Browsing daily archive

August 9, 2021

ବାରଙ୍ଗ ଥାନାର ନୂଆ IIC ଆକାଶ ରାଣା

ବାରଙ୍ଗ,୯/୮(ଏସ ଏସ ନିୟୁଜ)ବାରଙ୍ଗ ଥାନାରେ ନୂତନ ଥାନାଧିକାରୀ ଭାବେ ସୋମବାର ଦିନ ଆକାଶ ରାଣା ଯୋଗଦାନ କରିଛନ୍ତି।ପୂର୍ବରୁ ସେ ଫୁଲନଖରା ସ୍ଥିତ ଜାତୀୟ ରାଜପଥ ଟ୍ରାଫିକ ଥାନା ଅଧିକାରୀ କାର୍ଯ୍ୟରତ ଥିଲେ।ଏହି ଅବସରରେ ନୂତନ କରି ଯୋଗ ଦେଇଥିବା ଥାନା ଅଧିକାରୀଙ୍କୁ ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ପୂର୍ବରୁ ଥିବା ବାରଙ୍ଗ ଥାନାଧିକାରୀ ଶଶିକାନ୍ତ ରାଉତଙ୍କୁ ଚାଉଳିଆଗଞ୍ଜ ଥାନାଧିକାରୀ ଭାବେ ବଦଳି କରାଯାଇଛି।(ଗୌତମ ରାଉତଙ୍କ ରିପୋର୍ଟ)

କାଲି ଖୋଲିବ ମା ତାରିଣୀଙ୍କ ମନ୍ଦିର

ଘଟଗାଁ ୯/୮(ଏସ ଏସ ନିୟୁଜ)କୋଭିଡ୍‌ କଟକଣା ସହିତ ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଘଟଗାଁର ପ୍ରସିଦ୍ଧ ମା ତାରିଣୀଙ୍କ ମନ୍ଦିର । ଏ ନେଇ ଗାଇଡଲାଇନ୍‌ ଜାରି କରିଛି ମନ୍ଦିର ପ୍ରଶାସନ । କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିଲା । ସାରା ରାଜ୍ୟରେ ସଂକ୍ରମଣ ହ୍ରାସପାଇବା ସହ ଅଗଷ୍ଟ ମାସ ପାଇଁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଆଧାରରେ ଧର୍ମାନୁଷ୍ଠାନ ଗୁଡିକୁ ମନ୍ଦିର ପ୍ରଶାସନ ଅନୁମତିରେ ଖୋଲାଯାଉଛି।ଏହି ଆଧାରରେ ଆସନ୍ତାକାଲି ମା’ ତାରିଣୀ […]

ପୂଜା ପାଇ ଆସିଲା ଗାଇଡ଼ ଲାଇନ

ଭୁବନେଶ୍ୱର,୯/୮(ଏସ ଏସ ନିୟୁଜ)ଆଉ ଦିନ କେଇଟା ପରେ ଆରମ୍ଭ ହେବ ପାର୍ବଣ ଋତୁ।କିନ୍ତୁ ଏଥର ମଧ୍ୟ କରୋନା କଟକଣା ମଧ୍ୟରେ ପୂଜା ହେବ।ଭକ୍ତମାନଙ୍କୁ ପୁଣି ନିରାଶ ହେବାକୁ ପଡିବ ।ଏଥିନିମନ୍ତେ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଗାଇଡଲାଇନ ଜାରି କରାଯାଇଛି।ମଣ୍ଡପ ବା ପେଣ୍ଡାଲରେ ପୂଜା କରିବା ପାଇଁ ଅନୁମତି ଜରୁରୀ କରାଯାଇଛି।ମଣ୍ଡପରେ କୌଣସି ସାଜସଜ୍ଜା ମନା କରାଯାଇଛି।ଏହାସହ ମଣ୍ଡପକୁ ଶ୍ରଦ୍ଧାଳୁ ଆସିବାକୁ ମଧ୍ୟ ବାରଣ ରହିଛି। ମଣ୍ଡପର ତିନି ପାର୍ଶ୍ୱରୁ […]

ପୁତୁରା ପ୍ରେମରେ ପାଗଳ ମାଉସୀ

ଚନ୍ଦ୍ରଶେଖରପୁର,୯/୮(ଏସ ଏସ ନିୟୁଜ)ପ୍ରେମ ପାଇଁ ମଣିଷ ବେଳେ ବେଳେ ପାଗଳ ହୋଇଯାଏ।କେତେବେଳେ କଣ ଯେ କରେ ତାର ହିତାହତ ଜ୍ଞାନ ଭୁଲିଯାଏ।ଏହିଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି। ଜଣେ ୪୨ ବର୍ଷିୟା ମାଉସୀ ତାଙ୍କର ଜଣେ ୨୮ ବର୍ଷିୟ ପୁତୁରା ପ୍ରେମରେ ଉବୁଟୁବୁ ହୋଇ ପୁତୁରା ବିବାହ ପରେ ମଧ୍ୟ ପାଖରେ ରହିବାକୁ ଜିଦ ଧରିଛନ୍ତି। ଏଥିରେରାଜି ନହେବାରୁ ପୁୁତୁରା ବିରୁଦ୍ଧରେ   ଥାନା ରେ ଅଭିଯୋଗ କରିଛନ୍ତି। ପ୍ରକାଶଯେ, ୟୁନିଟ୍‌ ୬ […]

Folding walker ପ୍ରଦାନ କଲେ ପଞ୍ଚସଖା

ବାରଙ୍ଗ,୯/୮(ଏସ ଏସ ନିୟୁଜ)ଦାଢ଼ା ପଞ୍ଚାୟତ ବାଲିପଡ଼ା ଗ୍ରାମର ଜଣେ ବୃଦ୍ଧା କୁସୁମ ଭୋଇଙ୍କର ଗୋଡ ଭାଙ୍ଗିଯାଇଥିବାରୁ ଚାଲିବା ପାଇଁ ଅସୁବିଧା ହେବା ଜାଣି ପଞ୍ଚସଖା ଚାରିଟେବୁଲ ଟ୍ରଷ୍ଟ ବାଲିପଡ଼ା ସଭାପତି ଜନକ ମାଝୀ,ଅସିତ ସାସ୍ମଲ,ଲଲିଟେନ୍ଦୁ ପ୍ରଧାନ,ଅମୁଲ୍ୟ ଜେନା,ସୁରେଶ ଜେନା ଓ ଉପଦେଷ୍ଟା ଭଗବାନ ଜେନା, ନିରଞ୍ଜନ ପରିଡା ଙ୍କ ତରଫରୁ Folding walker ପ୍ରଦାନ କରାଗଲା.

ଆଜିର ଅନୁଚିନ୍ତା

ନିଜ ଜୀବନକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଅନୁଚିତ…. କାହିଁକିନା ….ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ବି କୌଣସି ତୁଳନା ନାହିଁ, କିନ୍ତୁ ଯେତେବେଳେ ସେମାନଙ୍କର ସମୟ ଆସିଥାଏ ସେତେବେଳେ ସେମାନେ ଉଜ୍ଜଳ ହୋଇଥାନ୍ତି…. !!ଏ ସଂସାରରେ ଯେଉଁ ବ୍ୟକ୍ତି ଜୀବନରେ ସଦାସର୍ବଦା ନିଜକୁ ପରଖି ନିଜ ଭୁଲକୁ ସୁଧାରି ଥାଏ ସେହି ବ୍ୟକ୍ତି ଜୀବନର ମାର୍ଗରେ ସଦା ସଫଳ ଓ ସମ୍ନାନ ପ୍ରାପ୍ତି କରିଥାଏ। ପରନ୍ତୁ ଯେଉଁ ବ୍ୟକ୍ତି ସଦା ଅନ୍ୟର ଦୋଷ ଓ ଅବଗୁଣ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୯ ତାରିଖ ୨୦୨୧ ମସିହା(ସୋମବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ପ୍ରତିପଦ,କର୍କଟ ଓ ମକର ରାଶିର ଘ।ତଚନ୍ଦ୍ର,ମିଥୁନ ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ବୋଇତୀ କଖାରୁ ଭକ୍ଷଣ ନିଷେଧ । ମେଷ:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ। […]

ସୁନାପୁଅକୁ ମିଳିଲା ଅଫର୍

୧. ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର । ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର । ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ । ୨. ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର । ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ ୩. ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ […]