ପିସିଆର ଆଗରେ ମାରିଲେ ଗୁଳି
ଭୁବନେଶ୍ୱର, ୩/୮(ଏସଏସନିୟୁଜ) ପିସିଆର ଭ୍ୟାନକୁ ଡକାଇଲେ ,ପୋଲିସ ଆଗରେ ନିଜ ପେଟକୁ ଗୁଳି କଲେ ସୁରକ୍ଷାକର୍ମୀ ।ଏହିଭଳି ଘଟଣା ଆଜି ଭୁବନେଶ୍ୱର ଗଙ୍ଗନଗରରେ ଘଟିଛି ।ଆତ୍ମହତ୍ୟା କରିଥିବା ସୁରକ୍ଷା କର୍ମୀଙ୍କ ନାମ କୃଷ୍ଣଚନ୍ଦ୍ର ଦାସ ।ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ । କଲୋନୀର ରାଜେନ୍ଦ୍ର ମହାନ୍ତିଙ୍କ ସହ ତାଙ୍କର ପୂର୍ବରୁ ଗଣ୍ଡଗୋଳ ହୋଇଥିବାବିଷୟରେ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।ଜାହାକୁ ନେଇ ସେ […]