ବିତରଣ କେନ୍ଦ୍ରରେ ପ୍ରତିଯୋଗିତା

ମାଲକାନଗିରି୨୧/୮(ଏସଏସନିୟୁଜ) ଗତକାଲି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍ କାର୍ଡ ବଂଟନ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆନୁଷ୍ଠାନିକ ଭାବେ ଆଜି ଠାରୁ ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନ କରାଯାଇଛି। ଯଥେଷ୍ଟ ପରିମାଣର କାର୍ଡ ଜିଲ୍ଲାରେ ପହଁଚି ପାରିନଥିବାରୁ ଅଳ୍ପ କେତେକ ସ୍ଥାନରେ କାର୍ଡ ବଂଟନ କରାଯାଇଛି। କାର୍ଡ ବିତରଣ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମି ଥିବା ବେଳେ କାର୍ଡ ନେବା ଲାଗି ଲୋକ

Comments (0)
Add Comment