Browsing yearly archive

2021

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଆଖିଠାରୁ ମୂଲ୍ୟବାନ ଅଙ୍ଗ କିଛି ନାହିଁ । ଆଖି ଥାଇ ଅନ୍ଧ ହେବା ଅର୍ଥ ନିଜକୁ ନିଜେ ବିନାଶ କରିବା ! ➡️”ଏ ଦୁନିଆଁରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ,. ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ ➡️”ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର । ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ । ଦୁଷ୍ଟ, ଖଳ, ଖରାପକୁ ଛାଡି […]

ଆଜିର ରାଶିଫଳ

ଜୁଲାଇ ମାସ ୩୧ ତାରିଖ ୨୦୨୧ ମସିହା(ଶନିବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ ,ନକ୍ଷତ୍ର- ଅଶ୍ଵିନୀ ,ମେଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଭକ୍ଷଣ ନିଷେଧ | ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ […]

ହାଡ଼ଫୁଟି ଭଳି ବ୍ୟାପୁଛି କରୋନା

୧-ଭାରତ ପାଇଁ ଅଲିମ୍ପିକ୍ସରେ ଆହୁରି ମଜବୁତ ହେଲା ପଦକ ଆଶା । ବକ୍ସିଂ ଓ ବ୍ୟାଡମିଣ୍ଟନରେ ସେମି-ଫାଇନାଲକୁ ଗଲେ ଲଭ୍ଲିନା ଓ ସିନ୍ଧୁ । ହକିରେ କ୍ୱାର୍ଟରରେ ଭାରତ । ୨-ପୁରୁଷ ହକି ହକି କ୍ବାର୍ଟରଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ । ୩-ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ UGC ମାନ୍ୟତା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା, ‘ଖୁବଶୀଘ୍ର ମିଳିବ କେନ୍ଦ୍ରୀୟ ଅନୁମାନ’ । ୪-ପଦୋନ୍ନତି ପାଇବେ ରାଜ୍ୟର ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ, ନିର୍ଦ୍ଦେଶ ଦେଲେ […]

୨୭ଦିନପରେ ନାବାଳିକା ଉଦ୍ଧାର

ଡେଲାଙ୍ଗ,୩୦/୭(ଏସ ଏସ ନିୟୁଜ)ଡେଲାଙ୍ଗ ଥାନା ଅଞ୍ଚଳରୁ ଗତ ୧ତାରିଖରେ ଅପରହରଣ ହୋଇଥିବା୧୨ ବର୍ଷର ନାବାଳିକାକୁ୨୭ଦିନ ପରେ ଡେଲାଙ୍ଗ ପୁଲିସ ଉଦ୍ଧାର କରିଛି।ଏହି ଘଟଣାର ଅଭିଯୁକ୍ତ ପୁରୀ ସଦର ଥାନା ସାହାଣିକେରା ହରିଜନ ସାହିର ହାପି ଗୋଛାୟତ(୨୩)କୁ ପୁଲିସ ଗିରଫ କରି ପୁରୀ ପୋକ୍ସୋ କୋର୍ଟକୁ ପଠାଇ ଥିବା ଜଣାପଡିଛି । ସେଠାରେ ଜାମିନି ଆବେଦନ ଖାରଜ ହେବାରୁ ଅଭିଯୁକ୍ତକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆ ଯାଇଛି । ପ୍ରକାଶଯେ, ହରିରାଜପୁର ଫାଣ୍ଡି ଅଞ୍ଚଳର […]

ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼଼ା ବିଧାୟକ

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ଅଫଲାଇନରେ ମାଟ୍ରିକ ପରିକ୍ଷା ଦେଇଛନ୍ତି ଭଞ୍ଜନଗରର ସୋରଡ଼଼ା ବିଧାୟକ । ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ଆଜିଠାରୁ ଆରମ୍ଭ ହୋଇଥିବା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ।

୧ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ପିପିଲି-ନିମାପଡ଼ା ଓଭର ବ୍ରିଜ୍ ଉପରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଧରିଛି ବ୍ରାଉନସୁଗାର । ଓଭର ବ୍ରିଜ୍ ଉପରେ ଡିଲ ହେଉଥିବାବେଳେ ଇମତାଜ ଖାନ ନାମକ ଯୁବକଙ୍କ ପାଖରୁ ୧ କୋଟି ଟଙ୍କାରୁ ଅଧିକ ମୁଲ୍ୟର ୧ କେଜି ୪୮ ଗ୍ରାମ ବ୍ରାଉନ ସୁଗାର ଜବତ କରି ଖାନଙ୍କୁ ଗିରଫ କରିଛି ଏସଟିଏଫ୍ ।

+୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସନ୍ତାକାଲି

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) +୨ ବାଣିଜ୍ୟ ଓ ବିଜ୍ଞାନ ଫଳାପଳ ଆସନ୍ତା କାଲି ସନ୍ଧ୍ୟାରେ ପ୍ରକାଶ ପାଇବ । ଆସନ୍ତା କାଲି ସନ୍ଧ୍ୟାରେ ପ୍ରକାଶ ପାଇବ +୨ ବାଣିଜ୍ୟ ଓ ବିଜ୍ଞାନ ଫଳାପଳ । www.orissaresults.nic.in  ଏବଂ ସାମ୍ସ ଇ-ସ୍ପେସରେ ଫଳାଫଳ ଉପଲବ୍ଧ ହେବ ।ତେବେ ପରବର୍ତ୍ତୀ ପର‌୍ୟ୍ୟାୟରେ କଳା ଓ ଧନ୍ଦାମୂଳକ ପରୀକ୍ଷାର ଫଳ ପ୍ରକାଶ ପାଇବ ।

ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୩୦/୭୯ଏସଏସନିୟୁଜ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ସିବିଏସଇ ରେକର୍ଡସଂଖ୍ୟକ ପାସ ହାର ହାସଲ କରିବା ଖୁସିର ବିଷୟ । ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ପରିଶ୍ରମ ପ୍ରଶଂସନୀୟ । କୃତି ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ […]

ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ୱର,୩୦/୭୯ଏସଏସନିୟୁଜ) ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ର ଏକ ମାଛ ଫାର୍ମରେ ବିଦ୍ୟୁତ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଚୋରାବାଇକ ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାରଥାନା ପୋଲିସ

ଚୈାଦ୍ୱାର,୩୦/୭(ଏସଏସନିୟୁଜ)ଏକ ଚୋରାବାଇକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଚୈାଦ୍ୱାରଥାନା ପୋଲିସ । ଲୋଚନବେହେରା ନାମକ ଯୁବକଙ୍କର ବାଇକ ଚୋରୀହୋଇଥିବାର ଅଭିଯୋଗପରେ ପୋଲିସ ଅନୁସନ୍ଧାନ କରି ବାଇକଚୋରା ଗ୍ୟାଙ୍ଗକୁ ଧରିପାରିବା ସହ ସେମାନଙ୍କଠାରୁ ୫ଟି ଚୋରା ବାଇକ ଜବତ କରିଛନ୍ତି । ପ୍ରକାସ ଯେ, ଚୈାଦ୍ୱାର ଜନସେବକ ନସିଁହୋମରେ କାମକରୁଥିବା ଜଗତପୁର ପଦବରା ଗ୍ରାମର ଲୋଚନବେହେରା ତାଙ୍କ ଓଡି୦୫ଏସି-୫୯୫୧ନଂ ହୋଣ୍ଡାବାଇକକୁ ନର୍ସିଂ ହୋମ ଆଗରେ ଗତ୨୦ତାରିଖରେ ପାକିଁଂକରି ଯାଇଥିଲେ ।କିଛିସମୟଛାଡି ଆସିଦେଖିବାବେଳକୁ ବାଇକଟି ନଥିବାର ଜାଣିବାକୁ ପାଇଥିଲେ ।ଏବିଷୟରେ […]