Browsing monthly archive

July 2021

ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂରତି

ପୁରୀ,୧୩/୭(ଏସଏସନିୟୁଜ) କଳା ଠାକୁର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି । ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ । ଆଜି ଅପରାହ୍‌ଣରେ ହେବ ଆଡ଼ପ ମଣ୍ଡପ ପହଣ୍ଡି ନୀତି । ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ମହାପ୍ରଭୁ । ସଂଧ୍ୟାଧୂପ ସରିବା ପରେ ହେବ ପହଣ୍ଡି । ଗୋଟି ପହଣ୍ଡିରେ ଯଜ୍ଞ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂରତି । ରଥାରୂଢ଼ ଶ୍ରୀଜିଉଙ୍କ ନିକଟରେ […]

ଆଜିର ରାଶିଫଳ

ଜୁଲାଇ ମାସ ୧୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ତୃତୀୟା ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି। ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ […]

ଆଜିର ଅନୁଚିନ୍ତା

?ସ୍ୱଚ୍ଛ ହୃଦୟର ଏକ ସୁନ୍ଦର ପରିଚୟ ହେଉଛି ହସ ହସ ମୁହଁ। ବିରକ୍ତି ଭରା ଚେହେରାରେ ଅତିଥୀଙ୍କୁ ସ୍ୱାଗତ କଲେ, ଘରେ ମଧ୍ୟ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ, ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ?ଈଶ୍ୱର କୌଣସି ମୂର୍ତ୍ତିରେ ବାସ କରନ୍ତି ନାହିଁ, ମଣିଷର ଅନୁଭୂତି ହିଁ ପ୍ରକୃତ ଈଶ୍ୱର ଏବଂ ଆତ୍ମା ହେଉଛି ତାର ମନ୍ଦିର। ?ଧନ ଥିଲେ ଡାରିଦ୍ରର ଭୟ, ଜ୍ଞାନ ଥିଲେ ଅଜ୍ଞାନର ଭୟ; ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ, […]

ଫିଟିଲାନିମୂର୍ତ୍ତି ଚୋରି ରହସ୍ୟ

୧. କଳାହାଣ୍ଡିରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୧୩ଟି ମାମଲାର ଫଇସଲା ୨. ଚଣ୍ଡିଖୋଲ:୬ ମାସ ବିତିଲା, ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ରହସ୍ୟ ଫିଟିଲାନି । ୩. ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ୪. ରବିବାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ବଜ୍ରପାତ […]

ନନ୍ଦନକାନନରେ ଆଜାଦୀ କା ଅମୃତ’ ମହୋତ୍ସବ

ବାରଙ୍ଗ,୧୨/୭(ଏସ ଏସ ନିୟୁଜ)ଭାରତର ୭୫ ତମ ସ୍ବାଧିନତା ବର୍ଷ ଉପଲକ୍ଷେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ‘ଆଜାଦୀ କା ଅମୃତ’ ମହୋତ୍ସବ ଆରମ୍ଭ ହୋଇଛି।ଏଥିରେ ଦେଶର ୭୫ ଟି ଚିଡ଼ିଆଖାନା ଅଂଶ ଗ୍ରହଣ କରୁଛି।ଏହି ମହୋତ୍ସବକୁ ପ୍ରତି ଚିଡ଼ିଆଖାନା ଏକ ସପ୍ତାହ ଧରି ପାଳନ କରିବେ।ଏହି ମହୋତ୍ସବରେ ପ୍ରାଣୀଉଦ୍ୟାନ ନନ୍ଦନକାନନ ସାମିଲ ହୋଇଥିବା ବେଳେ ଏଥିରେ ଭାରତୀୟ ପାଙ୍ଗୋଲିନ କୁ ବିଶେଷ ଗୁରୁତ୍ଵ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ବିଶେଷଜ୍ଞଙ୍କ ଠୁ ଆରମ୍ଭ କରି ପ୍ରାଣୀଉଦ୍ୟାନର ପଦାଧିକାରୀ ଯୋଗଦେବେ।ଏହି ମହୋତ୍ସବ […]

ତେଲ ଟ୍ୟାଙ୍କରରେ ଧକ୍କା ହୋଇ ଜଳିଗଲା ବାଇକ

ଆଠଗଡ଼,୧୨/୭(ଏସଏସନିୟୁଜ) ତେଲ ଟ୍ୟାଙ୍କରରେ ଧକ୍କା ହୋଇ ବାଇକଟି ଜଳିଯିବା ସହ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ଏହିଭଳି ଘଟଣା ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନଂ ରାଜ୍ୟ ରାଜପଥ କୁଲାଇଲୋ ଛକ ନିକଟରେ ଘଟିଛି । ଅନୁଗୋଳ ରୁ କଟକ ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କର ସହି ମୁହାଁ ମୁହିଁ ବାଇକ୍ ଟି ଧକ୍କା ହୋଇଥିଲା ।ଫଳରେ ଘଟଣା ସ୍ଥଳରେ ବାଇକ୍ ଟି ଜଳିଯିବା ସହିତ ଦୁଇ ବାଇକ୍ ଆରୋହୀ ଖୁଣ୍ଟୁଣୀ […]

ଦେବାଶିଷଙ୍କ ବାଡିରେ ବ୍ରହ୍ମକମଳ ଫୁଲ

ଭଦ୍ରକ,୧୨/୭(ଏସଏସନିୟୁଜ)ଭଦ୍ରକ ସହରର କୁଆଁସସାହିରେ ଦେବାଶିଷରାଉତଙ୍କ ବାଡିରେ ଦୁଇଟି ବ୍ରହ୍ମକମଳ ଫୁଲ ଫୁଟିଥିବାର ରବିବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ।ପରିବାର ସଦସ୍ୟ ବାହାରକୁ ଉଠିଥିବାବେଳେ ଏହି ଦୁର୍ଲଭ ଫୁଲ ଟି ଫୁଟିଥିବାର ଦେଖିବାକୁ ପାଇଥିଲେ ।ସୋମବାର ସକାଲେ ଏହି ଖବର ପ୍ରଚାରିତ ହେବାପରେ ଦେଖଣାହାରୀଙ୍କ ଭିଡ ଲାଗିଥିଲା ।ଶେଷରେ ନିକଟସ୍ଥ ଏକମନ୍ଦିରରେ ଏହି ଫୁଲକୁ ଅର୍ପଣ କରାଯାଇଥିଲା ।

ବିଜେଡିର ରାଜ୍ୟ କାର୍ଯ୍ୟାଳୟର ହେଲା ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୧୨/୭(ଏସଏସନିୟୁଜ)ରଥଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଦଳୀୟ କାର୍ଯ୍ୟାଳୟ ପଛପଟେ ଏହି ନୂଆ ତିନି ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବ ।ଏଥିରେ ଦଳୀୟ କର୍ମୀଙ୍କ ପାଇଁ ବୈଠକ ସ୍ଥଳ, କନଫରେନ୍ସ ହଲ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ହଲ୍, ଲାଇବ୍ରେରୀ, ସ୍ୱତନ୍ତ୍ର ଗୃହ, ପାର୍କିଂର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି । ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ହେବାକୁ ଥିବା ଏହି ବିଲ୍ଡିଂର […]

ଘୋଷଣା ହେଲା ନିଟ୍ ପ୍ରବେଶିକା ତାରିଖ

ଭୁବନେଶ୍ୱର,୧୨/୭(ଏସଏସନିୟୁଜ) ସେମ୍ବେର ୧୨ ତାରିଖରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ପାଇଁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । କୋଭିଡ୍ କଟକଣା ଭିତରେ ସାରା ଦେଶରେ ହେବ ପରୀକ୍ଷା । କାଲି ଅପରାହ୍ନ ୫ଟାରୁ ଅନଲାଇନ୍‌ରେ ଏନଟିଏର ଅଫିସିଆଲ ୱେବସାଇଟରୁ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ । କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ତାରିଖ ଟ୍ୱିଟ୍ କରି ଘୋଷଣା କରିଛନ୍ତି ।

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ପୁରୀ, ୧୨/୭(ଏସଏସନିୟୁଜ) ଭାଉ ଭଉଣୀଙ୍କୁ ଧରି ମାଉସୀ ମା’ ଘରେ ପହଞ୍ଚିଲେ କାଳିଆ ଠାକୁର । ମହାମାରୀ କରୋନାପାଇଁ ଭକ୍ତମାନେ ଦିବ୍ୟସେବାରୁ ବଂଚିତ ହୋଇଥିବାବେଳେ ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । । ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। […]