ୍ମାନ” ନିଜ ଲୋକଠାରୁ ମିଳିଥିବା ” ଅପମାନ ” । ➡️ ତୁମ ପଦବୀକୁ ଲୋକ ଯେତେ ସମ୍ମାନ ଦିଅନ୍ତୁ କିଛି ଲାଭ ନାହିଁ, ଯଦି ତୁମ ମନରେ ” ମାଆ ବାପାଙ୍କ ” ପ୍ରତି ଭକ୍ତି ନାହିଁ ତେବେ ସେ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୫ ତାରିଖ ୨୦୨୧ ମସିହା(ଗୁରୁବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଏକାଦଶୀ ,ନକ୍ଷତ୍ର-ଅଶ୍ଳେଷା ,ଚନ୍ଦ୍ର – କର୍କଟ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦ୍ୱଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଓ ପୋଇ ଭକ୍ଷଣ ନିଷେଧ । ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ:-ପ୍ରଭୁଙ୍କ […]

ଆଜି ଦିନର ପ୍ରମୁଖ ଖବର

ଖଲ୍ଲିକୋଟ : କରୋନା ହଟସ୍ପଟ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର, ରେଳ ଷ୍ଟେସନରେ ହେବ ଥର୍ମାଲ ସ୍କ୍ରିନିଂ ! ଭୁବନେଶ୍ବର : ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ୫୦୦ ଟଙ୍କିଆ ନକଲି ନୋଟ୍ । ନୋଟ୍ ବଣ୍ଡଲରେ ଏହି ନକଲି ନୋଟ୍‌କୁ ଫେଣ୍ଟି ଦିଆଯାଉଛି । ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ, ପରିବା ଦୋକାନୀ, ମାଛ ମାଂସ ବେପାରୀ ଏହାର ଶିକାର ହେଉଛନ୍ତି । ଏଭଳି ନକଲି ନୋଟ୍ ପେଟ୍ରୋଲ ପମ୍ପ୍, ବ୍ୟାଙ୍କ ଓ […]