ମିଳିଲା ଭାସମାନ ପଥର

ପୁରୀ,୧୮/୧୦(ଏସଏସନିୟୁଜ)ମହୋଦଧିରୁ ମିଳିଲା ଭାସମାନ ପଥର ଖଣ୍ଡ।ଏହିଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଚାଲିଛି ।ଲୋକମାନେ ଏହାକୁ ସେତୁବନ୍ଧ ଶିଳା କହୁଥିବାବେଳେ କେହି କେହି ଭିନ୍ନ ମତ ପୋଷଣ କରିଛନ୍ତି ।ତେବେ ସନ୍ତୋଷ କୁମାର ଜାଲି ନାମକ ଜଣେ ବ୍ୟକ୍ତି ମୂର୍ତ୍ତି ବିସର୍ଜନ ପାଇଁ ସମୁଦ୍ରକୁ ଯାଇଥିବା ବେୁଳେ ଭାସମାନପଥରଟିକୁ ଆଣି ଜଣେ ସେବାୟତଙ୍କୁ ଦେଇଥିଲେ । ମାର୍କଣ୍ଡେୟ ପୁଷ୍କରିଣୀରେ ବିଶେଷତ୍ବକୁ ପରଖିବା ପାଇଁ ପଥରଟିକୁ ଭସାଇବାରୁ ପଥରଟି ଭାସିଥିଲା।ଯାହାକୁ ନେଇ ଏବର ଚର୍ଚ୍ଚ ଯୋର ଧରିଛି ।

Comments (0)
Add Comment