Browsing daily archive

October 19, 2021

ଆଖୁବିଲରୁ ଧରା ପଡ଼ିଲେ ଗୋବିନ୍ଦ ସାହୁ

ଭୁବନେଶ୍ୱର,୨୦/୧୦(ଏସ ଏସ ନିୟୁଜ)ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ସାଜିଥିବା ଗୋବିନ୍ଦ ସାହୁ ଶେଷରେ ଧରାପଡିଛି।ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁବିଲ ରେ ଲୁଚିଥିବାବେଳେ ପୋଲିସ ହାତରେ ଧରପଡି ଥିବାର ଜଣାପଡିଛି ।ଟିଟିଲାଗଡ଼ ପୋଲିସ ବାରାକରୁ ରବିବାର ଚମ୍ପଟ ମାରିଥିଲା ।କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ଉଦ୍ଧାର ହୋଇଥିଲା ।ଏହି […]

ମାଲକ୍ଷ୍ମୀ ଆପଣଙ୍କ ଘରେ ଅଛନ୍ତି କି ନାହି ଜାଣିବାର ସଙ୍କେତ

ଏହି ସଂକତ ହେବା ମାତ୍ରେ ଜାଣି ନିଅନ୍ତୁ କି ମା’ ଲକ୍ଷ୍ମୀ ଅପାଣଙ୍କ ଘର ଛାଡି ପଳାୟନ କରୁଛନ୍ତି,ଏହାପରେ ଦୁର୍ଭାଗ୍ୟ ଆସିପାରେ.. ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବା ପାଇଁ ବିଭିନ୍ନ ମାନ୍ୟତା ପରିଚାଳିତ ହୋଇ ଆସୁଛି । ଯେଉଁ ଘର ମାନଙ୍କରେ ଏହି ସବୁ ମାନ୍ୟତାକୁ ପାଳନ କରାଯାଇଥାଏ, ସେଠାରେ ମା’ଲକ୍ଷ୍ମୀଙ୍କ ସହିତ ସମସ୍ତ ଦେବା ଦେବୀଙ୍କର କୃପା ରହିଥାଏ । ମହାଭାରତର ଦ୍ୱିତୀୟ ଖଣ୍ଡରେ ମହାଲକ୍ଷ୍ମୀ ଏବଂ ଇନ୍ଦ୍ରଙ୍କର ଏକ ପ୍ରସଙ୍ଗ ରହିଛି । ଏହି ପ୍ରସଙ୍ଗରେ […]

ଆଜିର ଅନୁଚିନ୍ତା

🦋ମିଛ ଆଉ ଛଳନା କୁ ଆପଣେଇ ଖେଳ ଖେଳୁ ଥିବା ଲୋକ ହୁଏତ ଅଳ୍ପ ସମୟ ଖୁସି ହୋଇପାରେ, କିନ୍ତୁ ପରିଶେଷରେ ସେ ସମସ୍ତଙ୍କ ଆଦର ଆଉ ସମ୍ମାନ ହରାଇ ସମସ୍ତ ଖୁସିକୁ ସବୁଦିନ ହରାଇ ବସେ । 🦋ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ […]

ସ୍ଥିତି ଅସମ୍ଭାଳ

➡️୧-ଟିକାକରଣରେ ରାଜ୍ୟ ହାସଲ କଲା ନୂଆ ସଫଳତା । ରାଜ୍ୟରେ ବର୍ତମାନ ସୁଦ୍ଧା ୭୮ ପ୍ରତିଶତ ପ୍ରଥମ ଡୋଜ୍ ଓ ୩୨ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ➡️୨-ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ ତାରିଖରୁ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହେବ । ➡️୩-କୋଭାକ୍ସିନର ଅନୁମୋଦନ ବିଷୟରେ ବିମର୍ଶ ପାଇଁ ଅକ୍ଟୋବର ୨୬ରେ ବସିବ WHO […]

ଆଜିର ରାଶିଫଳ

ଅକ୍ଟୋବର ମାସ ୧୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ,ନକ୍ଷତ୍ର- ଉତ୍ତରଭାଦ୍ର,ମକର ରାଶିର ଘାତବାର,ଧନୁ ରାଶିର ଘାତଚନ୍ଦ୍ର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ବିରି ରତ୍ରିବ ଘ୦୭/୧୦ ଗତେ ଆମିଷ ଭକ୍ଷଣ ନିଷେଧ । ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି […]