ନଦୀରେ ପଡୁଛି ମୃତଦେହ-ଭାଇରାଲ ହେଉଛି ଭିଡିଓ
ଭୁବନେଶ୍ବର,୯/୫(ସତ୍ୟସନ୍ଧାନ ଡେସ୍କ)ସମଗ୍ର ଦେଶରେ କରୋନାର କରାଳଗ୍ରାସ ଯୋଗୁ ଭୟ ସୃଷ୍ଟି ହୋଇଥିବାବେଳେ ଏହି ସମୟରେ କିଛିଲୋକ ମାନବିକତାକୁ ଭୁଲିଯାଉଛନ୍ତି ।ଦେଶରେ କରୋନା କବଳରେ ମୃତ୍ୟୁସଂଖ୍ୟା ବଢୁଥିବାବେଳେ କରୋନା ମଧ୍ୟ ମାନବିକତାକୁ ହତ୍ୟା କରୁଛି,ଯାହା ବିହାରର କାତିହାରରେ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ କର୍ମଚାରୀମାନେ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ଏକ ମୃତଦେହକୁ ନଦୀ ଉପରେ ପକାଇଦେଇ ପଳାଇଆସିବାର ଭିଡିଓ ଦିନକୁ ଦିନସେହି ଅଞ୍ଚଳରେ ଭାଇରାଲ ହୋଇଛି ।ଯେଉଁଥିରେ ଦେଖାଯାଏ ଯେ କରୋନାରେ ମୃତ୍ୟୁ ପରେ ଶରୀରକୁ ଆମ୍ବୁଲାନ୍ସ […]