ଡମ୍ଫରରେ ଲାଗିଗଲା ନିଆଁ

ବାଲେଶ୍ବର,୨୫/୭(ଏସଏସନିୟୁଜ) ରବିବାର ଦ୍ୱିପହର ସମୟରେ ତାମୁଳିଆ ପୋଲ ଉପରେ ଏକ ଚଳନ୍ତା ଡମ୍ଫରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଡମ୍ଫରଟି ଆସୁଥିବାବେଳେ ହଠାତ ନିଆଁ ଲାଗିଯିବାରୁ ଚାଳକ ସୈାଭାଗ୍ୟକ୍ରମେ ଗାଡିରୁ ଓହ୍ଲାଇ ପଡ଼ିଥିଲେ ।ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments (0)
Add Comment