ଅଧାବାଟରେ ଚାଲିଗଲା ଜୀବନ
ଖୋର୍ଦ୍ଧା, ୨/୧୦(ଏସଏସନିୟୁଜ)ଭୁବନେଶ୍ୱରରୁ ଫେରୁଥିଲେ ଘରକୁ ,ଫେରିପାରିଲେନି ।ଅଧାବାଟରେ ଚାଲିଗଲା ଜୀବନ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ଉପକଣ୍ଠ ମା’ ବାଟମଙ୍ଗଳା ଛକ ନିକଟ ଓଭର ବ୍ରିଜଠାରେ ଚାଲିଗଲା ମହିଳାଙ୍କ ଜୀବନ ।ଆଜି ସକାଳେ ସ୍କୁଟି ନଂ ଓଡି ୩୩-ଏଏ- ୨୧୭୮ଯୋଗେ ଭୁବନେଶ୍ୱରରୁ ତାଙ୍କ ନିଜ ଗ୍ରାମ ବେଗୁନିଆ ଡିଙ୍ଗର ରାଉତପଡ଼ାକୁ ସନାତନ ଦାସ ଓ ମଂଜୁଲତା ଫେରୁଥିଲେ । ମା’ ବାଟମଙ୍ଗଳା ଛକ ନିକଟ ଓଭରବ୍ରିଜଠାରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେବାରୁ ଗାଡ଼ିରୁ […]