Browsing monthly archive

October 2021

ମିଳିଲା ଭାସମାନ ପଥର

ପୁରୀ,୧୮/୧୦(ଏସଏସନିୟୁଜ)ମହୋଦଧିରୁ ମିଳିଲା ଭାସମାନ ପଥର ଖଣ୍ଡ।ଏହିଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଚାଲିଛି ।ଲୋକମାନେ ଏହାକୁ ସେତୁବନ୍ଧ ଶିଳା କହୁଥିବାବେଳେ କେହି କେହି ଭିନ୍ନ ମତ ପୋଷଣ କରିଛନ୍ତି ।ତେବେ ସନ୍ତୋଷ କୁମାର ଜାଲି ନାମକ ଜଣେ ବ୍ୟକ୍ତି ମୂର୍ତ୍ତି ବିସର୍ଜନ ପାଇଁ ସମୁଦ୍ରକୁ ଯାଇଥିବା ବେୁଳେ ଭାସମାନପଥରଟିକୁ ଆଣି ଜଣେ ସେବାୟତଙ୍କୁ ଦେଇଥିଲେ । ମାର୍କଣ୍ଡେୟ ପୁଷ୍କରିଣୀରେ ବିଶେଷତ୍ବକୁ ପରଖିବା ପାଇଁ ପଥରଟିକୁ ଭସାଇବାରୁ ପଥରଟି ଭାସିଥିଲା।ଯାହାକୁ ନେଇ ଏବର ଚର୍ଚ୍ଚ ଯୋର ଧରିଛି ।

ଧୂପକାଠି କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ

କଟକ,୧୮/୧୦୯ଏସଏସନିୟୁଜ)ରବିବାର ସନ୍ଧ୍ୟାରେ ଜଗତପୁର ଶିଳ୍ପାଞ୍ଚଳରେ ନିକଟରେ ଥିବା ଧୂପକାଠି କମ୍ପାନି ‘ ଏସ୍ ଏସ୍ ଏଣ୍ଟପ୍ରାଇଜର୍ସ’ରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି ।ରବିବାରଥିବାରୁ କର୍ମଚାରୀମାନେ ଶିଘ୍ରକାମସାରି ଅପରାହ୍ନରେ ଫେରିଯାଇଯାଇଥିବାବେଳେ ସନ୍ଧ୍ୟା୬ଟାସୁଦ୍ଧା ଅଚାନକ ଧୂପକାଠି ପ୍ରସ୍ତୁତ ହେଉଥିବା ପ୍ରକୋଷ୍ଠରେ ନିଆଁ ଲାଗି ସମଗ୍ର କାରଖାନାକୁ ବ୍ୟାପି ଯାଇଥିଲା। କମ୍ପାନୀରେ ମହଜୁଦ ଥିବା କଞ୍ଚାମାଲ, ବ୍ୟବହାର ହେଉଥିବା କେମିକାଲ, ଯନ୍ତ୍ରାଂଶ ସହିତ କାର୍ଯ୍ୟାଳୟର ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବାର ଜଣାଯାଇଛି। ନିଆଁର […]

ହଟହଟା ହେଲେ ଯୁବରାଜ

୧. ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭାଇରାଲ୍ ପୋଷ୍ଟରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ୨. ଜାମ୍ମୁ-କାଶ୍ମୀର: ୭୬ ଦିନ ପରେ ମିଳିଲା ଦ୍ଵିତୀୟ ପାଇଲଟ୍‌ଙ୍କ ମୃତଦେହ, ଅଗଷ୍ଟରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା ।୩. ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ । ୪. ଅଣ କାଶ୍ମୀରିଙ୍କ ପାଇଁ ଜାରି ହେଲା ଗାଇଡଲାଇନ । ୫. ଉତ୍ତରାଖଣ୍ଡରେ […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏ଅକ୍ଟୋବର ମାସ ୧୮ ତାରିଖ ୨୦୨୧ ମସିହା(ସୋମବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ,ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ଧନୁ ରାଶିର ଘାତ ଚନ୍ଦ୍ର ତ୍ରୟୋଦଶି ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ବିରି ଭକ୍ଷଣ ନିଷେଧ। ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ […]

ଡକାୟତି ଯୋଜନା ହେଲା ପଣ୍ଡ, ଧରାପଡିଲେ ଜଣେ

ଓଡ଼ଗାଁ,୧୭/୧୦(ଏସ ଏସ ନିୟୁଜ) ବେଲପଡିଆ ଠାରେ ଡକାୟତ ଯୋଜନା କରୁଥିବା ବେଳେଏକ ଡକାୟତ ଗ୍ୟାଙ୍ଗର ଜଣେ ସଦସ୍ୟ ଓଡ଼ଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି ର ଭକ୍ତି ଡାକୁଆକୁ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଧରିବାରେ ସକ୍ଷମ ହୋଇଥିବାବେଳେ ମାଷ୍ଟର ମାଇଣ୍ଡ ଶଙ୍କର ସାହୁ ଫେରାର ହୋଇଯାଇଛି।ସେମାନଙ୍କ ଠାରୁ ଖଣ୍ଡା, କଟୁରୀ ଭଳି ମାରଣାସ୍ତ୍ର ଜବତ କରିବା ସହ ବାଇକ ନଂ OD 25 J 0877 ନମ୍ବର ବିଶିଷ୍ଟ ଏକ ୟାମହା ଏଫଜେଡ ବାଇକ ଜବତ କରିଛି […]

ଜଙ୍ଗଲରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

ଓଡଗାଁ୧୭/୧୦(ଏସ ଏସ ନିୟୁଜ)କୁମ୍ଭିଆପଲ୍ଲୀ ଜଙ୍ଗଲ ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଓଡଗାଁ ଆଦର୍ଶ ଥାନା ପୋଲିସ ଜବତ କରିଛି। ମୃତ ଯୁବକ ହେଉଛନ୍ତି ଓଡଗାଁ ଦଲକ ସାହିର ବଳରାମ ନାୟକ(୫୫) । ଗତକାଲି ରାତିରେ ଖାଇସାରି ବଳରାମ ଘରୁ ଯାଇଥିବାବେଳେ ଫେରିନଥିଲେ। ଆଜି ଗାଁ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକେ କୁମ୍ଭୀଆପଲ୍ଲୀ ଜଙ୍ଗଲ ମଧ୍ଯରେ ଥିବା ଏକ ସଜନା ଗଛ ଡାଳରେ ବଳରାମଙ୍କ ମୃତଶରୀର ଝୁଲୁଥିବାର ଦେଖିବାକୁ ପାଇଥିଲେ । ଖବରପାଇ ଓଡଗାଁ […]

ଜୁଆ ଆଡ୍ଡାରେ ଚଢଉ,୧୭ ଗିରଫ

ଭଞ୍ଜନଗର,୧୭/୦(ଏସ ଏସ ନିୟୁଜ)ରବିବାର ଦିନ ଭଂଜନଗର ଥାନା ପୋଲିସ ନିକଟସ୍ଥ ଲାଲସିଙ୍ଗି ସାନକୋଦଣ୍ଡା ଓ ବାହାଡାପଦର ଗାଁ ନିକଟରେ ଚଢ଼ାଉ କରି ସମୁଦାୟ ୧୭ ଜଣ ଜୁଆଡି ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୯୧ ହଜାର ୬୦୦ ଟଙ୍କା ଜବତ କରିଥିବା ଜଣାପଡିଛି।

ଜଟଣୀ ବିଧାୟକଙ୍କ ପାଖରେ ଦାବି କଲେ ଭାଗବତି ପୁର କଣ୍ଟାବାଡ ଆଦିବାସୀ ସାହି

ମେଣ୍ଢାଶାଲ,୧୭/୧୦(ଏସ ଏସ ନିୟୁଜ)ସଅର ଜାତିକୁ ଆଦିବାସୀ ଜାତିର ମାନ୍ୟତା ଦିଆଯାଉ ।ଭଗବତିପୁର କଣ୍ଟାବାଡ ଆଦିବାସୀ ସାହି ଗ୍ରାମ ତରଫରୁ ଜଟଣୀ ବିଧାୟକ ପାଖରେ ଦାବି ଉପସ୍ଥାପିତ କରାଯାଇଛି। ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ ପଞ୍ଚାୟତ ଭଗବତୀପୁର ଗ୍ରାମର ଆଦିବାସୀ ଗାଁରେ ପାଖାପାଖି ୧୫୦୦ ଲୋକେ ବସବାସ କରନ୍ତି।ହେଲେ ଏମାନଙ୍କ ଜାତିଗତ ସମସ୍ୟାରେ ବିଭିର୍ଣ ଅସୁବିଧାର ସଂମୁଖୀନ ହେବାକୁ ପଡୁଛି।୧୯୬୨ମସିହା ଆମିଟମେଣ୍ଟରେ ଜାତିଗତ ପ୍ରମାଣପତ୍ର କୁନେଇ ସମସ୍ୟା ଦେଖାଦେଉଥିବାରୁ ଶିକ୍ଷା, ଚାକିରୀରେ ପରସେଣ୍ଟେଜ କୋଟାରେ ସମସ୍ୟା ଉପୁଜୁଛି।ଜାତିଗତର ମୁଖ୍ୟ ଜାତି’ […]

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର,୧୭/୧୦(ଏସଏସନିୟୁଜ)ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ୧୫ଟି ଟିମ ଏକକାଳୀନ ଚଢ଼ାଉ କରିଛି।ପ୍ରଦୀପଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି।

ଚୌଦ୍ୱାର ରେ ପାଳିତ ହେଲା ଆନ୍ତର୍ଜାତୀୟ ଖାଦ୍ୟ ଦିବସ

ଚୌଦ୍ୱାର,୧୬/୧୦(ଏସ ଏସ ନିୟୁଜ)ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକ ନୋଡାଲ ଏନ.ଜି.ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ପରିଵାର ସଦସ୍ୟ ସଦସ୍ୟା ମାନେ ଆନ୍ତର୍ଜାତୀୟ ଖାଦ୍ୟ ଦିବସ ଚୌଦ୍ୱାର ପୌରାଞ୍ଚଳ ର ନୁଆସାହି ର ପଲ୍ଲୀ ସାହି ପାଳନ କରିଛନ୍ତି l ସଂଗଠନ ର ସଦସ୍ୟ ମାନେ ନିଜର ପକେଟ ଖର୍ଚ୍ଚ କୁ ସଞ୍ଚି ଆଜି ଆନ୍ତର୍ଜାତୀୟ ଖାଦ୍ୟ ଦିବସ ରେ କିଛି ଅସହାୟ ଓ ଗରିବ ଶ୍ରେଣୀ ର ବ୍ୟକ୍ତି ଙ୍କୁ କିଛି ଅର୍ଣ୍ଣଦାନ କରିବା କୁ ପୂର୍ବ […]