Browsing monthly archive

April 2021

କାୟା ମେଲାଉଛି କରୋନା

୧. ରାଉରକେଲାରେ ବଢ଼ିବ ଟିକାକରଣ କେନ୍ଦ୍ର, ଜିଲ୍ଲା ଓ ପୁଲିସ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ୨. ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ […]

ଆଜିର ଅନୁଚିନ୍ତା

➡️ଯେଉଁ ମଣିଷ ତା ଜୀବନରେ ଖରାପ ସମୟକୁ ଦେଖିଥାଏ ସେହି ମଣିଷ ଅନ୍ୟର ଦୁଃଖ କଷ୍ଟକୁ ଖୁବ ଭଲଭାବେ ବୁଝିଥାଏ ➡️ଜୀବନରେ ଯାହା ମିଳିଛି ସେଥିରେ ଖୁସି ହୁଅନ୍ତୁ ଯାହା ମିଳି ନାହିଁ ତାହା ବିଷୟରେ ଭାବିଲେ କେବଳ କଷ୍ଟ ହିଁ ମିଳିବ। ➡️ଜିନିଷର ମୂଲ୍ୟ ମିଳିବା ପୂର୍ବରୁ ଜଣା ଯାଇଥାଏ କିନ୍ତୁ ମଣିଷର ମୂଲ୍ୟ ହରାଇବା ପରେ ଜଣା ପଡିଥାଏ । ➡️ଶିକ୍ଷିତ ହୋଇ ଯଦି ଭୁଲକୁ ଭୁଲ୍ ଠିକ୍ କୁ ଠିକ୍ କହିବାର ସାହସ […]

ଆଜିର ରାଶିଫଳ

ଏପ୍ରିଲ ମାସ ୦୭ ତାରିଖ ୨୦୨୧ ମସିହା(ବୁଧବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ଏକାଦଶୀ ,ସିଂହ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ପୋଇ ଭକ୍ଷଣ ନିଷେଧ । ମେଷ:-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ:-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି […]

୧୨୫ କିଲୋ ଗଞ୍ଜେଇ ଜବତ,୨ ଗିରଫ

ବାରଙ୍ଗ,୬/୪(ଏସ୍‌ଏସ୍‌ନିୟୁଜ) କଟକ ଜିଲ୍ଲ ବାରଙ୍ଗ ବ୍ଲକ୍ ତ୍ରିଶୁଳିଆ ଛକ ନିକଟରେ ଆଜି କଟକ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ୧୨୫ କିଲୋ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଦୁଇ ଜଣ ହେଉଛନ୍ତି ବିହାର ଅଞ୍ଚଳର ରାଜକୁମାର ପଣ୍ଡିତ ଓ ଚନ୍ଦନ କୁମାର।ସେମାନଙ୍କଠାରୁ ଏପି ୦୩ ଏଏକ୍ସ ୯୪୧୪ ନମ୍ୱର ବିଶିଷ୍ଟ ଏକ ଟାଟା ସୁମୋ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି।ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ସାଢ଼େ ଛ ଲକ୍ଷ୍ୟ […]

ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ

ବାରଙ୍ଗ,୬/୪(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡି ଅଧିନସ୍ଥ କାଳୁଆଶୁଣି ମନ୍ଦିର ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକର ଶୋଚନୀୟ ମୃତ୍ୟ ଘଟିଛି।ସୂଚନା ମୁତାବକ ନାବାଳକ ଜଣକ ରାତି ୯ ଘଟିକା ସମୟରେ ନିକଟସ୍ଥ କାଳୁଆଶୁଣି ମନ୍ଦିରରୁ ପୂଜା ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ନାବାଳକ ଜଣକ ଗୁରୁତର ଆହତ ହୋଇଥିଲେ।ଧକ୍କା ଦେଇଥିବା ବାଇକ ଚାଳକ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ସୂଚନା […]

ବାରଙ୍ଗକୁ ଫେରିଲା କରୋନା

ବାରଙ୍ଗ,୬/୪(ଏସଏସନିୟୁଜ) ବାରଙ୍ଗକୁ ଫେରିଲା କରୋନା ।ଦୀର୍ଘ ମାସର ବ୍ୟବଧାନ ପରେ ମଙ୍ଗଳବାର ଦିନ ବାରଙ୍ଗରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଜଣାପଡିଛି ।ରାଜ୍ୟରେ ୬ାତାରିଖରେ ଚିହ୍ନଟ ହୋଇଥିବା ନୁଆକ୍ରାନ୍ତଙ୍କ ମଧ୍ୟରେ ବାରଙ୍ଗରୁ ୩ଜଣ ଆକ୍ରାନ୍ତ ହୋଇଥିବାର ତାଲିକାରେ ପାଇଥିବାର ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡା କହିଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ବାରଙ୍ଗବ୍ଲକର ସାଇଁଶୋ ପଂଚାୟତରେ ଜଣେ,କୁହେଁଇପଡାପଂଚାୟତରେ ଜଣେ ଓ ସିଆଇଏସଏଫରେ ଜଣେ ରହିଥିବାର ଜଣାପଡିଛି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର

ବାରଙ୍ଗ,୬/୪(ଏସ୍‌ଏସ୍‌ନିୟୁଜ) ଯୋଗଦେଇଥିଲେ ୨ମାସ ତଳେ ।କିନ୍ତୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ।ବାରଙ୍ଗ ବାଲିଘାଟ ନିଲାମଧାରୀଙ୍କ ମୁଖ୍ୟ ସହଯୋଗୀ ବୋଲାଉଥିବା ସୁକାନ୍ତ ମୁଦୁଲିନାମକ ବ୍ୟକ୍ତଙ୍କଠାରୁ ।୧ଲକ୍ଷ୭ହାଜରେ ଟଙ୍କା ନେଇ ଯାଉଥିବାବେଳେ କଟକଭିଜିଲାନ୍ସ ହାତରେ ଧରାପଡିଥିଲେ ।ନେଉଥିବା ଟଙ୍କାର ସଠିକ ହିସାବ ଦେଖାଇପାରିନଥିବାରୁ ଉକ୍ତଟଙ୍କାକୁ ଭିଜିଲାନ୍ସ ଜବତ କରିଥିୃଲେ । ପ୍ରକାସ ଯେ,ମଙ୍ଗଳବାର ଅପରାହ୍ନରେ ବାଲିଘାଟ ନିଲାମଧାରୀଙ୍କ ମୁଖ୍ୟ ସହଯୋଗୀଙ୍କଠାରୁ ୧ଲକ୍ଷ୭ହାଜରେ ଟଙ୍କା ନେଇ ତାଙ୍କ ଗାଡିଯୋଗେ ଘର ଅଭିମୁଖେ ଫେରୁଥିଲେ ।ଏହିସମୟରେ କଟକ […]

ସରକାରୀ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ,୨ମୃତ

ବଡ଼ମ୍ବା,୬/୪(ଏସଏସନିୟୁଜ)ଏକ ସରକାରୀ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଗାଁ ମଧ୍ୟରେ ବୋମାମାଡ଼, ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଦୁଇଜଣ ମୃତ ଏବଂ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ଗ୍ରାମରେ ଉତେଜନା ଲାଗିରହିଛି ।ଆହତମାନଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାସ ଯେ, ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଧିନସ୍ଥ କୁଆଁରପାଳ ପଞ୍ଚାୟତର ବୁଢ଼ାପଙ୍କ ଓ ଭାଗବତପୁର ଗ୍ରାମ ମଧ୍ୟରେ ସରକାର ଜମିକୁ କେନ୍ଦ୍ର କରି ଦୀର୍ଘ ପାଞ୍ଚ ବର୍ଷ […]

ଥାନା ଭିତରେ ନାଗିନ୍ ଡ୍ୟାନ୍ସ

ଯାଜପୁର,୬/୪(ଏସଏସ ନିୟୁଜ) ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଗୀତରେ ଝୁମିଲେ ପୋଲିସ କର୍ମଚାରୀ । ନିକଟରେ ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଝୁମ୍ପୁରି ବିଟ୍ ହାଉସ୍‌ର ଜଣେ ପୋଲିସ୍ ଅଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା । ଏହା ପୋଲିସ୍ ପ୍ରଶାସନର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିଲା । ଏବେ କିନ୍ତୁ ଏକ ଭିଡିଓ ଭାଇରାଲ ହୋଇଛି । ଯାହା ପୋଲିସକୁ ବିବାଦ ମଧ୍ୟରୁ ଠେଲିଦେଇଛି । ସୂଚନାନୁସାରେ, ଏସ୍‌ପି ଅଫିସ୍ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି […]

ଆଜିର ଅନୁଚିନ୍ତା

➡️ବାପା ଓ ମାଆଙ୍କୁ ଶେଷ ସମୟରେ ଯେଉଁ ପୁଅ ଦୁଃଖ ଦେଇଥାଏ, ସେଇ ଦୁଃଖ ତା \’ ଶେଷ ସମୟରେ ତାକୁ ହିଁ ମିଳିଥାଏ । ➡️ଘରେ ଯେତେ ଲୋକ ଥାନ୍ତୁ ନା କାହିଁକି ଯଦି ମାଆ ଘରେ ନଥାଏ ତେବେ ସେ ଘର, ଘର ଭଳି ଲାଗେନା । ➡️ ପଥର ଭିତରେ ଠାକୁର ଖୋଜିଲେ ମୋହ ମାୟା ଖାଲି ତୁଟେ, ବାପା ମାଆ ଚଳନ୍ତି ଠାକୁର ଜୀବନର ଚଲା ପଥେ, ଦୁଧ, ଦହି,ଖୁଆ କଦଳୀ […]