Browsing yearly archive

2021

ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

କଟକ ୬/୮(ଏସଏସନିୟୁଜ) କୋଭିଡ କଟକଣାରେ ଖୋଲିଲା କଟକ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ଭୋର ୪ଟାରୁ ପହଡ଼ ଖୋଲଯାଇ ୧୦୮ କଳସ ପାଣିରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆରତୀ ପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ପହଡ ଖୋଲଯାଇଥିଲା ।ତେବେ ମନ୍ଦିର ଭିତରେ ମାସ୍କ ବାଧ୍ୟତା ମୂଳକ କରାଯାଇଥିବାବେଳେ ଗର୍ଭବତୀ ମହିଳା ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି ।

ବାଘ ଏନକ୍ଲୋଜରରେ ବୁଲୁଛି କୁମ୍ଭୀର

ବାରଙ୍ଗ,୫/୮(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘ ଏନକ୍ଲୋଜରରେ ମଗର କୁମ୍ଭୀର ।ଏହିଭଳି ଘଟଣା ଗୁରୁବାରଦିନ ଦେଖିବାକୁ ମିଳିଛି । କଳାବାଘ ବାସୁ ଓ ସ୍ପନ୍ଦନ ଦୁଇଭାଇ ରହୁଥିବା ୩୩ନମ୍ବର ଏନକ୍ଲୋଜର ମଧ୍ୟରେ ଏକ ଦୁଇ ତିନି ମାସର କୁମ୍ଭୀର ଟି ଥିବାର ଦେଖିବାକୁ ମିଳିଥିଲା ।ପର୍ଯ୍ୟଟକଙ୍କୁ ଧରି ଗାଇଡ ବୁଲାଇବା ବେଳେ ବାଘ ନକ୍ଲୋଜରଖାଈରେ ପାଣିରେ ପହଁରୁଥିବାର ଦେଖି ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସୁଚନା ଦେଇଥିଲେ ।ଏହାପରେ କର୍ତୁପକ୍ଷଙ୍କୁ ସୁଚନାଦେଇ ବାଘକୁ ଫିଡିଚାମ୍ବରକୁ ଅଣାଯିବାପରେ କୁମ୍ଭୀର ଧରିବା ଯୋଜନାରେ ଲାଗିପଡିଥିଲେ […]

ଏସସିବି କୋଭିଡ ହସ୍ପିଟାଲରେ ଅଘଟଣ

କଟକ, ୬/୮(ଏସଏସନିୟୁଜ) କଟକ ଏସସିବି କୋଭିଡ ହସ୍ପିଟାଲର-୧ର ଚାରି ମହଲାର ଝରକା ପଟେ ତଳକୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ରୋଗୀ ଜଣକ ବୁଧବାର ଦିନ ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ପରେ ସେ କଟକ ଆସିଥିଲେ ।

୨ ମହିଳାଙ୍କ ଉପରେ ମାଡିଗଲା ପିକଅପ୍

ବଲାଙ୍ଗିର, ୬/୮(ଏସଏସନିୟୁଜ) ମନ୍ଦିର ଯିବା ବାଟରେ ପିକଅପ୍ଭ୍ୟାନ ୨ ମହିଳାଙ୍କ ଉପରେ ମାଡିଯାଇଛି ।ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।ଏହି ସଡକ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ଦୁର୍ଗା ମନ୍ଦିର ନିକଟରେ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରି ଚାଳକକୁ ଅଟକ ରଖିଛି ।

ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର

➡️୧-ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର । ସରକାରଙ୍କ ଦ୍ୱାରା ଜାରି କୋଭିଡ୍‌ ନିର୍ଦେଶାବଳୀ କଡାକଡି ପାଳନ ପୂର୍ବକ ସକାଳ ୬ଟା ଠାରୁ ରାତି ୮ଟା ପର୍ୟ୍ୟନ୍ତ ମନ୍ଦିର ଖୋଲା ରହିବ। ➡️୨-ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ଦୁଗ୍ଧ ଚାଷୀଙ୍କୁ ମିଳିଲା । ଏକ ଲକ୍ଷ ଦୁଗ୍‌ଧ ଚାଷୀ ପାଇଲେ ୬୦୦୦ ଟଙ୍କା । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ➡️୩-ରାଜ୍ୟରେ ଆସନ୍ତା ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ, ସକାଳ […]

ଆଜିର ଅନୁଚିନ୍ତା

➡️”ଟିକିଏ ଥଣ୍ଡା ମୁଣ୍ଡରେ ଭାବି ଦେଖନ୍ତୁ ଏତେ ରାଗ , ରୁଷା , ଅଭିମାନ , ଇର୍ଷା କ’ଣ ପାଇଁ , ଥରେ ନିଶ୍ବାସ ବନ୍ଦ ହୋଇଗଲେ ସବୁ ଶେଷ ହୋଇଯିବ !! ➡️”କିଛି ଲୋକ ଅନ୍ୟକୁ ବିପଦରେ ପକାଇ ତାହାର ସରଳତାର ସୁଯୋଗ ନେଇ ନିନ୍ଦିତ କରି ଖୁସି ହୋଇଥାନ୍ତି .ସେମାନେ ଜାଣି ନଥାନ୍ତି ଯେ ସେ ଖୁସି ଅଳ୍ପଦିନର କାହିଁକିନା ସୃଷ୍ଟିର ନିୟମ ଅଛି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ଦିନେ ନିଜକୁ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୬ ତାରିଖ ୨୦୨୧ ମସିହା(ଶୁକ୍ରବାର)  କନ୍ୟା ରାଶିର ଘାତଚନ୍ଦ୍ର ।ବିଛା, ଧନୁ ଓ ମୀନ ରାଶିମାନଙ୍କର ଘାତବାର । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାଇଗଣ ବିରି ଭକ୍ଷଣ ନିଷେଧ । ଶିବ ଚତୁର୍ଦ୍ଦଶୀ, ଉପବାସ ଓ ବେଢ଼ା ପରିକ୍ରମା । ମେଷ: ଆପଣ ଧୈର୍ଯ୍ୟ ଧରି କାମ କରନ୍ତୁ। ସବୁ ଅଶାନ୍ତି ଦୂର ହୋଇଯିବ। ରାଜନୀତିରେ ସଫଳତା ପାଇବେ। ବ୍ୟାଙ୍କର ଋଣ ସମ୍ବନ୍ଧୀୟ କୌଣସି କାମ ପୂରା ହେବ। ବୃଷ: […]

୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର, ୫/୮(ଏସଏସନିୟୁଜ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍‌ଧ ଚାଷୀ ୬୦୦୦ ଟଙ୍କା ପର‌୍ୟ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଓମ୍‌ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍‌ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି […]

ଷ୍ଟାଫସିଲେକସନ ଦୁର୍ନୀତିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ  ଲମ୍ବିଛି

ଭୁବନେଶ୍ୱର, ୫/୮(ଏସଏସନିୟୁଜ):ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ନବୀନ ସରକାରର ଅସଲ ମୁଖା ଏବେ ଲୋକଲୋଚନକୁ ଆସିଛି । ଦୁର୍ନୀତିକୁ ରୋକିବା ପାଇଁ ୫ଟି ବିଭାଗ ନବୀନବାବୁ ସୃଷ୍ଟି କଲେ । ଏହି ୫ଟି ଟିମ ୱାର୍କ, ଟ୍ରାନସ୍‌ଫରେନ୍ସି, ଟ୍ରାନସ୍‌ଫରମେସନ, ଟେକ୍ନଲୋଜି, ଟାଇମଲିମିଟ୍‌କୁ ନେଇ କାର‌୍ୟ୍ୟ କରୁଛି ବୋଲି ପ୍ରତିଦିନ ଡିଣ୍ଡିମ ପିଟୁଛି ସରକାର । ମୋ ସରକାର ଓ ୫ଟି ବାବଦରେ ଖୋଦ ମୁଖ୍ୟମନ୍ତ୍ରୀ ଏଭଳି ଏକ ଧାରଣା ସୃଷ୍ଟି କରିଛନ୍ତି ଓଡ଼ିଶାରେ ଦୁର୍ନୀତିକୁ ଏ ସରକାର […]

ବିଏମସି ବିରୁଦ୍ଧରେ ବିକ୍ଷୋଭ କଲେ,ଲେକଙ୍କୁ ସଚେତନ କଲେ

ଭୁବନେଶ୍ୱର,୫/୮(ଏସଏସନିୟୁଜ):ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ବିଶେଷ କରି ରାଜଧାନୀରେ ହୁ ହୁ ହୋଇ ବଢିଚାଲିଛି।ରାଜଧାନୀ ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।ପ୍ରତି ଦିନ ୩୦ ରୁ ୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି।ରାଜଧାନୀ ରେ କରୋନା ପରେ ଡେଙ୍ଗୁ ଜ୍ଵର ଏକ ବଡ଼ ସମସ୍ୟା ପାଲଟିଛି।କିନ୍ତୁ ଦୁର୍ଭାଗ୍ୟର କଥା ବିଏମ୍ସି ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଛି । ରାଜଧାନୀ ବାସୀଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ […]