୪ ଫୁଟର ନାଗସାପ କୁ ଉଦ୍ଧାର କଲେ ଗ୍ରାମବାସୀ
ବାରଙ୍ଗ୧୬/୧୦(ଏସଏସନିୟୁଜ)ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗ୍ରାମରୁ ଆଜି ଏକ ୪ ଫୁଟ ଲମ୍ବର ନାଗସାପ କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ସୁଚନା ମୁତାବକ ଆଜି ପୂର୍ବାହ୍ନରେ ମରିଚିଆ ଗ୍ରାମ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ଗ୍ରାମର ଜନୈକ ବ୍ୟକ୍ତି ସଫା କରିବା ସମୟରେ ଏକ ନାଗ ସାପଟି ପଥର କଡ଼ରେ ଥିବା ଦେଖିଥିଲେ।ଉକ୍ତ ନାଗ ସାପଟି ଅନ୍ୟ ଏକ ସାପକୁ ଗିଳି ଦେଇଥିବାରୁ ସେ ସେଠାରୁ ଯାଇ ନପାରି ପଡ଼ି ରହିଥିଲା।ଫଳରେ ଗ୍ରାମର କିଛି […]