Browsing daily archive

September 15, 2021

ଭାଙ୍ଗିଲାବନ୍ଧ, ଜଳମଗ୍ନ ହେଲା ଛଅଟି ଗାଁ

କଣାସ, ୧୪/୯(ଏସଏସନିୟୁଜ) ମଲାଗୁଣି ନଦୀର ପ୍ରାୟ ୩୦ ଫୁଟ ର ବନ୍ଧ ଭାଙ୍ଗିଯିବାଫଳରେ କଣାସ ବ୍ଲକ ଅର୍ନ୍ତଗତ ଦିବ୍ୟସିଂହ ପୁର ଗ୍ରାମ ପଞ୍ଚାୟତର ୬ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ହଳଦୀ ପଦର ,ତୈଲା,ଭଗବତୀପଡା,ଦିବ୍ୟସିଂହ ପୁର, ବାରମାଣ ,ଅଵ୍ୟପୁରୁ,ବରାଗଡ଼ ଆଦି ଗ୍ରାମ ଗୁଡିକରେ ଅନେକ ପରିବାର ପାଣି ଘେରରେ ରହିଛନ୍ତି ।ଯାହାଫଳରେ ଲୋକମାନେ ନାହିଁନଥିବା ଦୁର୍ଦଶା ଭୋଗକରୁଛନ୍ତି ।

ଆମ୍ବ ଗଛରେ ଚାଷୀ

ନୟାଗଡ଼,୧୪/୯(ଏସଏସନିୟୁଜ) ଆମ୍ବ ଗଛରେ ବସିଛନ୍ତି ଚାଷୀ ।ବିଲକୁ ଯାଇଥିଲେ । ହଠାତ ଅଧରକ ବନ୍ୟାଜଳ ପଶିଆସିବାରୁ ନିଜକୁ ରକ୍ଷା କରିବାକୁ ଯାଇ ଏକଆମ୍ବଗଛରେ ଚଢିଯାଇଥିଲେ ।ଏହିଦୃଶ୍ୟ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୁଞ୍ଜ ବିହାରୀପୁରରେ ଦେଖିବାକୁ ମିଳିଛି । ନୂଆସାହାସ ପୁର ଗାଁର ଚାରି ଜଣଚାଷୀ ବିଲ ଦେଖୀ ବାକୁ ଯାଇଥିଲେ।ହଠାତ ବନ୍ୟାଜଳ ପଶିଆସିଥିଲା ।ସୈାଭାଗ୍ୟବଶତ ୩ଜଣ ଚାଷୀ ପଳାଇଆସିଥିବାବେଳେ କିଶୋର ଚନ୍ଦ୍ର ପ୍ରଧାନ ନାମକ ଚାଷୀ ଘରକୁ ଫେରିପାରିନଥିଲେ ।ବାଧ୍ୟ ହୋଇ ନିଜ ଜୀବନକୁ […]

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି, ୧୪/୯(ଏସଏସନିୟୁଜ) ସ୍ୱାଭିମାନ ଅଞ୍ଚଳରେ ଅବକାରୀ ବିଭାଗକୁ ଟାର୍ଗେଟ କରି ହୋଇଛି ପ୍ରଜାମେଳି । ଚିତ୍ରକୋଣ୍ଡା ଏବଂ କୋରକୋଣ୍ଡା ବ୍ଲକର ନାକାମାମୁଡି ,ଖଡିକାଯୋଡି ଅଦି ୧୫ ଖଣ୍ଡ ଗ୍ରାମର ଶହଶହ ଲୋକ ଏଥିରେ ସାମିଲ ହୋଇ ଅବକାରୀ ବିଭାଗର ନିସ୍କିୟତା ବିରୁଦ୍ଧରେ ସ୍ୱର ଉଠାଇବାସହ ଗଂଜେଇ ଚାଷୀଙ୍କଠାରୁ ଟଙ୍କା ନେଇସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ କରିଛନ୍ତି ।ନିଜର ଆବଶ୍ୟକତାକୁଦେଖି ଗଂଜେଇ ନିଜେ ରଖି ମିଥ୍ୟା କେଶରେ ନିରିହ ଲୋକମାନଙ୍କୁ ଫସାଉଥିବାର ଅଭିଯୋଗ କରିଛନ୍ତି । ତେବେ ସ୍ବାଭିମାନ […]

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିଲା ଡ୍ରେନ୍ ପାଣି

ଭଦ୍ରକ, ୧୪/୯(ଏସଏସନିୟୁଜ) ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ରେ ପଶିଲା ଡ୍ରେନ୍ ପାଣି ।କାର୍ଯ୍ୟାଳୟ ସାମ୍‌ନା ଥିବା ଡ୍ରେନ୍‌ରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ଜିଲ୍ଲା କାର୍ଯ୍ୟାଳୟ କୁ ପଶୁଥିବାର ଦେଖିବାକୁ ମିଳିଛି । ଭଦ୍ରକ ପୌରପାଳିକାର: ୩୦ ୱାର୍ଡ ବାସିନ୍ଦା ଏବେ ଲଗାଣବର୍ଷା ଯୋଗୁ ବର୍ଷାପାଣି ପାଇଁ ହଇରାଣ ହେଉଛନ୍ତି ।ସ୍ଥିତି ଏପରି ହୋଇଛି ଯେ,ରାସ୍‌ାତଉପରେ ସୁଅଚାଲିାବଭଳି ପାଣି ଚାଲୁଛି ।ଯାହାଫଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି ।

ସାପୁଆ ନଦୀରେ ଦୁଇଟି ଘାଇ

ଆଠଗଡ୧୪/୯(ଏସଏସନିୟୁଜ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଆଠଗଡ଼ର ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି । ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି।।ଫଳରେ ୪ଟି ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଇଚ୍ଛାପୁର, ତରଡ଼ିଙ୍ଗ, ମହାକାଳବସ୍ତ ଓ କୁଲାଇଲୋ ପଂଚାୟତର ୧୬ଟି ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କାର୍‌ାଇଥରାବବେଳେ ଏବେବି ବହୁ ଲୋକ ପାଣିଘେରରେ ରହିଛନ୍ତି । ସାପୁଆ ନଦୀର ଦୁଇଟିଜାଗାରେ ଦୁଇଟି […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୧ ମସିହା(ବୁଧବାର)ସମ୍ବତ୍ସର-ରାକ୍ଷସ,ଭାଦ୍ରମାସ-ଶୁକ୍ଳପକ୍ଷ,ତିଥି-ନବମୀ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ଲାଉ କଳମ ଶାଗ ଭକ୍ଷଣ ନିଷେଧ । ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଧଳା ପେଚା ଘର ଉପରେ ବସିଲେ-ଘର ଭିତରେ ପଶିଲେ ବା ରାସ୍ତାରେ ଦେଖିଲେ ଶୁଭ କିନ୍ତୁ କଳା ପେଚା ଦେଖିଲେ ତାର ଵିପରିତ ହେଇଥାଏ | ପ୍ରତିକାର – ଯେକୋୖଣସି ରବିବାର ଦିନ କ୍ଷୀର-ଗୁଡ ଏବଂ କଦଳୀ ବ୍ରାହ୍ମଣକୁ ଖାଇବାକୁ ଦେବା ସହିତ ଦକ୍ଷିଣା ଦେବା ଉଚିତ୍ !! ➡️”ଶିକ୍ଷକ ଆଉ ରାସ୍ତା ଦୁଇଜଣ ଯାକ ଏକାପରି। ନିଜେ ଗୋଟିଏ ଜାଗାରେ ରହନ୍ତି, ଆଉ ଅନ୍ୟଟି ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚାନ୍ତି !! […]

ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ

୧. ଆଉ କିଛି ସମୟ ପରେ ଘୋଷଣା ହେବ ଜେଇଇ ମେନ ରେଜଲ୍ଟ, ଏହି ଓ୍ଵେବସାଇଟ୍‌କୁ ଯାଇ ଦେଖି ପାରିବେ ନିଜର ଫଳାଫଳ । ପରିଣାମ ଘୋଷଣା ପରେ ପରୀକ୍ଷାର୍ଥୀ ଜେଇଇ ମେନ ଓ୍ଵେବସାଇଟ୍ jeemain.nta.nic.inକୁ ଯାଇ ନିଜର ରେଜଲ୍ଟ ଦେଖି ପାରିବେ । ୨. ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ, ନବରାତ୍ର-ଦଶହରା ଓ ଦୀପାବଳିରେ ଦେଶକୁ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର । ୩. ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ […]