Browsing daily archive

June 26, 2021

ପିକଅପ୍ ଭ୍ୟାନ୍ ରୁ ଜବତ ହେଲା ୨୬ ବସ୍ତା ଭାଙ୍ଗ

ଭଞ୍ଜନଗର,୨୬/୬(ଏସଏସନିୟୁଜ) ଗାଙ୍ଗପୁର ଥାନା ପୋଲିସ ପିକଅପ୍ ଭ୍ୟାନରେ ଆସୁଥିବା ୨୬ ବସ୍ତା ଭାଙ୍ଗ ଜବତକରିବାସହ ଚାଳକକୁ ଗିରଫ କରିଛି ।ଚାଳକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଗୁଡିପଡା ଗ୍ରାମର ବନମାଳୀ ସିଂ (୨୫) । ଓ.ଡି – ୨୫ ଜି- ୪୭୦୨ ନମ୍ବର ବୋଲେରୋ ପିକଅପ୍ ଭ୍ୟାନ ଯୋଗେ ଚାଳକ ବନମାଳୀ ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗାଁ ନିକଟରୁ ଭାଙ୍ଗବସ୍ତାବୋଝେଇ କରି ନୟାଗଡ଼ ଅଭିମୁଖେ ଆସୁଥିଲେ । ଗାଙ୍ଗପୁର ଥାନା ପୋଲିସ ପେଟ୍ରୋଲିଂ […]

ଋାସ୍ତାକଡ଼ରେ ପଡିଥିଲା ମହିଳାଙ୍କ ମୃତଦେହ,ପାଖରେଥିଲା ୪ବର୍ଷର ଶିଶୁ

କେନ୍ଦ୍ରାପଡ଼ା,୨୬/୬(ଏସଏସନିୟୁଜ) ଆଜି ସକାଳେ ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତା କଡ଼ରେ ପଡିଥିଲା ଜଣେ ମହିଳାଙ୍କ ମୃତଦେହ ଓ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲା ୪ବର୍ଷର ଶିଶୁ ।ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବରଦେଇଥିଲେ । ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ଗୁରୁତରଅବସ୍ଥାରେ ଥିବା ଶିଶୁଟିକୁ ଉଦ୍ଧାର କରି ଚିକିସ୍‌ାପାଇଁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଛନ୍ତି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ କେହି ଗଳାକାଟି ହତ୍ୟା କରି ଫିଙ୍ଗି […]

ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ବର,୨୬/୬୯ଏସଏସନିୟୁଜ) ପ୍ରତିରକ୍ଷାମନ୍ତ୍ରୀ ରାଜନାଥସିଂଙ୍କୁ ଆଜି ଦିଲ୍ଲୀଠାରେ ଭେଟିଲେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ନୟାପଲ୍ଲୀ ଏବଂ ରାଜଧାନୀ ବାସୀଙ୍କ ତରଫରୁ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଏହିଅବସରରେ ସାଂସଦ ଦ୍ୱିତୀୟ ବର୍ଷର ବାର୍ଷିକ ରିପୋର୍ଟ ପୁସ୍ତକ ଅର୍ପଣ କରିଛନ୍ତି […]

୩୦ ଜିଲ୍ଲା ଲାଗି ବିଜେଡିର ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ବର,୨୬/୬୯ଏସଏସନିୟୁଜ)ଆଗକୁ ଆସୁଛି ପଂଚାୟତ ନିର୍ବାଚନ ।ଏଥିପାଇଁ ପଞ୍ଚାୟତ ନିର୍ବାଚନକୁ ଫୋକସରେ ରଖିଛି ବିଜେଡି । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ  ନିଯୁକ୍ତ ଦେଇଛି । ବିକ୍ରମ ଆରୁଖ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ମହେଶ୍ୱର ମହାନ୍ତି ବରିଷ୍ଠ ପର୍ଯ୍ୟବେକ୍ଷକ  ଭାବେ ନିଯୁକ୍ତ ହୋଇଛନ୍ତି ।ସେହିଭଳିଭାବେ ବଲାଙ୍ଗିର ଓ ଦେବଗଡ଼ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହ ଅନୁଗୁଳ- […]

ବାରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଚିରିଲେ ବିଜେପି କର୍ମୀ

ବାରଙ୍ଗ,୨୫/୬(ଏସଏସନିୟୁଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମଗ୍ର ଭାରତରେ ବିଶ୍ଵର ସର୍ବବୃହତ ଟୀକାକରଣ କାର‌୍ୟ୍ୟକ୍ରମ ଚାଲୁରହିଛି।ଅନ୍ୟପଟେ ଟୀକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗାଯାଇ କେବଳ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯିବାକୁ ନେଇ ରାଜ୍ୟରେ ଟିକା ରାଜନୀତି ଚାଲିଛି।ଏହାକୁ ବିରୋଧ କରି ଆଜି ବାରଙ୍ଗ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଆଜି ପୂର୍ବାହ୍ନରେ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରରେ ଟୀକାକାରଣ ଚାଲିଥିବା ସମୟରେ ବାଙ୍କୀ ବାରଙ୍ଗ ବିଜେପି କର୍ମକର୍ତ୍ତାଙ୍କ ଦ୍ଵାରା ବିରୋଧ କରାଯାଇଥିଲା।ଏଥିରେ ଦଳର ବରିଷ୍ଠ ନେତା ତଥା ଯୁବ […]

୨ ଝିଅ ଆଗରେ ସ୍ତ୍ରୀକୁ ହତ୍ୟାକରି ଥାନାରେ ଆମ୍‌ସମର୍ପଣ କଲେ ସ୍ୱାମୀ

ଜଟଣୀ,୨୫/୬(ଏସଏସନିୟୁଜ) ଦୁଇ ସନ୍ତାନଙ୍କ ସମୁଖରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ।ଅଟୋର ମାସିକ କିସ୍ତି ଟଙ୍କା ତାଙ୍କ ଘରୁ ଆଣିବାକୁ ଚାପପକାଇଥିଲା ନରହନନ୍ତା ସ୍ୱାମୀ ।ଟଙ୍କା ଆସିବାପୁର୍ବରୁ ସ୍ତ୍ରୀର ଗଳାକାଟି ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିଲା ।ଏହିପରି ଘଟଣା ଜଟଣୀଥାନା ଅଧିନ ଜଟଣୀ ପୈାରପରିଷଦ ୱାର୍ଡନଂ ୧୦ର ପାଇକରାୟପୁରରେ ଘଟିଛି ।ଯାହାଏବେ ଜଟଣୀ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜଟଣୀ ପୈାରପରିଷଦ ୱାର୍ଡନଂ ୧୦ର ପାଇକରାୟପୁରରେ ରହୁଥିବା ପିପିଲି ନିକଟସ୍ଥ ମଠସାହୀ ଅଞ୍ଚଳର ସୁକାନ୍ତ ମଲିକ(୫୦) […]

ଆଜିର ରାଶିଫଳ

ଜୁନ ମାସ ୨୬ ତାରିଖ ୨୦୨୧ ମସିହା(ଶନିବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଦ୍ଵିତୀୟା ,ନକ୍ଷତ୍ର- ଉତ୍ତରାଶାଢା ,ବୃଷ ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ,ପୋଟଳ ଭକ୍ଷଣ ନିଷେଧ । ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ:-ଆଜି ଧନ ଓକାର୍ଯ୍ୟହାନୀ […]

ଆଜିର ଅନୁଚିନ୍ତା

?ଯେଉଁ କଷ୍ଟ ତୁମେ ନିଜେ ସହ୍ଯ କରି ପାର ନାହିଁ, ସେହି କଷ୍ଟ ତୁମେ ଅନ୍ୟ କାହାକୁ ଦିଅ ନାହିଁ । ?ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ସମସ୍ୟାକୁ ଆପଣଙ୍କ ସାମ୍ନାରେ ରଖେ, ସେତେବେଳେ ସେ ଭଗବାନଙ୍କ ପରି ତୁମ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିଥାନ୍ତି । ?ସଂସାରରେ ଯିଏ ସବୁଠାରୁ ମୁଢ ଏବଂ ଯିଏ ସବୁଠାରୁ ବୁଦ୍ଧିମାନ ଉଭୟେ ସୁଖ ଭୋଗ କରନ୍ତି, କିନ୍ତୁ ମାଧ୍ୟ୍ୟମ ଶ୍ରେଣୀ ଲୋକ କଷ୍ଟ ପାନ୍ତି । ?ଯଦି ନିଜେ […]

ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ

୧. କିସ୍‍ରୁ ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ । ୨. ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ : ଦୁଇଟି ୟୁନିଟରୁ ୪୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ଆରମ୍ଭ । ୩. ଆବର୍ଜନାରେ ଔଷଧ ଫିଙ୍ଗା ମାମଲା : ରାଜ୍ୟ ବାହାରକୁ ନା ଜିଲା ବାହାରକୁ ଚାଲାଣ ! ୪. ବ୍ୟାଟସମ୍ୟାନଙ୍କୁ ବିରାଟ କୋହଲିଙ୍କ କଡା ସନ୍ଦେଶ- ରନ କର, କ୍ରିଜରେ କେବଳ ଛିଡା ହୁଅ ନାହିଁ । ୫. ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। […]