ବାରଙ୍ଗକୁ ଫେରିଲା କରୋନା

ବାରଙ୍ଗ,୬/୪(ଏସଏସନିୟୁଜ) ବାରଙ୍ଗକୁ ଫେରିଲା କରୋନା ।ଦୀର୍ଘ ମାସର ବ୍ୟବଧାନ ପରେ ମଙ୍ଗଳବାର ଦିନ ବାରଙ୍ଗରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଜଣାପଡିଛି ।ରାଜ୍ୟରେ ୬ାତାରିଖରେ ଚିହ୍ନଟ ହୋଇଥିବା ନୁଆକ୍ରାନ୍ତଙ୍କ ମଧ୍ୟରେ ବାରଙ୍ଗରୁ ୩ଜଣ ଆକ୍ରାନ୍ତ ହୋଇଥିବାର ତାଲିକାରେ ପାଇଥିବାର ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡା କହିଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ବାରଙ୍ଗବ୍ଲକର ସାଇଁଶୋ ପଂଚାୟତରେ ଜଣେ,କୁହେଁଇପଡାପଂଚାୟତରେ ଜଣେ ଓ ସିଆଇଏସଏଫରେ ଜଣେ ରହିଥିବାର ଜଣାପଡିଛି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment