Browsing monthly archive

April 2021

ଆଜିର ରାଶିଫଳ

ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, […]

ଲଣ୍ଡନରେ ପାଳିତ ହେଲା ୮୫ତମ ଉତ୍କଳ ଦିବସ

ଭୁବନେଶ୍ବର,୫/୪(ସତ୍ୟସନ୍ଧାନ ଡେସ୍କ) ଏପ୍ରିଲ ୩ ତାରିଖ ଶନିବାର ଦିନ ବ୍ରିଟେନ ରେ ଥିବା ଓଡିଶା ସୋସାଇଟି (OSUK) ଅତ୍ୟଧିକ ଗର୍ବର ସହିତ ୮୫ତମ ଉତ୍କଳ ଦିବସ ପାଳନ କରିଥିଲା। ବ୍ରିଟେନର ଓଡିଶା ସୋସାଇଟି ସହିତ ମିଳିତ ଭାବରେ ଓଡିଆ ସାଂସ୍କୃତିକ ସଙ୍ଗଠନ ଲଣ୍ଡନ ଦ୍ୱାରା ଏହି କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ବିଶିଷ୍ଟ ବକ୍ତାମାନେ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ମାନ୍ୟବର ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାନିଗ୍ରାହି, ରାଜ୍ୟସଭା ସଦସ୍ୟ ଡ: ଅମର ପଟ୍ଟନାୟକ, […]

କଲାରାହଙ୍ଗରେ ଏକାଠି ହେଲେ ଗୋ-ପାଳକ

ବାରଙ୍ଗ,୫/୪(ଏସଏସନିୟୁଜ)ପାଳକମାନଙ୍କୁ ଉସ୍‌ହିତ କରିବାପାଇଁ ରାଜ୍ୟ ପଶୁସମ୍ପଦ ଓ ପଶୁ ଉନ୍ନୟନ ବିଭାଗ ଓ କଳାରାହଙ୍ଗ ଗୋମାତାପ୍ରେମୀ ମାନଙ୍କ ମିଳିତ ସହଯୋଗରେ ଦୋଳପର୍ବ ଉପଲକ୍ଷେ ଗୋ-ପଦର୍ଶନ ମହୋସ୍‌ବ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି । କଳାରାହଙ୍ଗ ମୁଗୁଚିଆ ହୁଡାତଳପଡିଆରେ ଅନୁଷ୍ଠିତ ଏହି ମହୋସ୍‌ବରେ କଳାରାହଙ୍ଗ ଗ୍ରାମର ବହୁ ପାଳକମାନେ ସୋମାନଙ୍କ ଗାଇମାନଙ୍କୁ ନେଇ ଯୋଗଦେଇଥିଲେ ।ଏଥିରେ ଗୋ-ପ୍ରଦକ୍ଷିଣ,ଗୋ-ବନ୍ଦାପନା,ଗୋ-ଗ୍ରାସଦାନ ସହ ଗୋମାତାମାନଙ୍କୁ ବନ୍ଦାପନା କରାଯାଇ ସେମାନଙ୍କର ଚିକିସ୍‌ା କରାଯାଇଥିଲା । ପରେ ପାଳକମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଗୋମାତାର ସର୍ବାଙ୍ଗରେ ସକଳଦେବାଦେବୀ ବାସ […]

ରାୟଗଡାର ମା ମଝି ଘରିଆଣି ଓ କେନ୍ଦୁଝରର ଘଟଗାଁ ମନ୍ଦିରରେ ଲାଗିଲା କଟକଣା

୧-ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨ ହଜାର ଯବାନଙ୍କୁ ତିନିପଟୁ ଘେରିଗଲେ ୪ଶହ ମାଓବାଦୀ । ୨୨ ଯବାନ ସହିଦ, ୩୦ ଆହତ । ୨-ଓଡ଼ିଶା ସୀମାକୁ ବିପଦ, ସୀମାରେ ଆଲର୍ଟ, ଡିଜିଙ୍କ ସମୀକ୍ଷା । ୩-୨୪ ଘଣ୍ଟାରେ ୧୭ ଜିଲ୍ଲାରେ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି । ୪-ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ସମାପ୍ତ, କରୋନା ଉପରେ ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ଦେଲେ ୫ ସୂତ୍ରୀୟ ଯୋଜନା ୫-ବିଶ୍ବର ୫୩.୩ କୋଟି ଫେସ୍‌ବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ […]

ଆଜିର ରାଶିଫଳ

ମେଷ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ:-ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ […]

ଆଜିର ଅନୁଚିନ୍ତା

➡️ମୃତ୍ୟୁ ପାଇଁ ଅନେକ ବାଟ ଅଛି । କିନ୍ତୁ ଜନ୍ମ ପାଇଁ କେବଳ-ମାଆ ➡️ଈଶ୍ବରଙ୍କ ଅନ୍ୟ ଏକ ପ୍ରତିରୂପ ନିଜ ପିତାମାତା ହିଁ ହୋଇଥାନ୍ତି, ଏମାନଙ୍କୁ କେବେବି ଅପମାନ ବା ଅସମ୍ମାନ କରନ୍ତୁ ନାହିଁ । ➡️ “ବାପା – ମାଆ ” ସେହି ଦେବତା ଅଟନ୍ତି ଯାହାଙ୍କ ଝାଳର ଗୋଟିଏ ବୁନ୍ଦାର କରଜ ମଧ୍ୟ ସନ୍ତାନ ଜୀବନ ସାରା ସୁଝି ପାରେ ନାହିଁ । ➡️ମାଆ ବିନା ଘର ଅନ୍ଧାର ବାପାଙ୍କ ବିନା ଦୁନିଆ ଅନ୍ଧାର, […]

ଓଡିଶାରେ ହେବନି ଦିନକର୍ଫ୍ୟୁ, ସ୍ପଷ୍ଟ କଲେ ଏସଆରସି

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) ଏବେ ରାଜ୍ୟରେ ଏବେ ଦିନକର୍ଫ୍ୟୁ ଲାଗୁ ହେବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି । କୋଭିଡ ସ୍ଥିତି ଉପରେ ସରକାର ସତର୍କ ଦୃଷ୍ଟି ରଖିଥିବାବେଳେ କରୋନା ସ୍ଥିତି ଏବେ ଓଡିଶାରେ ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ଦିନକର୍ଫ୍ୟୁର ଆବଶ୍ୟକତା ନାହିଁ । କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଏସଆରସି ।

ପରିସ୍ଥିତି ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) ଆଜି ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ପୁଲିସ ମୁଖ୍ୟାଳୟ ପରିଦର୍ଶନ ସହ ପରିସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ମାଓବାଦୀ ବିପଦକୁ ସଫଳତାର ସହ ମୁକାବିଲା କରିଥିବାରୁ ପ୍ରଶଂସା କରି ବା ସହ ଛନ୍ତି ହିଂସା ମାର୍ଗ ଛାଡି ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ଏହି ଅଞ୍ଚଳର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ସେ ପୁଣି ଥରେ ମାଓବାଦୀ କ୍ୟାଡରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ […]

ଏଥର ବିନା ଦର୍ଶକରେ ଆଇପିଏଲ୍

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇ ଥିବା ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲାଙ୍କ ସୂଚନା ଦେଇଛନ୍ତି। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କତା ମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ଆଇପିଏଲ୍ ମ୍ୟାଚ ଖେଳାଯିବା ପାଇଁ ଆୟୋଜନ ହେବ। ଖେଳାଳୀଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ପ୍ରକାଶ କହିଛନ୍ତି। […]

ଆଜିର ଅନୁଚିନ୍ତା

➡️ଜୀବନ ହେଉଛି ଏକ ଯାତ୍ରା ହେଲେ ଏ ଯାତ୍ରାର ଗନ୍ତବ୍ୟ ସ୍ଥଳ ଆଗରୁ ସ୍ଥିର ହେଇନଥାଏ, ଯାଉ ଯାଉ ସ୍ଥିର କରିବାକୁ ପଡିଥାଏ ତେଣୁ ଜୀବନରେ ଖୁସି ବାଣ୍ଟି ଚଲାନ୍ତୁ ନିଶ୍ଚୟ ଖୁସିରେ ରହିବେ ! ➡️ଯୌବନରେ କାଉ ମଧ୍ୟ ସୁନ୍ଦରୀ ଦିଶେ, ଶ୍ରାବଣରେ ନଦୀ ମଧ୍ୟ କୁମାରୀ ବୋଲାଏ, କ୍ଷମତାରେ ଥିଲେ ନେତା ମାନଙ୍କର ମିଛ କଥା ମଧ୍ୟ ଅମୃତ ବାଣୀ ଆଉ ଧନ-ସମ୍ପତ୍ତି ଥିଲେ ମୂର୍ଖ ମଧ୍ୟ ଜ୍ଞାନୀ ! ➡️କେବେ ଏମିତି କୌଣସି […]