ସୁନୀଲ ବଂଶଲ ହେବେ ନୂଆ ଡିଜିପି
ଭୁବନେଶ୍ୱର,୧୫/୧୨(ଏସ ଏସ ନିଉଜ)ସୁନୀଲ ବଂଶଲ ହେବେ ନୂଆ ଡିଜିପି ହେବା ନେଇ ରାଜ୍ୟ ସରକାର କଲେ ଘୋଷଣା କରିଛନ୍ତି।ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ଚଳିତ ମାସରେ ଡିଜିପି ଅଭୟ ଅବସରଗ୍ରହଣ କରିବେ ।
Browsing yearly archive
ଭୁବନେଶ୍ୱର,୧୫/୧୨(ଏସ ଏସ ନିଉଜ)ସୁନୀଲ ବଂଶଲ ହେବେ ନୂଆ ଡିଜିପି ହେବା ନେଇ ରାଜ୍ୟ ସରକାର କଲେ ଘୋଷଣା କରିଛନ୍ତି।ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ଚଳିତ ମାସରେ ଡିଜିପି ଅଭୟ ଅବସରଗ୍ରହଣ କରିବେ ।
ଭୁବନେଶ୍ବର,୧୫/୧୨(ଏସ ଏସ ନିଉଜ)ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ। ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ […]
➡️୧-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ➡️୨-ଆଜି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ । ➡️୩-ଓପିଏସ୍ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍ ସର୍ଭିସ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ […]
🦋ହଲଚଲ ହେଉଥିବା ପାଣିରେ ଯେପରି ନିଜ ପ୍ରତିବିମ୍ବ ଦେଖାଯାଏ ନାହିଁ, ଠିକ୍ ସେହିପରି କ୍ରୋଧରେ ଥିବା ବ୍ୟକ୍ତି କେବେହେଲେ ସତ୍ୟକୁ ଦେଖିପାରେ ନାହିଁ । 🦋ଏ ଦୁନିଆରେ ଏହି ଦୁଇ ପ୍ରକାର,ସବୁଠାରୁ ବଡ ଅସହାୟ ଅଟନ୍ତି :- ●ରୂପ ବିନା ନାରୀ । ●ଟଙ୍କା ବିନା ପୁରୁଷ । 🦋ଭଲ ବନ୍ଧୁଟିଏ ପାଇବା ଜମାରୁ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଆମ ଜୀବନରେ ଅନେକ […]
🙏🏾ମାଁ ପରମେଶ୍ବରୀ ନମଃ🙏🏾ମାସ- ମାର୍ଗଶୀର,ପକ୍ଷ-ଶୁକ୍ଳ,ତିଥି- ଦ୍ଵାଦଶୀ ରାତ୍ରି ଘ୦୨-୦୬ମି ଗତେ ତ୍ରୟୋଦଶୀ,ଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ପୋଇଶାଗ ରାତ୍ରି ଘ୦୨-୦୬ମି ଗତେ ବାଇଗଣ ଭକ୍ଷଣ ନିଷେଧ👉🏿ମେଷ: ସୁଖସମ୍ମାନ👉🏿ବୃଷ: ପଥରୋଧ👉🏿ମିଥୁନ: ଧନପ୍ରାପ୍ତି👉🏿 କର୍କଟ: ପରିଶ୍ରମ👉🏿 ସିଂହ: ସେବାପୂଜା👉🏿 କନ୍ୟା: ଦେହ ପୀଡା👉🏿 ତୁଳା: ପ୍ରୀତି ଲାଭ👉🏿 ବିଛା: ଶତ୍ରୁ ଭୟ👉🏿ଧନୁ: ପରଚର୍ଚ୍ଚା🤙🏿ମକର: କଳହଯୋଗ👉🏿 […]
ଆଜିର ନୀତିବାଣୀ ➡️ଯାହାଙ୍କର ମନ ଲୋଭଦ୍ୱାରା କଳୁଷିତ ନୁହେଁ, ଦ୍ୱେଷଦ୍ୱାରା ଆକ୍ରାନ୍ତ ନୁହେଁ ଏବଂ ଯିଏ ନିର୍ବିକାର – ସେ ସଦା ଜାଗ୍ରତ ଓ ନିର୍ଭୟ !! ➡️ହିଂସା, ଚୌର୍ଯ୍ୟ, ଯୌନଲିପ୍ସା, ମିଥ୍ୟା କଥନ, ଅପବାଦ, କର୍କଶ କଥା, ଅସଂଯତ ଆଳାପ, ଲୋଭ, ବିଦ୍ୱେଷ ଓ ଅନ୍ଧ ବିଶ୍ୱାସ- ଏସବୁ ଅଶୁଭ ମାର୍ଗ । ଏଣୁ ଏଥିରୁ ମନକୁ ନିବୃତ ରଖ !! ➡️ଜୀବନର ଯାତ୍ରାପଥରେ ମହତର କିମ୍ବା ସମାସ୍କନ୍ଧଙ୍କ ସାହଚର୍ଯ୍ୟ ଲୋଡିପାର । ଦୃଢ ସଂକଳ୍ପରେ […]
🙏🏾 ମାଁ ପରମେଶ୍ବରୀ ନମଃ🙏🏾 ସର୍ବସମ୍ମତ ମୋକ୍ଷଦା ଏକାଦଶୀ,ମାସ- ମାର୍ଗଶୀର,ପକ୍ଷ-ଶୁକ୍ଳ,ତିଥି- ଏକାଦଶୀ ରାତ୍ରି ଘ୧୧-୩୬ମି ଗତେ ଦ୍ଵାଦଶୀ,ଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ଆମିଷ ରାତ୍ରି ଘ୧୧-୩୬ମି ଗତେ ପୋଇଶାଗ ଭକ୍ଷଣ ନିଷେଧ,👉🏿ମେଷ: ଶ୍ରୀ ଚନ୍ଦ୍ର👉🏿ବୃଷ: ପ୍ରତାରଣା👉🏿ମିଥୁନ: କଳ୍ପ ଆୟ👉🏿 କର୍କଟ: କାର୍ଯ୍ୟ ବ୍ୟସ୍ତ👉🏿 ସିଂହ: ସହଯୋଗ👉🏿 କନ୍ୟା: ଦେହକଷ୍ଟ👉🏿 ତୁଳା: ସୁଖସମ୍ଭୋଗ👉🏿 […]
ବାରଙ୍ଗ,,୧୨/୧୨(ଏସ ଏସ ନିଉଜ)ବାରଙ୍ଗ ବ୍ଲକ ଅନ୍ତର୍ଗତ ବଙ୍ଗାଳୀସାହି ନିକଟରେ ସୋମବାର ପୂର୍ବାହ୍ନରେ ଏକ କାରକୁ ପଛରୁ ଧକ୍କା ଦେଇ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛି। ସୂଚନା ମୁତାବକ ସୋମବାର ପୂର୍ବାହ୍ନ ୮.୨୦ ସମୟରେ କଟକ ବଡ ଡାକ୍ତରଖାନାରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀ ଏକ ସ୍କୁଟି ଯୋଗେ ଭୁବନେଶ୍ଵରରୁ କଟକ ଅଭିମୁଖେ ଯାଉଥିବା ସମୟରେ ବାରଙ୍ଗ ମୂଖ୍ୟ ରାସ୍ତାର ବଙ୍ଗାଳୀସାହି ନିକଟରେ ଏକ କାରକୁ ପଛରୁ ଧକ୍କା ଦେଇଥିଲେ।ଫଳରେ ତାଙ୍କର ଗୋଡ଼,ମୁହଁ […]
➡️୧-ଆଜି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର କରିଡର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ବାତ୍ୟା ଜୱାଦ୍ : ପ୍ରଥମ ଦିନରେ ଗ୍ରାଉଣ୍ଡରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ର ଆକଳନ ଓ ଚାଷୀଙ୍କ ସହ କଲେ ଆଲୋଚନା । ➡️୩-ବିନା କୋଚିଂରେ ଆଇଏଏସ ଅଫିସର ହେଲେ ଉତ୍ତରପ୍ରଦେଶର ବରେଲିରେ ରହୁଥିବା ହିଂମାଶୁ ଗୁପ୍ତା । ଘର ଚଳାଇବା ପାଇଁ ସେ ଚା’ ବିକିବା […]
➡️ସମସ୍ୟା ଦେଖିବା ପରେ ଜୀବନରେ କେବେ ବି ହାର ମାନନ୍ତୁ ନାହିଁ , କିଏ ଜାଣେ ଏହି ସମସ୍ୟାରେ ଆପଣଙ୍କ ପାଇଁ ଏକ ବଡ ଆରମ୍ଭ ଲୁଚି ରହିଛି , ଯଦି କଷ୍ଟ ବଡ଼ ତେବେ ସଫଳତା ମଧ୍ଯ ବଡ ହୋଇପାରେ !! ➡️”ଜୀବନ ଏକ ଜଳ ବୁନ୍ଦା ହେଲେ ଅହଙ୍କାର ସମୁଦ୍ରଠାରୁ ମଧ୍ୟ ବଡ ହୋଇଥାଏ . ଏ ଅହଙ୍କାରୀ ରୂପୀ ସମୁଦ୍ର ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କ ଭବିଷ୍ୟତ ମଙ୍ଗଳମୟ ହେବ !! ➡️”ପ୍ରକୃତରେ […]