+୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସନ୍ତାକାଲି

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) +୨ ବାଣିଜ୍ୟ ଓ ବିଜ୍ଞାନ ଫଳାପଳ ଆସନ୍ତା କାଲି ସନ୍ଧ୍ୟାରେ ପ୍ରକାଶ ପାଇବ ।
ଆସନ୍ତା କାଲି ସନ୍ଧ୍ୟାରେ ପ୍ରକାଶ ପାଇବ +୨ ବାଣିଜ୍ୟ ଓ ବିଜ୍ଞାନ ଫଳାପଳ । www.orissaresults.nic.in  ଏବଂ ସାମ୍ସ ଇ-ସ୍ପେସରେ ଫଳାଫଳ ଉପଲବ୍ଧ ହେବ ।ତେବେ ପରବର୍ତ୍ତୀ ପର‌୍ୟ୍ୟାୟରେ କଳା ଓ ଧନ୍ଦାମୂଳକ ପରୀକ୍ଷାର ଫଳ ପ୍ରକାଶ ପାଇବ ।

Comments (0)
Add Comment