ସାକ୍ଷୀଗୋପିନାଥଙ୍କର କାଳୀୟ ଦଳନ ବେଶ
ସାକ୍ଷୀଗୋପାଳ, ୩/୯(ଏସଏସନିୟୁଜ) ସାକ୍ଷୀଗୋପିନାଥମନ୍ଦିରରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଗୋଧନ ବାହୁଡା ଧୂପ ପରେ ଠାକୁର ବିଜେ ପ୍ରତିମା ମଦନ ମୋହନ ଓ ଲବଣୀ ଚୋରା ସୁସଜିତ ବିମାନରେ ବସି ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପରେ ବିଜେ କରିଥିଲେ । ମଣ୍ଡପରେ ଉକ୍ତ ସାହିରେ ଥିବା ଗୋପାଳ ପରିବାରର କୂଳବଧୁମାନେ ବନ୍ଦାପନା କରି ଠାକୁରଙ୍କୁ ସର, ଲବଣୀ,ମାଖନ, ରସାବଳି, ଛେନା, ଖୁଆ ବିଭିନ୍ନ କ୍ଷୀରଜାତ ସାମଗ୍ରୀ ସହିତ ଚୁଡାଘଷା,ଖଇ,ଉଖୁଡା, କୋରା,ଫଳମୂଳ ଆଦି ଭୋଗ […]