Browsing daily archive

July 25, 2021

ଡମ୍ଫରରେ ଲାଗିଗଲା ନିଆଁ

ବାଲେଶ୍ବର,୨୫/୭(ଏସଏସନିୟୁଜ) ରବିବାର ଦ୍ୱିପହର ସମୟରେ ତାମୁଳିଆ ପୋଲ ଉପରେ ଏକ ଚଳନ୍ତା ଡମ୍ଫରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଡମ୍ଫରଟି ଆସୁଥିବାବେଳେ ହଠାତ ନିଆଁ ଲାଗିଯିବାରୁ ଚାଳକ ସୈାଭାଗ୍ୟକ୍ରମେ ଗାଡିରୁ ଓହ୍ଲାଇ ପଡ଼ିଥିଲେ ।ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୨୫/୦୭(ଏସ ଏସ ନିୟୁଜ)   ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖରୁ ୨୯ ତାରିଖ ଯାଏଁ ବର୍ଷା ହେବ ।ପାଣିପାଗ ବିଭାଗ ଆକଳନ ଅନୁଯାୟୀ ରବିବାର ରାଜ୍ୟରେ କେତେକ ଜାଗାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୋମବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି […]

ଟୋକିଓରେ ଦୂତୀ

ଭୁବନେଶ୍ୱର,୨୫/୭(ଏସ ଏସ ନିୟୁଜ)ଟୋକିଓ ଅଲିମ୍ପିକ୍ସରେ ଦୂତୀ ଚାନ୍ଦ । ଅଲିମ୍ପିକ୍ସ ଭିଲେଜରୁ ଫଟୋ ସେୟାର କଲେ ଦୂତୀ ।ଏହାସହ ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ପ୍ରମୋଦ ଭଗତ । ବାଡମିଣ୍ଟନରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରମୋଦ ଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଘଟଣାସ୍ଥଳରୁ ମିଳିଲା ୨ଟି ଖୋକା

ବାଲେଶ୍ବର,୨୫/୭(ଏସଏସନିୟୁଜ) ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ ସିମୁଳିଆଠାରେ କରାଯାଇଥିବା ଏନକାଉଣ୍ଟର ସ୍ଥଳରୁ ସାଇଂଟିଫିକ ଟିମ୍କୁ ୨ଟି ଖୋକା ମିଳଛି । ଘଟଣାସ୍ଥଳରେ ସାଇଂଟିଫିକ ଟିମ୍ ପହଂଚି ଛାନଭିନ ଆରମ୍ଭ କରୁଛି । ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବାପରେ ପରିବାର ସଦସ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ ବୋଲି ଜଣାପଡିଛି ।ବାଲେଶ୍ବର ସିମୁଳିଆ ଥାନାରେ ଗ୍ୟାଙ୍ଗଷ୍ଟର ହାଇଦର ନାଁରେ ମାମଲା ରୁଜୁ ହୋଇଛି। ଖସି ପଳାଇବା, ଡକାୟତି, ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ମାମଲା ରୁଜୁ ହୋଇଛି।ସରକାରୀ କର୍ମଚାରୀଙ୍କୁ […]

ଫୁଲୁଛି ଗୋଦାବରୀ

ମାଲକାନଗିରି , ୨୫/୭(ଏସଏସନିୟୁଜ) ଉପରମୁଣ୍ତରେ ବର୍ଷା ଲାଗି ରହିଥିବା ଯୋଗୁ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ। ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ୪୦ ଫୁଟ ଉଚ୍ଚରେ ଗୋଦାବରୀ ପାଣି ପ୍ରବାହିତ ହେଉଛି। ଫଳରେ କୁନାଭରମ-ଭଦ୍ରାଚଲମ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ମାଲକାନଗିରିରୁ ଆନ୍ଧ୍ର ଏବଂ ଛତିଶଗଡ଼ରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକ୍‌ର ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତରେ ରହିଛି ମୋଟୁ ତହସିଲ। ମୋଟୁ ଅଞ୍ଚଳର ଗୋଟିଏ ପଟେ ସିଲେରୁ ନଦୀ ଏବଂ ଅନ୍ୟପଟେ ଅନ୍ୟପଟେ ସାବେରୀ […]

ଘରକାନ୍ଥ ଭାଙ୍ଗିଲା ଦନ୍ତା

ତେଲକୋଇ ,୨୫/୭(ଏସଏସନିୟୁଜ)ତେଲକୋଇ ବ୍ଲକ୍‌ର ସଲେଇକେନା ପଞ୍ଚା‌ୟତ ରୁଗୁଡ଼ିହି ଗ୍ରାମର ନବଘନ ବେହେରାଙ୍କ ଘରର ପଛପଟ କାନ୍ଥ ଭାଙ୍ଗି ଦେଇଛି।ଏହାସହ ପ୍ରଭାକର ଦେହୁରୀଙ୍କ ଘର ଭାଙ୍ଗିବା ସହ ବିଦ୍ୟାଧର ନାଏକଙ୍କ ସୋଲାର ଚାଳିତ ପାଣିପମ୍ପକୁ ଭାଙ୍ଗି ଦେଇଛି। ବିଳମ୍ବିତ ରାତିରେ ହାତୀଟି ଘର ପଛପଟ କିଆରିରେ ଧାନତଳି ନଷ୍ଟ କରିବାସହ ଧାନଚାଉଳ ଖାଇବା ପାଇଁ ତାଙ୍କ ଘରର ପଛପଟ କାନ୍ଥକୁ କଣା କରି ଦେଇଥିଲା ବୋଲି ନବଘନ କହିଛନ୍ତି।ହାତୀର ଏହି ଭଳି ଦୈାରାମ୍‌ ପାଇଁ ସଲେଇକେନା ପଞ୍ଚା‌ୟତରେ ଭୟର […]

ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

୧. କୁଖ୍ୟାତ ଅପରାଧୀ ଶେଖ ହାଇଦର ବାଲେଶ୍ୱର ନିକଟରେ ପୁଲିସ ଏନକାଉଣ୍ଟରରେ ମୃତ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ୨. ମୟୁରଭଞ୍ଜ ସ୍ଥାନାନ୍ତର ହେଉଥିବା ବେଳେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ମୃତ । ୩. ମୃତ ହାଇଦରର ପୋଷ୍ଟମର୍ଟମ ପରେ ତାର ପରିବାରକୁ ଶବ ଦିଆଯିବା ନେଇ ପୁଲିସର ସୂଚନା । ୪. ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡାରେ ତାର ବାସସ୍ଥାନ ସମେତ ତିନିମୁହାଣୀ, ବସଷ୍ଟାଣ୍ଡ ଓ […]

ଆଜିର ଅନୁଚିନ୍ତା

🔥”ଲୋକଙ୍କ ମଧ୍ୟରେ ରୁହନ୍ତୁ ଯେପରି ୩୨ ଟି ଦାନ୍ତ ମଧ୍ୟରେ ଜିଭ ଅଛି, ଏହା ସମସ୍ତଙ୍କ ସ୍ପର୍ଶରେ ଅଛି, କିନ୍ତୁ ଏହା କାହା ଦ୍ୱାରା ଦମନ କରାଯାଇ ନାହିଁ ! 🔥”ପିତାମାତାଙ୍କ ଆଖିରେ ଲୁହ କେବଳ ଦୁଇଥର ଆସେ। ଗୋଟିଏ ହେଉଛି ଯେତେବେଳେ ଝିଅ ବାହା ହୋଇ ଘରୁ ବିଦା ହୁଏ ଏବଂ ଅନ୍ୟଟି ଯେତେବେଳେ ପୁଅ ମୁହଁ ମୋଡ଼ି ଥାଏ| ପତ୍ନୀ ପସନ୍ଦ ଅନୁସାରେ ପାଇପାରିବେ | କିନ୍ତୁ ପିତାମାତାମାନେ ପୂଣ୍ୟ ଦ୍ୱାରା ମିଳିଥାନ୍ତି ! […]

ଆଜିର ରାଶିଫଳ

ଜୁଲାଇ ମାସ ୨୫ ତାରିଖ ୨୦୨୧ ମସିହା(ରବିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ପ୍ରତିପଦ ,ନକ୍ଷତ୍ର- ଶ୍ରବଣ,ସିଂହ ରାଶିର ଘାତ ଚନ୍ଦ୍ର,ମେଷ ରାଶିର ଘାତବାର,ଦ୍ଵିତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ବୋଇତୀ କଖାରୁ ଭକ୍ଷଣ ନିଷେଧ। ମେଷ :-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ :-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି […]