Browsing monthly archive

October 2021

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏ଅକ୍ଟୋବର ମାସ ୧୬ ତାରିଖ ୨୦୨୧ ମସିହା(ଶନିବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ଏକାଦଶୀ ସନ୍ଧ୍ୟା ଘ ୦୫/୪୨ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ,ନକ୍ଷତ୍ର- ଧନିଷ୍ଟ ପାପଙ୍କୁଶା ଏକାଦଶୀ,ବୃଷ ,ସିଂହ ଓ କନ୍ୟା ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ଏକାଦଶୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଭକ୍ଷଣ ନିଷେଧ । 👉🏿ମେଷ: ଅଳ୍ପଆୟ👉🏿ବୃଷ: କ୍ଳାନ୍ତି ବୋଧ👉🏿ମିଥୁନ: ଭ୍ରମଣ ଯୋଗ👉🏿 କର୍କଟ: ସୁଖହାନି👉🏿 ସିଂହ: ମିତ୍ରଲାଭ👉🏿 କନ୍ୟା: ଶତ୍ରୁ ହାନି👉🏿 ତୁଳା: ପରାମର୍ଶ👉🏿 ବିଛା: କଳହଯୋଗ👉🏿ଧନୁ: ପରିଶ୍ରମ🤙🏿ମକର: […]

ଦଶହରାରେ ଫୁଟିଲା ଗୁଳି

ବେଗୁନିଆ,୧୫/୧୦(ଏସ ଏସ ନିୟୁଜ)ପବିତ୍ର ବିଜୟା ଦସମୀରେ ମା ଦୁର୍ଗାଙ୍କ ପୂଜାର୍ଚନା ଚାଲିଛି । ଯାହାକୁ ନେଇ ଚାରିଆଡେ ଉତ୍ସବ ମୁଖର । ଏହାରି ଭିତରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ନୂଆସାହିରେ ହୋଇଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଗୁରୁତର ଆହତ ହୋଇ ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ଚିକିତ୍ସା ଜାପୀ ରହଛି । । ଯୁବକଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । କିନ୍ତୁ ଏହି ଗୁଳିକାଣ୍ଡ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଗୁରୁତର […]

ଦଶହରାରେ ଫଳଚାରା ବାଣ୍ଟିଲେ ପ୍ରଭାତ

ମେଣ୍ଢାଶାଳ,୫/୦(ଏସ ଏସ ନିୟୁଜ)ଦଶହରାରେ ଗାଁରେ ଫଲଚାରା ବାଣ୍ଟି ଉଦାହରଣ ସୃଷ୍ଟି କଲେ ପ୍ରଭାତ।ମେଣ୍ଢାଶାଲ ଗ୍ରାମର ପ୍ରଭାତ କୁମାର ରାଉତରାୟ ହେଉଛନ୍ତି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟ ।ଅବସର ପରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିବାସହ ୫ବର୍ଷ ହେବ ଉଦ୍ୟମ ଆରମ୍ଭ କରିଛନ୍ତି। ମାନବ ସମାଜ ପାଇଁ ପରିବେଶ ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ ।ତେଣୁ ନୁତନ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ର ଆଵଶ୍ୟକତା ରହିଛି ।ମେଣ୍ଢାଶାଳ ଗାଁର ଏହି ଅବସରପ୍ରାପ୍ତ ବାୟୁସେନା […]

ବୁଦାମଧ୍ୟରୁ ମିଳିଲା ମୃତଦେହ

ରାଉରକେଲା,୧୫/୦(ଏସ ଏସ ନିୟୁଜ)ଦୀପିକା ଇଂଲିସ ମିଡିୟମ ସ୍କୁଲ ପଛପଟେ ଥିବା ବୁଦାମଧ୍ୟରୁ ତଣ୍ଟି କାଟି ହତ୍ୟା କରି ପକାଇଦେଥିବା ଜଣେ ଯୁବକଙ୍କର ଶବକୁ ରାଉରକେଲାର ସେକ୍ଟର ୭ ଥାନା ପୋଲିସ ଉଦ୍ଧାର କରିଛି ।ମର୍ଣ୍ଣି ୱାକରେ ଯାଇଥିବା କିଛି ଲୋକ ଏହାଦେଖି ପୋଲିସକୁ ଖବର ଦେଇଥିଲେ।ତେବେ ଆଜି ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରିଛି।ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସାଇଣ୍ଟିଫିକ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।   […]

ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ

  ଅନୁଗୁଳ,୧୫/୧୦(ଏସ ଏସ ନିୟୁଜ)ଅନୁଗୁଳ ବ୍ଳକ କୁଲସର ଗ୍ରାମରେ ଆଜି ହାତୀ ଆକ୍ରମଣରେ ପ୍ରକାଶ ସାହୁ ନାମକ ଚାଷୀ ମୃତୁବରଣ କରିଛନ୍ତି।ଗତକାଲି ରାତିରେମାଣିକଯୋଡ଼ି ପଞ୍ଚାୟତ କୁଲସର ଗ୍ରାମର ପ୍ରକାଶ ଧାନ କ୍ଷେତ ଜଗିବା ପାଇଁ ଯାଇ ଥିବା ମଞ୍ଚାରେ ଧାନ ଫସଲ ଜଗିଥିଲେ । ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ବନ ବିଭାଗ ଓ […]

ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୧୦(ଏସ ଏସ ନିୟୁଜ) କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ ।କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ।ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି କୋଭିଡ଼ […]

୨୫ରୁ ୮ମ ଶ୍ରେଣୀସ୍କୁଲ ଓ ୨୧ରୁ ଏକାଦଶ ଖୋଲିବ

ଭୁବନେଶ୍ୱର,୧୫/୧୦(ଏସ ଏସ ନିୟୁଜ)ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ ବୋଲି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ଆସନ୍ତାକାଲି ଡିଇଓମାନଙ୍କ ସହ ବୈଠକ ବସିବା ସହ ପ୍ରଥମରୁ ୭ମ ଶ୍ରେଣୀ ଖୋଲିବା ବିଷୟରେ ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ତେବେ କରୋନା ପାଇଁ ଗତ ୨ ବର୍ଷ ହେବ ପାଠପଢ଼ା ବ୍ୟାହତ ହୋଇଛି । କରୋନା କମିଥିବା […]

ମର୍ଣ୍ଣି ୱାକ ସାଜିଲା କାଳ ,ଦୁର୍ଘଟଣାରେ ଚାଲିଗଲା ଦୁଇମହିଳାଙ୍କ ଜୀବନ

ନୟାଗଡ଼,୧୫/୧୦(ଏସ ଏସ ନିୟୁଜ)ପ୍ରାତଃ ଭ୍ରମଣରେ ଦୁର୍ଘଟଣାରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ।ମୃତ ମହିଳା ହେଲେରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥା , ଦାଶରଧି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ ଓ ଉପେନ୍ଦ୍ର ପରିଡ଼ା ଙ୍କ ପତ୍ନୀ ସୁରବାଳା ପରିଡ଼ା ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।ଏହି ଦୁର୍ଘଟଣାନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଘଟିଛି ଦୁର୍ଘଟଣା । ସକାଳୁ ସକାଳୁ ସଂପଡ଼ା […]

ଅନଲାଇନ୍ ଖେଳ ଏବେ ପାଲଟିଛି କାଳ

୧-ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ । ୨-ଅନଲାଇନ୍ ଖେଳ ଏବେ କାଳ ପାଲଟିଛି। ଅକାଳରେ ଯାଉଛି ପିଲାଙ୍କ ଜୀବନ। ଅନଲାଇନ୍ ପାଠ ପଢା ନାଁରେ ଘଣ୍ଟା ଘଣ୍ଟା ଧରି ଅନ୍ ଲାଇନ୍ ଗେମରେ ମାତୁଛନ୍ତି ଛାତ୍ର। ଆଉ ପରିବାର ଲୋକ ଆକଟ କଲେ ଆତ୍ମହତ୍ୟା କରିବାକୁ ପଛାଉନାହାଁନ୍ତି। ଗତ ୧୫ଦିନ ଭିତରେ ରାଜ୍ୟରେ ଅନଲାଇନ୍ ଗେମ୍ ଯୋଗୁ ଦୁଇ କଅଁଳ ଜୀବନ ଗଲାଣି। ସେପ୍ଟେମ୍ବର […]

ଆଜିର ରାଶିଫଳ

🙏 ମାଁ ପରମେଶ୍ବରୀ ନମଃ🙏 ଅକ୍ଟୋବର ମାସ ୧୫ ତାରିଖ ୨୦୨୧ ମସିହା(ଶୁକ୍ରବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,,ସର୍ଵତ୍ର ପୀଠେ‌ ଓ ମୃଣ୍ମୟୀ ଦେବୀଙ୍କ ଦଶହରା ବିଜୟା ଦଶମୀ, ଅପରାଜିତା ଦଶମୀ,ତିଥି- ଦଶମୀ ସଂନ୍ଧ୍ୟା ଘ୦୬-୦୨ମି ଗତେ ଏକାଦଶୀ, ନିଷିଦ୍ଧ ଖାଦ୍ୟ- କଳମ୍ବୀ ଶାଗ ସଂନ୍ଧ୍ୟା ଘ୦୬-୦୯ମି ଗତେ ଆମିଷ ଭକ୍ଷଣ ନିଷେଧ,ମେଷ ବୃଷ କର୍କଟ କନ୍ୟା ବିଛା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ସିଂହ ରାଶି ର […]