Browsing monthly archive

October 2021

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ !! ➡️”ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନାହିଁ କି କେବେ ଶାନ୍ତିରେ ମଧ୍ୟ ରହି ପାରେନାହିଁ !! ➡️”ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି […]

ପ୍ରବାସୀ ଓଡ଼ିଆ ଛାନିଆଁ

୧. ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣା । କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ୨. ହିନ୍ଦୁମାନଙ୍କୁ ହେଉଥିବା ନୃଶଂସ ହତ୍ୟା ବିରୋଧରେ ବଜରଙ୍ଗଦଳ ବିଶ୍ବହିନ୍ଦୁ ପରିଷଦ କର୍ମିଙ୍କ ବିକ୍ଷୋଭ । ୩. ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଥର୍ମାଲ ପ୍ଲାଣ୍ଟରେ କୋଇଲାର ଅଭାବ ଏବଂ କୋଇଲା ଉପସ୍ଥିତ ଷ୍ଟକ ବିଷୟରେ ସୂଚନା ଦେଇଛନ୍ତି । ୪. ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ […]

ଆଜିର ରାଶିଫଳ

 ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ:ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ […]

ମନରେ ରହିଗଲା ମାଆଙ୍କ ଜନ୍ମଦିନ ସେଲିବ୍ରେସନ୍

୧-ଫର୍ମକୁ ଫେରିଲେ ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଶନ। ହାଇଦ୍ରାବାଦ ବିପକ୍ଷ ଶେଷ ମ୍ୟାଚ୍‌ରେ ଇଶାନ କିଶନ ବିସ୍ଫୋରଣ ବ୍ୟାଟିଂ କରି ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨-ବିଜୟ ସହ ନିଜର ଅଭିଯାନ ଶେଷ କଲା ମୁମ୍ବାଇ ଇଣ୍ଡିଆନ୍ସ, ମନୀଷ ପାଣ୍ଡେଙ୍କ ଅଧିନାୟକତ୍ଵ ଇନିଂସ ବେକାର . ୩-ଶେଷ ବଲ୍‌ରେ ଛକା ମାରି ଆରସିବିକୁ ଜିତାଇଲେ ଭରତ, ଚମକିଲେ ମ୍ୟାକ୍ସଓ୍ଵେଲ .। ୪-ହାଇଦ୍ରାବାଦ ଛାଡିଲେ ଡେଭିଡ୍ ଓ୍ଵାର୍ଣ୍ଣର, ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡିବା ପରେ […]

ଦଶହରା ପରେ ବଳ ଗୋଟାଇ ଆସିବ ବାତ୍ୟା

୧-ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ, ୫ଶହ କୋଟି ଟଙ୍କାର ଉନ୍ନତି ମୂଳକ କାର୍ଯ୍ୟର କଲେ ଉଦଘାଟନ। ୨-ଭୁବନେଶ୍ୱର:ପଳାଶୁଣି ଠାରେ ପାଇପ୍‌ ମରାମତି କାର୍ଯ୍ୟ ଲାଗି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବ ୩-ଚାନ୍ଦିପୁରରୁ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ। ୪-ପୁରୀ: ଲାଇଟ ହାଉସ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର ୫-ପୁରୀ:ବନ୍ଧା ହେଲେ ଠକ LIC ଏଜେଣ୍ଟ କବିରାଜ ବେହେରା ; ମୃତ ଲୋକଙ୍କ ନାମରେ ଲୁଟିଛନ୍ତି କୋଟି କୋଟି […]

ଆଜିର ଅନୁଚିନ୍ତା

🦋ନାଟକ କରିବାକୁ ହେଲେ ରଙ୍ଗମଞ୍ଚରେ କରନ୍ତୁ, ପରନ୍ତୁ କାହା ଜୀବନ ମଞ୍ଚରେ ନୁହେଁ । 🦋 ଅପ୍ରିୟ ସତ କଥା :-ଆମର ଏ ସମାଜ…କୁକୁର 🐕 ରଖିଥିବା ଲୋକଙ୍କୁ ଧନୀ…ଗାଈ 🐄 ରଖିଥିବା ଲୋକଙ୍କୁ ଗରିବ କୁହେ । 🦋ମଣିଷକୁ ସମୟ ନାହିଁ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ କିନ୍ତୁ ଏଠି ସ୍ବପ୍ନ ଦେଖେ ସ୍ମଶାନରୁ ସିଧା ସ୍ବର୍ଗକୁ ଯିବା ପାଇଁ । 🦋କୌଣସି ଆଶା ବିନା, ସର୍ବଦା ସମସ୍ତଙ୍କ ପାଇଁ ଭଲ କରିବାକୁ ଚେଷ୍ଟା […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ,ବିଛା,ଧନୁ ଓ ମୀନ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ଵିତୀୟା ର ଏକୋଦିଷ୍ଟ୍ ଶ୍ରାଦ୍ଧ,ବୋଇତିକଖାରୁ ପୋଟଳ ଭକ୍ଷଣ ନିଷେଧ। ମେଷ:-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ […]

ଟ୍ୟୁସନ ଯିବାବେଳେ ଧକ୍କା ଦେଲା କାର, ୨ ପିଲା ଗୁରୁତର

ପିପିଲି,୬/୧୦(ଏସ ଏସ ନିୟୁଜ) ପିପିଲି ନିକଟସ୍ଥ ଗୁଡ଼ିଆପୋଖରୀ ଠାରେ ୪ ପିଲାଙ୍କୁ ଧକ୍କା ଦେଇଛି କାର୍ ।ଫଳରେ ୪ଜଣ ପିଲାଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ହୋଇଛନ୍ତି।ସନ୍ଧ୍ୟାରେ ଟ୍ୟୁସନ ଯାଉଥିବା ସମୟରେ ୪ ପିଲାଙ୍କୁ ସିଫା ଅଫିସ  ନିକଟରେ କାର ଟି ଧକ୍କା ଦେଇଥିଲା।ଗୁରୁତର ଅବସ୍ଥାରେ ୨ ପିଲାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏହାକୁ ନେଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି।

ଚୋରଭାବି ୩ ଜଣଙ୍କୁ ପୁଲିସରେ ଜିମାଦେଲେ ଗ୍ରାମବାସୀ

ମାଲକାନଗିରି ୭/୧୦(ଏସଏସନିୟୁଜ) ଚୋରଭାବି ୩ ଜଣଙ୍କୁ ଧରି ପୁଲିସରେ ଜିମା ଦେଲେ ଗ୍ରାମବାସୀ ।ଗତକାଲି ରାତିରେ ଛତିଶଗଡ ୭ ଜଣ ବ୍ୟକ୍ତି ମାଲକାନଗିରିର ବ୍ଲକ ଅନ୍ତର୍ଗତ ଉଡୁପା ପଞ୍ଚାୟତର ବଇଲାପାରି ଗ୍ରାମରେ ପଶିଥିଲେ। ଗ୍ରାମବାସୀ ମାନେ ଏକାଠିହୋଇ ସେମାନଙ୍କ ମଧ୍ୟରୁ ୩ ଜଣକୁ ଧରି ନିସ୍ତୁକ ମାଡ ମାରି ଆଜି ସକାଳେ ପୁଲିସର ଜିମାରେ ଦେଇଥିଲେ।ପରେ ପୋଲିସ ତଦନ୍ତ କରିବାପରେ ଏମାନେ ଚୋର ହୋଇନଥିବାବେଳେ ପୁରାତନ ଦୁର୍ଲଭ ମୁଦ୍ରା ତମ୍ବାଖାସୁ ପାଇଁ ଏମାନେ ଏହି ଗ୍ରାମକୁ ଆସିଥିବାର […]

ଚିତାବାଘ ଚମଡ଼ାବିକିବା ବେଳେ ଧରାପଡିଲେ

ବାଲିଗୁଡ଼ା, ୭/୧୦(ଏସଏସନିୟୁଜ) ଆଜି ବାଲିଗୁଡ଼ା ବନ ବିଭାଗ ଗୋଟିଏ ୮ ଫୁଟଲମ୍ବର ଚିତାବାଘ ଚମଡ଼ା ଜବତ କରିବା ସହ ବାଲିଗୁଡ଼ାର ବିଦ୍ୟାଧର ନାୟକଙ୍କୁ ଗିରଫ କରିଛି। ବାଲିଗୁଡ଼ା ପାଖ ସିର୍ତ୍ତିଗୁଡ଼ା ଛକ ନିକଟରେ ଚଢ଼ଉ କରି ବିଦ୍ୟାଧରକୁ ଗିରଫ କରିଥିଲେ । ବାଘ ଛାଲ ଧରି ଗରାଖକୁ ବିକିବାକୁ ଯିବା ସମୟରେ ବିଦ୍ୟାଧର ବନବିଭାଗର ଟିମ୍ ହାତରେ ଧରାପଡିଥିଲା ।