ରାଜ୍ୟ ସରକାର ନିଲାମ କରିବାକୁ ଯାଉଥିବା ୭ଟି ଖଣି ଖନନ ବାତିଲ ପାଇଁ ଦାବୀ
ଭୁବନେଶ୍ୱର, ୩୦/୭(ଏସଏସନିୟୁଜ)ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା ବନ୍ୟ ପ୍ରାଣୀ ସୋସାଇଟର ସଂପାଦକ ତଥା ଜଙ୍ଗଲ ପରିବେଶ ବିଶେଷଜ୍ଞ ଡ: ବିଶ୍ୱଜିତ ମହାନ୍ତି ଓ କେନ୍ଦୁଝର ନାଗରିକ ସମାଜର ସଭାପତି କିରଣ କୁମାର ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ଯେ ନୂଆ କୁଆଁରୀ ଲୁହା ଓ ବକ୍ସାଇଟ୍ ଖଣି ଲିଜ୍ ପାଇଁ ନିଲାମ ପ୍ରତ୍ୟାହର କରାଯାଉ ଏବଂ ଗଂଧଲପଡ଼ା-କର୍ଲାପାଟ ପରି ମୂଲ୍ୟବାନ ଜଙ୍ଗଲ ଓ ତାର ଜଳ-ଜୈବ ବିବିଧତା ସମ୍ବଳକୁ ଭବିଷ୍ୟତ […]