Browsing yearly archive

2021

ମାଲକାନଗିରିରୁ ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ,୧୭/୮(ଏସଏସନିୟୁଜ)ମାଲାକନଗିରି ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜପଥର ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯାଇଛି।କାଙ୍ଗରୁକୋଣ୍ଡା ବ୍ରିଜ ଓ କନ୍ୟାଶ୍ରମ ବ୍ରିଜ ଉପରେ ଗତକାଲି ଠାରୁ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି।ଆଜି ମାଲକାନଗିରି ବାଲିମେଳା ମଧ୍ୟ ରହିଥିବା କୋରକୋଣ୍ଡା ଏବଂ ଏମଭି-୩୭ ଠାରେ ରହିଥିବା ତଳୁଆ ବ୍ରିଜ ଉପରେ ପ୍ରାୟ ୪ ଫୁଟ ପାଣି ପ୍ରହାରିତ […]

୨୦ରୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର,୧୭/୮(ଏସଏସନିୟୁଜ) ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ +୩ ନାମଲେଖା ପାଇଁ ଅନଲାଇନରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଯାଏଁ ସାମସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଓ […]

ଆଜିର ଅନୁଚିନ୍ତା

➡️”ଯେତେବେଳେ ସମ୍ପର୍କରେ ଭୁଲ ବୁଝାମଣା ହୁଏ, ସେତେବେଳେ ପ୍ରକୃତ ପ୍ରେମ ମଧ୍ୟ ମିଥ୍ୟା ମନେହୁଏ !! ➡️”ସେହି ବ୍ୟକ୍ତି ତାଙ୍କ ଜୀବନରେ ସଫଳ ହୋଇଥାଏ,ଯିଏ ଭଙ୍ଗାକୁ ଗଢ଼ି ପାରି ଥାଏ ଏବଂ କ୍ରୋଧୀକୁ ବୁଝେଇବା ଜାଣିଥାଏ !! ➡️”ଖୁସି ସନ୍ତୁଷ୍ଟି ଆଣିଥାଏ ଏବଂ ସନ୍ତୁଷ୍ଟି ଖୁସି ଆଣିଥାଏ, କିନ୍ତୁ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ବହୁତ ବଡ | ଖୁସି ଅଳ୍ପ ସମୟ ପାଇଁ ସନ୍ତୁଷ୍ଟି ପ୍ରଦାନ କରେ, ଏବଂ ସନ୍ତୁଷ୍ଟି ସବୁଦିନ ପାଇଁ ଖୁସି ଆଣିଥାଏ !! […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୭ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ନବମୀ,ମକର ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ କଳମଶାଗ ଭକ୍ଷଣ ନିଷେଧ। ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସହକର୍ମୀ କିମ୍ବା […]

ବଦଳିଲା ଆଫଗାନର ଚିତ୍ର

୧-ବୋଲରଙ୍କ ଘାତକ ବୋଲିଂ, ଲର୍ଡ୍ସରେ ଭାରତର ରୋମାଞ୍ଚକର ବିଜୟ, ଇଂଲଣ୍ଡକୁ ୧୫୧ ରନରେ ହରାଇଲା । ୨-ପୋଲିସ ବିଭାଗର ଜରୁରୀ ସୂଚନା । ଏଣିକି ୧୦୦ ପରିବର୍ତ୍ତେ ଡାଏଲ କରନ୍ତୁ ୧୧୨, ସଙ୍ଗେ ସଙ୍ଗେ ମିଳିବ ଜରୁରୀକାଳୀନ ସହାୟତା । ୩-ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର । ଗୁଇନ୍ଦାଗିରି ଅଭିଯୋଗକୁ ଖଣ୍ଡନ କଲେ ମୋଦି ସରକାର । ୪–ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ଏବଂ ଏହା ସେପ୍ଟେମ୍ବର […]

ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ) ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ୯ ଦିନରୁ ୮ ଦିନ କାର୍ଯ୍ୟଦିବସ ରହିବ । ୮ ଦିନରୁ ୭ ଦିନ ଅଫିସିଆଲ ବିଜନେସ ଓ ଗୋଟିଏ ଦିନ ଅଥାର୍ତ ୩ ସେପ୍ଟେମ୍ବର ପ୍ରାଇଭେଟ ମେମ୍ବର୍ସ ବିଜନେଓ ପାଇଁ ଧାର୍ଯ୍ୟ ହୋଇଛି । ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ନେଇ ସୋମବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ଦିବ୍ୟଦିଗନ୍ତ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ) ଆମର ଜ୍ଞାନେନ୍ଦ୍ରିୟ ମଧ୍ୟରେ ଜିହ୍ୱା ସତ୍ୟ ଓ ମଧୁର କଥା କହି ଥାଏ। ସତ୍ୟବାଦୀ ଓ ମଧୁର ଭାଷୀ ବ୍ୟକ୍ତି ମେହେନତ କରି ଯାହା ଉପାର୍ଜିତ କରନ୍ତି ସେଥିରେ ସାତ୍ତ୍ୱିକ ଭୋଜନ କରିଥାଆନ୍ତି। ସାତ୍ତ୍ୱିକ ଭୋଜନ କରୁଥିବା ବ୍ୟକ୍ତିର ହୃଦୟ ସ୍ନେହ, ଭୂବନେଶ୍ବର ମମତା, ପ୍ରେମ, କରୁଣା, ସହାନୁଭୂତି, ପରୋପକାର ଆଦି ଦେବୋତ୍ତମ ଗୁଣା ବଳିରେ ପରିପୂର୍ଣ୍ଣ ହୋଇଥାଏ। ଏହାର ବିପରୀତଧର୍ମୀ କାହାରି କାହାରି ଜିହ୍ୱା ଅସତ୍ୟ ଓ କଟୁବଚନ କହିବାରେ ଅଭ୍ୟସ୍ତ ହୋଇଯାଏ। ଖାଦ୍ୟ, […]

ମାଲକାନିଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ମାଲକାନିଗିରି, ୧୬/୮(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଆସନ୍ତା ୨୦ତାରିଖରୁ ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ। ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍‌ଥ କାର୍ଡ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧିନତା ଦିବସରେ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଥିଲେ। ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ସୁବିଧା ଲୋକ ପାଇପାରିବେ। ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ […]

ଆଜିଠୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ)ରାଜ୍ୟରେ ଆଜିଠାରୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା ହେବ । ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ। ତେବେ କ୍ଲାସରୁମ୍ ପାଠପଢ଼ା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ। ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ଅନଲାଇନ୍ କିମ୍ବା ଅଫଲାଇନ୍‌ରେ କ୍ଲାସ କରିପାରିବେ। ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ।ଏନେଇ ସ୍କୁଲ […]

ନୂଆ ଆପ୍ ସରଇ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି ।ଯାହାର ନାଁ ରହିଛି ‘ସରଇ’ । ଏହି ଆପ୍ଲିକେସନ ଜରିଆରେ ହୋଟେଲ ଓ ଲଜ୍ ମାଲିକମାନେପ୍ରତ୍ୟେକ ଦିନ ଆସୁଥିବା, ଯାଉଥିବା ଗ୍ରାହକଙ୍କ ବିବରଣୀ ବିବରଣୀ ଦେଇପାରିବେ । ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଏହି ଅପରେସନ ବୋଲି ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।