୩ଘଂଟାରେ ୧୩୦କିଲୋମିଟର ସାଇକେଲରେ ଆସିଲେ ବୃଦ୍ଧ
ଭୁବନେଶ୍ୱର,୧୨/୫(ଏସଏସନିୟୁଜ) ପତ୍ନୀଙ୍କ ମୃତ୍ୟୁ ହେଲା ।ଦୁରରେ ରହୁଥିବା ସ୍ାମୀଙ୍କ ପାଖକୁ ଖବର ପହଁଚିଲା ।ମୃତ୍ୟୁଖବର ପାଇ ଅସିବାକୁ ଚାହୁଁଥିଲେ ମଧ୍ୟ କୈାଣସି ସୁବିଧା ମିଳିନଥିଲା ।ବାଧ୍ୟହୋଇ ସାଇକେଲ ଧରି ବାହାରିଥିଲେ ରବି ଶଙ୍କର । ମଧ୍ୟପ୍ରଦେଶର ଅଗର ମାଲୱାରେଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ପତ୍ନୀଙ୍କ ମୃତ୍ୟୁ ଖବରପାଇ ରାତାରାତି ସାଇକେଲ ଚଳାଇ ଆସିଥିଲେ ।କରୋନା ଅବଧି ସମୟରେ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବୃଦ୍ଧ ରବି ଶଙ୍କର ପାନୱାରଇନ୍ଦୋର ଠାରୁ ୧୦ […]