Browsing monthly archive

July 2021

୧ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ପିପିଲି-ନିମାପଡ଼ା ଓଭର ବ୍ରିଜ୍ ଉପରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଧରିଛି ବ୍ରାଉନସୁଗାର । ଓଭର ବ୍ରିଜ୍ ଉପରେ ଡିଲ ହେଉଥିବାବେଳେ ଇମତାଜ ଖାନ ନାମକ ଯୁବକଙ୍କ ପାଖରୁ ୧ କୋଟି ଟଙ୍କାରୁ ଅଧିକ ମୁଲ୍ୟର ୧ କେଜି ୪୮ ଗ୍ରାମ ବ୍ରାଉନ ସୁଗାର ଜବତ କରି ଖାନଙ୍କୁ ଗିରଫ କରିଛି ଏସଟିଏଫ୍ ।

+୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସନ୍ତାକାଲି

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) +୨ ବାଣିଜ୍ୟ ଓ ବିଜ୍ଞାନ ଫଳାପଳ ଆସନ୍ତା କାଲି ସନ୍ଧ୍ୟାରେ ପ୍ରକାଶ ପାଇବ । ଆସନ୍ତା କାଲି ସନ୍ଧ୍ୟାରେ ପ୍ରକାଶ ପାଇବ +୨ ବାଣିଜ୍ୟ ଓ ବିଜ୍ଞାନ ଫଳାପଳ । www.orissaresults.nic.in  ଏବଂ ସାମ୍ସ ଇ-ସ୍ପେସରେ ଫଳାଫଳ ଉପଲବ୍ଧ ହେବ ।ତେବେ ପରବର୍ତ୍ତୀ ପର‌୍ୟ୍ୟାୟରେ କଳା ଓ ଧନ୍ଦାମୂଳକ ପରୀକ୍ଷାର ଫଳ ପ୍ରକାଶ ପାଇବ ।

ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୩୦/୭୯ଏସଏସନିୟୁଜ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ସିବିଏସଇ ରେକର୍ଡସଂଖ୍ୟକ ପାସ ହାର ହାସଲ କରିବା ଖୁସିର ବିଷୟ । ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ପରିଶ୍ରମ ପ୍ରଶଂସନୀୟ । କୃତି ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ […]

ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ୱର,୩୦/୭୯ଏସଏସନିୟୁଜ) ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ର ଏକ ମାଛ ଫାର୍ମରେ ବିଦ୍ୟୁତ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଚୋରାବାଇକ ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାରଥାନା ପୋଲିସ

ଚୈାଦ୍ୱାର,୩୦/୭(ଏସଏସନିୟୁଜ)ଏକ ଚୋରାବାଇକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଚୈାଦ୍ୱାରଥାନା ପୋଲିସ । ଲୋଚନବେହେରା ନାମକ ଯୁବକଙ୍କର ବାଇକ ଚୋରୀହୋଇଥିବାର ଅଭିଯୋଗପରେ ପୋଲିସ ଅନୁସନ୍ଧାନ କରି ବାଇକଚୋରା ଗ୍ୟାଙ୍ଗକୁ ଧରିପାରିବା ସହ ସେମାନଙ୍କଠାରୁ ୫ଟି ଚୋରା ବାଇକ ଜବତ କରିଛନ୍ତି । ପ୍ରକାସ ଯେ, ଚୈାଦ୍ୱାର ଜନସେବକ ନସିଁହୋମରେ କାମକରୁଥିବା ଜଗତପୁର ପଦବରା ଗ୍ରାମର ଲୋଚନବେହେରା ତାଙ୍କ ଓଡି୦୫ଏସି-୫୯୫୧ନଂ ହୋଣ୍ଡାବାଇକକୁ ନର୍ସିଂ ହୋମ ଆଗରେ ଗତ୨୦ତାରିଖରେ ପାକିଁଂକରି ଯାଇଥିଲେ ।କିଛିସମୟଛାଡି ଆସିଦେଖିବାବେଳକୁ ବାଇକଟି ନଥିବାର ଜାଣିବାକୁ ପାଇଥିଲେ ।ଏବିଷୟରେ […]

ରାଜ୍ୟ ସରକାର ନିଲାମ କରିବାକୁ ଯାଉଥିବା ୭ଟି ଖଣି ଖନନ ବାତିଲ ପାଇଁ ଦାବୀ

ଭୁବନେଶ୍ୱର, ୩୦/୭(ଏସଏସନିୟୁଜ)ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା ବନ୍ୟ ପ୍ରାଣୀ ସୋସାଇଟର ସଂପାଦକ ତଥା ଜଙ୍ଗଲ ପରିବେଶ ବିଶେଷଜ୍ଞ ଡ: ବିଶ୍ୱଜିତ ମହାନ୍ତି ଓ କେନ୍ଦୁଝର ନାଗରିକ ସମାଜର ସଭାପତି କିରଣ କୁମାର ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ଯେ ନୂଆ କୁଆଁରୀ ଲୁହା ଓ ବକ୍‌ସାଇଟ୍ ଖଣି ଲିଜ୍ ପାଇଁ ନିଲାମ ପ୍ରତ୍ୟାହର କରାଯାଉ ଏବଂ ଗଂଧଲପଡ଼ା-କର୍ଲାପାଟ ପରି ମୂଲ୍ୟବାନ ଜଙ୍ଗଲ ଓ ତାର ଜଳ-ଜୈବ ବିବିଧତା ସମ୍ବଳକୁ ଭବିଷ୍ୟତ […]

୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ […]

ପ୍ରତ୍ୟାହାର ହେଲା ମଦ କୁଡ଼ିଆ ଯୋଜନା

ପୁରୀ,୩୦/୭(ଏସଏସନିୟୁଜ) ପୁରୀ ବେଳାଭୂମିକୁ ଅଧିକରୁ ଅଧିକ ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୋଆ ଭଳି ପୁରୀ ବିଚ୍ ରେ ମଦ କୁଡ଼ିଆ କରାଯିବା ନେଇ ଓଟିଡିସି ପକ୍ଷରୁ ଯୋଜନା ହୋଇଥିଲା । ଐତିହ୍ୟର ସହର ପୁରୀରେ ଏଭଳି ଏକ ବ୍ୟବସ୍ଥାକୁ ଆରମ୍ଭ ନ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା ।ଏପରିକି ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗକୁ ନାପସନ୍ଦ କରିଥିଲେ । ଏହାପରେ ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଥିବା ନେଇ […]

ଓଏସଏସସିଙ୍କ ପିଏଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କ ପିଏ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି । ନୀଳାଦ୍ରୀ ବିହାର ସ୍ଥିତ ଘର ସମେତ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଏକକାଳିନ ଚଢ଼ାଉ ଚାଲିଛି । ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ ହେବା ପରେ ଏହାର ଗଣତି ଚାଲିଛି । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଛି ନଗଦ ୨୫ ଲକ୍ଷ ଟଙ୍କା  ଓ […]

ଡାଇନିଂରେ ବସି ପାଚିଲା ଆମ୍ବ ଖାଇ କଳାକନା ବୁଲାଇଲେ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) କଳାକନା ବୁଲାଇଲେ ଚୋର ।କେହିନଥିବାର ସୁଯୋଗରେ ଘରେ ପଶିଲେ । ଘର ଭିତରେ ,ଡାଇନିଂ ରେ ବସି ରହିଥିବା ପାଚିଲା ଆମ୍ବ ଖାଇଲେ । ଗଡ଼ରେଜରେ ଥିବା ସମସ୍ତ ଅଳଙ୍କାର କାଢି ତାକୁ ପରଖୀ ସୁନା , ରୂପ ଓ ଟଙ୍କା ନେଇଥିବା ବେଳେ ଇମିଟେସନ ଜିନିଷକୁ ଛାଡିଦେଲେ ।ଏହିଭଳି ଘଟଣା ଚୌଦ୍ଵାର ଥାନା ଅନ୍ତର୍ଗତ କପଳେଶ୍ୱର ନୂଆସାହି ରେ ଘଟିଛି । କପଳେଶ୍ୱର ନୂଆସାହି ରେ ଗୁରୁବାର ଦିନ ଏକ ବଡ଼ ଧରଣର ଲୁଟ […]