Browsing monthly archive

October 2021

କେନ୍ଦ୍ରମନ୍ତ୍ରୀଙ୍କ କାର୍ ଉପରକୁ ଅଣ୍ଡାମାଡ଼

ଭୁବନେଶ୍ୱର,୩୧/୧୦(ଏସଏସନିୟୁଜ) କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ  ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଯାଉଥିବାବେଳେ କଂଗ୍ରେସର କେତେଜଣ କର୍ମୀ ମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡା ଫିଙ୍ଗିଥିଲେ। କାରରେ ଅଣ୍ଡା ଫିଙ୍ଗି ମନ୍ତ୍ରୀଙ୍କଗସ୍ତକୁ ବିରୋଧ କରିଛି ଛାତ୍ର କଂଗ୍ରେସ ।

କୁନି ପିଲାଙ୍କୁ ଦିଆଯିବ ଫାଇଜର ଟିକା

୧. ଉତ୍ତରପ୍ରଦେଶରେ କାର୍ଯ୍ୟକର୍ତା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ୨୦୨୨ରେ ପୁଣି ବିଜେପି । ୨. ଖୋର୍ଦ୍ଧାଠାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକଙ୍କ ମଧ୍ୟରେ ସଞ୍ଚୟ ପ୍ରତି ସଚେତନତା ସୃଷ୍ଟି କରିବାକୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ୩. ରେଳ ଐତିହ୍ୟ ସଂଗ୍ରହାଳୟ ‘କଳିଙ୍ଗ ରେଳ ସଂଗ୍ରହାଳୟ’ ଉଦଘାଟିତ । ୪. ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର […]

ଆଜିର ଅନୁଚିନ୍ତା

🦋ଜୀବନରେ ଏହି ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ :- ❣️ପୁରୁଣା ବସ୍ତ୍ର❣️ଗରିବ ସାଙ୍ଗ ❣️ସାଧାରଣ ଜୀବନ ” ଏବଂ ” ❣️ବୟସ୍କ ବାପା ମାଆ 🦋ପ୍ରେମର ପ୍ରକୃତ ପରିଚୟ ହେଉଛି ସମ୍ମାନ, ଯିଏ ତୁମକୁ ସମ୍ମାନ କରିପାରିବ ନାହିଁ ସେ ତୁମକୁ କେବେ ଭଲପାଇ ପାରିବ ନାହିଁ । 🦋ମାଆ ଯେତିକି ପାଠ ପଢିଥାଆନ୍ତୁ ନା କାହିଁକି ମାଆର ଶିକ୍ଷା ହିଁ ଆମର ପ୍ରଧାନ ଶିକ୍ଷା ହୋଇଥାଏ । 🦋ରାଗ କେବେ କୌଣସି […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ଅକ୍ଟୋବର ମାସ ୩୧ ତାରିଖ ୨୦୨୧ ମସିହା(ରବିବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି-ଦଶମୀ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଏକାଦଶୀ ପାର୍ବଣ ଶ୍ରାଦ୍ଧ,କଳମ ଶାଗ,ଶିମ୍ବ ଭକ୍ଷଣ ନିଷେଧ👉🏿ମେଷ: କଳହଯୋଗ👉🏿ବୃଷ: ପ୍ରାଧାନ୍ୟ👉🏿ମିଥୁନ: ବ୍ୟୟଯୋଗ👉🏿 କର୍କଟ: ଶ୍ରୀ ଚନ୍ଦ୍ର👉🏿 ସିଂହ: ବ୍ୟୟଯୋଗ👉🏿 କନ୍ୟା: ଧନପ୍ରାପ୍ତି👉🏿 ତୁଳା: କାର୍ଯ୍ୟ ସିଦ୍ଧି👉🏿 ବିଛା: ସେବାପୂଜା👉🏿ଧନୁ: ଅସୁସ୍ଥତା🤙🏿 ମକର : ମିତ୍ର ଲାଭ👉🏿 କୁମ୍ଭ : ଶତ୍ରୁ ହାନି👉🏿 ମୀନ: ମନୋଦ୍ ବେଗ । […]

ବାହାରିଲେ ଆର୍ଯ୍ୟନ ଖାନ୍

ଭୁବନେଶ୍ୱର,୩୦/୧୦(ଏସଏସନିୟୁଜ) ୨୭ ଦିନ ପରେ ଜେଲରୁ ଆଜି ମୁକୁଳିଛନ୍ତି ଆର୍ଯ୍ୟନ ଖାନ୍ । କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ କୁ ବମ୍ବେ ହାଇକୋର୍ଟରୁ ଜାମିନ୍ ମିଳିଛି । ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ତାଙ୍କୁ ଗିରଫ କରିଥିଲା । ଜେଲରୁ ମୁକୁଳିବାପରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ହୋଇଛି ।  

ରିଲାଏନ୍ସ ଫ୍ରେସ୍‌ରେ ଚଢ଼ାଉ

କଟକ, ୩୦/୧୦(ଏସଏସନିୟୁଜ) କଟକ ମହାନଗର ନିଗମ ପକ୍ଷରୁ ସିନ୍ଥେଟିକ ଅଣ୍ଡା ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଚଢାଉ କରାଯାଇଛି । କନିକା ଛକରେଥିବା ରିଲାଏନ୍ସ ଫ୍ରେସ୍‌ରେ ମଧ୍ୟ ଚଢଉ କରାଯାଇ କିଛି ପରିବା ସହ ଅଣ୍ଡାକୁ ଜବତ କରାଯାଇଛି ।ଚଢଉ ସମୟରେ ଖାଇବା ଉପଯୋଗୀ ନଥିବା ତଥା ନଷ୍ଟ ହୋଇଯାଇଥିବା ଅଣ୍ଡା ଓ ଫ୍ରେସରେ ଥିବା ଖାଦ୍ୟ ଉପଯୋଗୀ ନଥିବା କିଛି ପରିବା କୁ ଜବତ କରାଯାଇଛି ।ତେବେ ଜବତ ଅଣ୍ଡାର ନମୁନାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ […]

ପଣିବନ୍ଧ ଗାଁରେ ବୋମା ମାଡ଼

ଆସ୍କା,୩୦/୧୦(ଏସଏସନିୟୁଜ) ଗାଙ୍ଗପୁର ଥାନା ପଣିବନ୍ଧ ଗାଁରେ ମନରେଗା ମଜୁରୀ ଟଙ୍କା ବଣ୍ଟନକୁ ନେଇ ପାଟିତୁଣ୍ଡ ଓ ପରେ ବୋମାମାଡ ହୋଇଛି ।ବୋମାମାଡର ପକୃତ କାରଣ ଜଣାପଡିନଥିବାବେଳେ ବୋମାମାଡକୁ ନେଇ ଅଂଚଳବାସୀ ଭୟଭୀତ ହୋଇଯାଇଛନ୍ତି ।ତେବେ ବୋମାମାଡରେ ଜଣେ ଗୁରୁତର ଆହତ ହୋଇ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ପୋଲସି ପହଁଚି ତଦନ୍ତ ଆରମ୍ଭ କରିଛି ।

ଆଜିର ଅନୁଚିନ୍ତା

🦋ହୃଦୟକୁ ବୁଝିପାରୁଥିବା କ୍ଷମତା ସମସ୍ତଙ୍କ ପାଖରେ ନଥାଏ, ମନ କଥା ଯଦି ସମସ୍ତେ ବୁଝିଯାଆନ୍ତେ ତାହେଲେ ଏ ସଂସାରରେ ଦୁଃଖ ବୋଲି ଆଉ କିଛି ରୁହନ୍ତା । 🦋ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ , ଯେତେ ବି ପୁରୁଣା ହେଲେ ମଧ୍ୟ ତାହାର ଗୋଟିଏ ବି ଶବ୍ଦ ବଦଳି ନ ଥାଏ 🦋ସ୍ବାର୍ଥପର ମାନେ କାହା ଦୁଃଖର ଭାଗ ନିଅନ୍ତି ନାହିଁ, ସେମାନେ ସବୁବେଳେ ସୁଖର ଭାଗ ନେବାକୁ ଅପେକ୍ଷା କରିଥାନ୍ତି । […]

ମୁହଁ ଖୋଲିଲେ ଦିବ୍ୟଶଙ୍କର

୧-ଆଫଗାନିସ୍ତାନକୁ ପରାସ୍ତ କରି ସେମି ଫାଇନାଲର ଦ୍ବାରରେ ପାକିସ୍ତାନ । ୨-ପ୍ରଥମ ବିଜୟ ହାସଲ କଲା ୱେଷ୍ଟଇଣ୍ଡିଜ; ବାଂଲାଦେଶର ହ୍ୟାଟ୍ରିକ୍ ପରାଜୟ । ୩-ଇଟାଲୀରେ ମୋଦୀଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା: ଜୟ ଶ୍ରୀରାମ ନାରାରେ କମ୍ପିଲା ରୋମ ସହର । ୪-୩୯ ମହିଳା ସେନା ଅଧିକାରୀଙ୍କୁ ମିଳିଲା ସ୍ଥାୟୀ କମିଶନ, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ । ୫-ଜିମରେ ବ୍ୟାୟାମ କରୁ କରୁ ହଠାତ ହେଲା ହୃଦଘାତ: ୪୬ବର୍ଷ ବୟସରେ ଆରପାରିକୁ ଚାଲିଗଲେ କନ୍ନଡ ସୁପରଷ୍ଟାର […]

ଆଜିର ରାଶିଫଳ

ଅକ୍ଟୋବର ମାସ ୩୦ ତାରିଖ ୨୦୨୧ ମସିହା(ଶନିବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ନବମୀ,ନକ୍ଷତ୍ର- ଅଶ୍ଳେଷା,ବୃଷ,ସିଂହ ଓ କନ୍ୟା ରାଶିରଘାତବାର,ନବମୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ କଳମ ଶାଗ ଭକ୍ଷଣ ନିଷେଧ ।👉🏿ମେଷ: ପରାମର୍ଶ ଗ୍ରହଣ👉🏿ବୃଷ: ବାଦବିବାଦ👉🏿ମିଥୁନ: ଉଚ୍ଚ ସମ୍ମାନ👉🏿 କର୍କଟ: ଚିନ୍ତା ଗ୍ରସ୍ତ👉🏿 ସିଂହ: ସୁଖସମ୍ମାନଲାଭ👉🏿 କନ୍ୟା: କାର୍ଯ୍ୟ ହାନି👉🏿 ତୁଳା:ଆତ୍ମସନ୍ତୋଷ👉🏿 ବିଛା: ସଫଳତାପ୍ରାପ୍ତି👉🏿ଧନୁ:ଧର୍ମକାର୍ଯ୍ୟ🤙🏿 ମକର : ଧନକ୍ଷୟ👉🏿 କୁମ୍ଭ : ଆମୋଦପ୍ରମୋଦ👉🏿 ମୀନ: ଭୟଭୀତ । ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର […]