Browsing daily archive

October 2, 2021

ଓସ୍କାର ସିଟିରେ ବୁଲିଲା ଖଣ୍ଡା:- ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର,୨/୧୦୯ଏସଏସନିୟୁଜ) ଓସ୍କାର ସିଟିରେ ବୁଲିଲା ଖଣ୍ଡା: ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ।ଅନ୍ୟମାନେ ଦେଖୁଥିଲେ ମଧ୍ୟ ମାରାଣାସ୍ତ ଥିବାରୁ ପାଖକୁ ପଶିନଥିଲେ ।ଏହିଭଳି ଅଘଟଣ ଲକ୍ଷ୍ମୀସାଗର ଥାନା ଅଧୀନ ଓସ୍କାର ସିଟିରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି । ବାର୍‌ରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଏହି ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିବା ମଣ୍ଟୁ ବେହେରାନାମକ ଯୁବକ ଆକ୍ରମଣର ଶିକାର ହୋଇଛନ୍ତି । ପ୍ରକାସ ଯେ, କଳ୍ପନା ରୋଡ୍‌ସ୍ଥିତ ଏକ ବାର୍‌କୁ ଆକ୍ରମଣକାରୀ ଦୁର୍ବୃତ୍ତମାନେ ଯାଇଥିବାସହ ମଦନିଶାରେ ଗୀତ ଗାଉଥିବା […]

ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା

୧-ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ: ବାପୁଜୀଙ୍କୁ ମନେ ପକାଉଛି ସାରା ଦେଶ । ୨-ପଞ୍ଜାବର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ପିସିସି ସଭାପତି ପାଇଁ ପୁଣି ରାଜି ସିଦ୍ଧୁ । ୩-ବିରଳ ରେକର୍ଡ ! ୪୫ ବର୍ଷ ପରେ ପୁଣି ହିମାଳୟର ମାଉଣ୍ଟ ‘ମାନସଲୁ’ରେ ପହଞ୍ଚିଲା ମଣିଷ, ଆରୋହଣ କଲେ ୨୨ ପର୍ବତାରୋହୀ । ୪-ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ୫-କରୋନା ଲକଡାଉନ୍ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ଅକ୍ଟୋବର ମାସ ୦୨ ତାରିଖ ୨୦୨୧ ମସିହା(ଶନିବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଏକାଦଶୀ ,ବୃଷ,ସିଂହ ଓ କନ୍ୟା ରାଶିର ଘାତବର, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ,ମହାଳୟା ବିଧିରେ ହେବ,ଶିମ୍ବ ପୋଇ ଭକ୍ଷଣ ନିଷେଧ  ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ:-ଦେବୀଙ୍କ […]

ଆଜିର ଅନୁଚିନ୍ତା

🦋ସମୟ ବଦଳିଗଲେ ମଣିଷ ମଧ୍ୟ ବଦଳି ଯାଏ,ତା ପାଇଁ କରାଯାଇଥିବା ସମର୍ପଣ ଓ,ସମସ୍ତ ପଛକଥା ମଧ୍ୟ ସବୁ ଭୁଲିଯାଏ,ଏହା ହିଁ ହେଉଛି ଆମ ମଣିଷ ମାନଙ୍କର ପ୍ରକୃତି । 🦋ରାଗକୁ ମନରେ ଜଗା ଦେଲେ ସମ୍ପର୍କ ନଷ୍ଟ ହୁଏ, ଅଭିମାନକୁ ମନରେ ବାନ୍ଧି ରଖିଲେ ଦୂରତ୍ୱ ସୃଷ୍ଟି ହୁଏ,କିନ୍ତୁ ସବୁ ଭୁଲି କ୍ଷମା କରିଦେଲେ ସମ୍ପର୍କ ପୂର୍ବଭଳି ସ୍ଥାୟୀ ରହେ । 🦋” ଭୁଲ୍ ” ଯେଉଁମାନେ ରାଗରେ କରନ୍ତି ସେମାନେ ବଦଳି ଯାଆନ୍ତି, ଆଉ ଯେଉଁମାନେ […]