Browsing monthly archive

August 2021

ଆଜିର ରାଶିଫଳ

ଅଗଷ୍ଟ ମାସ ୨୨ ତାରିଖ ୨୦୨୧ ମସିହା(ରବିବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା.ସିଂହ ରାଶିର ଘାତଚନ୍ଦ୍ର.ମେଷ ରାଶିର ଘାତବାର,ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆମିଷ,ପାଣିକଖାରୁଭକ୍ଷଣ ନିଷେଧ । ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା […]

ଆଜିର ଅନୁଚିନ୍ତା

🦋 ସମ୍ପର୍କ କେବେ ବି ଦୂରତ୍ବରେ ଶେଷ ହୁଏ ନା … ସମ୍ପର୍କ ଶେଷ ହୁଏ କେବଳ ଅହଙ୍କାର, ଅସମ୍ମାନ, ସ୍ୱାର୍ଥପରତା ଏବଂ ବିଶ୍ବାସ ଘାତକ ଦ୍ଵାରା । 🦋” ଅର୍ଥ ” ” ଆଉ ” ” ସ୍ବାର୍ଥ “ମଣିଷକୁ ଅମଣିଷ କରିଦିଏ । 🦋ନିଜର ସ୍ବାର୍ଥ ରଖି ଆଗରେ ଗୋଟେ ଓ ପଛରେ ଗୋଟେ କହୁଥିବା ବ୍ୟକ୍ତି ” କରୋନା ” ଠାରୁ ବଡ ଭୟଙ୍କର । ଏମାନଙ୍କୁ କେବଳ ସାମାଜିକ ଦୂରତ୍ବ ବଜାଇ […]

ଏକାଠି ପୁଅ, ଝିଅ ବସି ପାଠ ପଢିପାରିବେ ନାହିଁ

➡️୧-ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ➡️୨-କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ମହାମାରୀରେ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ୨୦୨୨ ଯାଏଁ ମିଳିବ PF । ଏନେଇ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା । ➡️୩-କରୋନ ମହାମାରୀ ଯୋଗୁଁ ବନ୍ଦ ଥିବା ଲର୍ଣ୍ଣିଂ ଲାଇସେନ୍ସ ସମତେ ଗାଡ଼ିର ଫିଟ୍‌ନେସ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା ୨୩ରୁ ପୁଣି ଆରମ୍ଭ ହେବ ସ୍ଲଟ୍‌ ବୁକିଂ। ➡️୪-ଅକ୍ଟୋବର […]

ବିତରଣ କେନ୍ଦ୍ରରେ ପ୍ରତିଯୋଗିତା

ମାଲକାନଗିରି୨୧/୮(ଏସଏସନିୟୁଜ) ଗତକାଲି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍ କାର୍ଡ ବଂଟନ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆନୁଷ୍ଠାନିକ ଭାବେ ଆଜି ଠାରୁ ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନ କରାଯାଇଛି। ଯଥେଷ୍ଟ ପରିମାଣର କାର୍ଡ ଜିଲ୍ଲାରେ ପହଁଚି ପାରିନଥିବାରୁ ଅଳ୍ପ କେତେକ ସ୍ଥାନରେ କାର୍ଡ ବଂଟନ କରାଯାଇଛି। କାର୍ଡ ବିତରଣ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମି ଥିବା ବେଳେ କାର୍ଡ ନେବା ଲାଗି ଲୋକ

୨୩ରୁ ଲଣ୍ଣିଂ ଲାଇସେନ୍ସ ସ୍ଲଟ୍ ବୁକିଙ୍ଗ

ଭୁବନେଶ୍ୱର, ୨୧/୮(ଏସଏସନିୟୁଜ)କରୋନା ଯୋଗୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ ବୁକିଙ୍ଗ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ୨୩ ତାରିଖରୁ ସକାଳ ୭ ଟାରୁ ରାତି ୧୦ ଟା ମଧ୍ୟରେ ସ୍ଲଟ୍ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ କରିବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।ଏହାସହ ଡିଏଲ ଟେଷ୍ଟ ସମେତ ଫିଟ୍‌ନେସ୍ ଟେଷ୍ଟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।

ଉପାସରେ ମହାଦେବ

ଭୁବନେଶ୍ୱର, ୨୧/୮(ଏସଏସନିୟୁଜ)କରୋନା ଯୋଗୁଁ ଲିଙ୍ଗରାଜ ମନ୍ଦିର ବନ୍ଦ ରହିଥିବାବେଳେ କେବଳ ପ୍ରଭୁଙ୍କ ନୀତିକାନ୍ତି ସେବାୟତ ମାନେ କରୁଛନ୍ତି । ମାନଙ୍କ ବିବାଦ ଯୋଗୁଁ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଛି । ଆଜି ଦିନ ୨.୪୫ରୁ ମନ୍ଦିରରେ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ଲାଗି ପରିନି ଭୋଗ । ଯାହାଫଳରେ ଉପାସରେ ରହିଛନ୍ତି ଲିଙ୍ଗରାଜ ।ତେବେ ଲିଙ୍ଗରାଜଙ୍କ ଠାରେ ପଇତା ଲାଗିକୁ ନେଇ ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ଦେଖାଦେଇଛି ବିବାଦ ।

ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ, ଚମକିବ ଭାଇର ଭାଗ୍ୟ

ସମ୍ପର୍କର ପ୍ରତୀକ ରାକ୍ଷୀ । ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ କରିଥାଏ ରାକ୍ଷୀ ।ରବିବାର ଗହ୍ମା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀବନ୍ଧନ । ସଭିଏଁ ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି । ରାକ୍ଷୀ ପାଇଁ ବଜାରକୁ ଆସିଛି ଭିନ୍ନ ଭିନ୍ନ ରଙ୍ଗର ଡିଜାଇନ୍ ରାକ୍ଷୀ । ସବୁ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ତାଙ୍କ ସୁଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହ ଭାଇମାନେ ଭଉଣୀକୁ ରକ୍ଷା କରିବା ନେଇ ସଂକଳ୍ପ ନେଇଥାନ୍ତି । […]

ମୁକ୍ତାକାଶକୁ ଆସିଲେ ନୁଆ କଏଦୀ

ମେଣ୍ଢାଶାଳ,୨୧/୮(ଏସଏସନିୟୁଜ)ପୁଣି ବଢିଲା ଜାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ କଏଦୀଙ୍କ ସଂଖ୍ୟା ।ଆଜି ଦୁଇଜଣ ଆସି ପହଁଚିବାପରେ କଏଦୀ ସଂଖ୍ୟା ବୃ୍‌ଦ୍ଧିପାଇଛି । ବଣାଇଗଡ ସ୍ପେଶାଲ ସବ୍‌ଜେଲରୁ ୧୨ବର୍ଷ ସଜା ଭୋଗିସାରିବାପରେ ନରସିଂହମୁଣ୍ଡା ଓ ସୁରେନ୍ଦ୍ରମୁଣ୍ଡାନାମକ ଦୁଇଜଣ କଏଦୀ ଏଠାକୁ ଆସିଛନ୍ତି ।ଏହି ଦୁଇଜଣ କଏଦୀ ଆସିବାପରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ଏବେ ୨୯ରେ ପହଁଚିଛି । କୋଭିଡ କଟକଣା ପାଇଁ କାରାଶ୍ରମର ୨୨ଜଣ କଏଦୀ ୩ମାସିଆ ଛୁଟିରେ ଘରକୁ ଯାଇଛନ୍ତି ।ଫଳରେ କାରାଶ୍ରମରେ ସର୍ବମୋଟ କଏଦୀ ସଂଖ୍ୟା […]

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ

ଭୁବନେଶ୍ୱର,୨୧/୮ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, […]

ଭାଙ୍ଗିଲେ ୫ ମଦଭାଟି

ଚନ୍ଦ୍ରଶେଖରପୁର, ୨୧/୮(ଏସଏସନିୟୁଜ) ସାଲିଆସାହି ଓ ଶିଖରଚଣ୍ଡୀନଗରରେ ଏକକାଳୀନ ଚଢ଼ଉ କରି ଅବକାରୀ ବିଭାଗ ଆଜି ୫ଟି ମଦଭାଟି ଭାଙ୍ଗିଛି ।ଏହାସହ ୮ହଜାର ଲିଟର ଚାଉଳି ନଷ୍ଟ କରିବା ସହ ହଜାରେ ଲିଟର ଦେଶୀ ମଦ, ବହୁ ହାଣ୍ଡି, ଜାରକିନ୍, ଡ୍ରମ୍ ସମେତ ଏକ ବାଇକ୍ ଜବତ କରିଛି। ଚଢଉ ସମୟରେ ୨ ମହିଳାଙ୍କ ସମେତ ମୋଟ ୮ ବେପାରୀ ମଦଭାଟି ଚଳାଇବା ଅଭିଯୋଗରେ ଶିଖରଚଣ୍ଡୀ ନଗରର ଟି.ଶୋଭା ଓ ଅଜୁ ସିଂହ, ସାଲିଆସାହିର ଶାନ୍ତି ହାଁସଦା, ପ୍ରଦୀପ […]