Browsing monthly archive

August 2021

୧୨ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର, ୧୦/୮(ଏସଏସନିୟୁଜ) ଆସନ୍ତା ୧୨ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ସାମ୍ସା ପୋର୍ଟାଲରେ ଆବେଦନ କରିପାରିବେ ।ଆବେଦନ ମୁତାବକ ସିଟ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି । କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର, ବାଣିଜରେ ୩୯୦୦ ହଜାର ସିଟ୍ ବୃଦ୍ଦିକୁ ଅନୁମତି ମିଳିଛି । ଚଳିତ ବର୍ଷ ଯୁକ୍ତ ୨ରେ ମୋଟ୍ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି ହୋଇଛି । କରୋନା ପାଇଁ କୌଣସି ଆଡମିଶନ ଫି ବୃଦ୍ଧି ହେବନାହିଁ […]

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ

ଭୁବନେଶ୍ୱର,୧୦/୮(ଏସଏସନିୟୁଜ) ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ । ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଛି । ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହା ସହ ପୌର ନିର୍ବାଚନ ପାଇଁ ବି ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ପ୍ରତାପ ଜେନା ।

୧୩ ବଗି ଲାଇନଚ୍ୟୁତ

ଭଦ୍ରକ,୧୦/୮(ଏସଏସନିୟୁଜ) ଭଦ୍ରକ ଚରମ୍ପା ନିକଟସ୍ଥ ଧାମରାରେ ମାଲଗାଡିର ୧୩ଟି ଡବା ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି । ଧାମରା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭଦ୍ରକ ଆଡୁ ଧାମରାକୁ କୋଇଲା ବୋଝେଇ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଟ୍ରେନଟି କୋଇଲା ଆଣିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।ଫଳରେ ରେଳ ଚଳାଚଳ ବ୍ୟାହତ ସୃଷ୍ଟି ହୋଇଛି ।

ଗ୍ରାହକ ସାଜିଲା ପୋଲିସ,ଧରିଲା ବ୍ରାଉନସୁଗାର

ଭୁବନେଶ୍ୱର,୧୦/୮(ଏସଏସନିୟୁଜ)ସାଲିଆ ସାହିରୁ ୯୫ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ଏହାସହ ଜଣେ ମହିଳା ଗିରଫ ମଧୂ କରିଛି । ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହୋଇଥିବାଜଣାପଡିଛି ।ତେବେ ବ୍ରାଉନସୁଗରକୁ ଧରିବାପାଇଁ ପୋଲିସକୁ ଗ୍ରାହକ ସାଜିବାକୁ ପଡିଥିଲା ।

ହାଇ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର,୧୦/୮(ଏସଏସନିୟୁଜ) ଦିଲ୍ଲୀ ବିମାନବନ୍ଦରକୁ ଆତଙ୍କବାଦୀଙ୍କ ଧମକ ଆସିବା ପରେ ସଜାଗ ହୋଇଯାଇଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତୁପକ୍ଷ ।୧୦ ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରର କଡା ସୁରକ୍ଷା ବ୍ୟବସ୍ଥା ସହ ରେଡ୍ ଆଲର୍ଟ କରାଯାଇଛି । ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିଜିଟର ପାସ୍ ମଧ୍ୟ ବନ୍ଦ କରାଯାଇଛି । ଯାତ୍ରୀଙ୍କୁ କଡ଼ା ଚେକିଂ ସହିତ ସୁରକ୍ଷା ବ୍ୟବସ୍ଥାର ପରିସୀମାକୁ ବଢାଯିବାସହସମସ୍ତ ଯାତ୍ରୀଙ୍କୁ ଭଲ ଭାବେ ଯାଞ୍ଚ କରି ଛଡାଯିବାର […]

ସୋମନାଥଙ୍କପୀଠରେ ଏକାଠିହେଲେ ଉତ୍ତର ବିଜେଡି କର୍ମୀ

ବାରଙ୍ଗ,୯/୮(ଏସଏସନିୟୁଜ)ଆଗକୁ ଆସୁଛି ପଂଚାୟତ ନିର୍ବାଚନ।ଏହାକୁ ଦୃଷ୍ଟିରେ ରଖି ବିଜେଡି ଆରମ୍ଭ କରିଦେଇଛି ତାର ଗୋଟି ଚାଳନା। ସୋମବାର ଦିନ ବନ୍ଧୁମିଳନ ମାଧ୍ୟମରେ ବିଜେପିର କିଛି ଆଗଧାଡ଼ିର କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି। ରାଜଧାନୀ ଉପକଣ୍ଠ ବାରଙ୍ଗ ତଥା ପଟିଆ ଅଞ୍ଚଳର ସର୍ବପୁରାତନ ଓ ସୁପ୍ରସିଦ୍ଧ ଶୈବପୀଠ ଢାୱା ଗ୍ରାମରେ ଅବସ୍ଥାପିତ ବାବା ସୋମନାଥମନ୍ଦିରରେ ସୋମବାର ଦିନ ଏହିଭଳି ପରିବେଶ ଦେଖିବାକୁ ମିଳିଥିଲା ।ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ସବୁସମୟରେ ଗୁରୁତ୍ୱ ବହନ କରୁଥିବା ରଘୁନାଥପୁର,ଦାଢା,କଲ୍ୟାଣପୁର,ବରିମୁଣ୍ଡ […]

ଆଜିଠୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

  ଭୁବନେଶ୍ୱର ୧୦/୮(ଏସ ଏସ ନିୟୁଜ)ଆଜିଠୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌।ଏହାସହ ବୁର୍ଲାର ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ଏବଂ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲିବ । ତେବେ ପ୍ଲାନେଟୋରିୟମ୍ ସମସ୍ତ ସ୍ଥାନରେ ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ ପରିଦର୍ଶନ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।ତେବେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌  ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ […]

ହିରୋଙ୍କ ପାଇ ଉତ୍ସବର ମାହୋଲ

୧–ଚୀନକୁ ବଡ଼ ସନ୍ଦେଶ ଦେଲା ଭାରତ । ଲଦାଖ ସୀମାରେ ସେନାର ଶକ୍ତି ପ୍ରଦର୍ଶନ, ବାୟୁସେନା ଓ ସ୍ଥଳସେନାର ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ହେଲା ଆପାଚେ ହେଲିକପ୍ଟର ସହ ଭୀଷ୍ମ ଟ୍ୟାଙ୍କ । ୨-କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ୮୯ ଗୋଟି ‘ବହୁମୂଖୀ ଇନଡୋର ଷ୍ଟାଡିୟମ’ ପାଇଁ ୬୯୩.୩୫ କୋଟି ମଞ୍ଜୁରୀ . ୩-ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ। ଅପର ଇନ୍ଦ୍ରାବତୀ ଡାହାଣ କେନାଲ ୪୮କିମି ପର୍ଯ୍ୟନ୍ତ କଂକ୍ରିଟ ହେବ। ୪–ସମ୍ବଲପୁର ଆଇଆଇଏମକୁ ଆଉ ୧୮ ଏକର […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୦ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା,କର୍କଟ ଓ ମକର ରାଶିର ଘ।ତଚନ୍ଦ୍ର,ମକର ରାଶିର ଘାତବାର,ଦ୍ଵିତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତୀ କଖାରୁ ପୋଟଳ ଭକ୍ଷଣ ନିଷେଧ । ମେଷ:-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ:-ଜୀବନରେ କିଛି କରିବା ପାଇଁ ମନରେ ନୂଆ […]

ଆଜିର ଅନୁଚିନ୍ତା

➡️”ଯଦି ଆପଣ ଜୀବନକୁ ବୁଝିବା ପାଇଁ ଚାହୁଁଛନ୍ତି ତେବେ ନିଜକୁ ସର୍ବଦା ଗୋଟିଏ ଶିଷ୍ୟ ସ୍ଥାନରେ ରଖନ୍ତୁ , ଧୀରେ ଧୀରେ ସବୁକିଛି ବୁଝିପାରିବେ !! ➡️”ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ କେହି ବି ସବୁଦିନ ଶତୃ ବା ମିତ୍ର ହୋଇ ରହିନଥାନ୍ତି . ଆଜି ଯିଏ ଭଲ ଆସନ୍ତାକାଲି ଖରାପ , ତା’ପରଦିନ ପୁଣି ଭଲ . ସେଥିପାଇଁ ଆମେ ଯଦି ସେସବୁକୁ ଧ୍ୟାନ ନ ଦେଇ ନିଜ ହିସାବରେ ରହିବା ତାହେଲେ ଜୀବନର ପଥ ସୁଗମ […]