Browsing yearly archive

2021

ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ

ପୁରୀ୪/୭(ଏସଏସନିୟୁଜ) ଆଉ ଦିନକେଇଟାପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥର କରୋନାପାଇଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।ତେବେ କଟକଣା ଭିତରେ ରଥଯାତ୍ରା ହେବାକୁ ଜିଲ୍ଲାପ୍ରଶାସନ ନିଷ୍ପତି ନେଇଛନ୍ତି । ବଡ଼ଦାଣ୍ଡରେ ଘର ଥିବା ଲୋକେ ସେମାନଙ୍କ ଛାତ ଉପରେ ରଥଯାତ୍ରା ଦେଖିପାରିବାରେ କଟକଣା ଲଗାଯାଇଛି ।ଏହାପରେ ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି […]

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୪/୭(ଏସ ଏସ ନିୟୁଜ)ସଂସଦର ମୌୀସୁମୀ ଅଧିବେଶନ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବାବେଳେ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ମାସରେ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ କୋଭିଡ୍ ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁୂ ହିଁ ଅଧିବେଶନରେ ସାମିଲ ହେବାକୁ ଅନିୁମତି ମିଳିବ। ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ କୋଭିଡ୍ […]

କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ

କେନ୍ଦୁଝର,୪/୭୯ଏସଏସନିୟୁଜ) ସଦର ଥାନା ଅଧିନସ୍ଥ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଛକ ନିକଟ ଏକ ଚା’ ଦୋକାନ ସମ୍ମୁଖରେ ଥୁଆହୋଇଥିବା ଓଡି୩୩ ଭି୪୪୭୫ ନଂ କାର ଏବଂ ଓଡି୦୯ବି୦୫୭୦ ନଂ ବାଇକ ଉପରେ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସୁଥିବା ଓଡି୦୯କେ୬୨୫୨ ନଂ୧୨ ଚକିଆ ଟ୍ରକ ଉପରେ ଚଢିଯାଇଥିଲା । ଫଳରେ କାର ଭିତରେ ବସିଥିବା ଜଗତସିଂହପୁର […]

ଅଣାୟତ୍ତ ହେଲାଣି ଡେଙ୍ଗୁ

୧-କୋଭିଡ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା। ଗତବର୍ଷ ଭଳି କେବଳ ସେବାୟତମାନେ ହିଁ ଟାଣିବେ ରଥ। ମନ୍ଦିର କିମ୍ବା ଜିଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ। ୨-କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି। ୩-ଭୁବନେଶ୍ୱର: ଅଣାୟତ୍ତ ହେଲାଣି ଡେଙ୍ଗୁ, ରାଜଧାନୀରେ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ। ୪-ରଥରେ ସେବାୟତଙ୍କୁ ସେଲ୍‌ଫି, ଭିଡିଓ ରେକର୍ଡିଂ ମନା,ଘୋଷଯାତ୍ରା ନିଷ୍ପତ୍ତି: ବଡ଼ଦାଣ୍ଡ କୋଠାରେ ରହିବେନି ବାହାର ଲୋକ। ୫-ଭୁବନେଶ୍ୱର: ଜବରଦଖଲରେ […]

ଗାଁ ଦାଣ୍ଡରେ ଆକ୍ରମଣ

ଡେଲାଙ୍ଗ,୩/୭(ଏସଏସନିୟୁଜ) ଗାଁ ଦାଣ୍ଡରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲେ । ମହିଳାମାନଙ୍କୁ ଦୁର୍ବ୍ୟବହାରସହ ଲୁହାରଡ଼ ଓ ଠେଙ୍ଗାରେ ଆକ୍ରମଣ କରିବାକୁ ପଛାଇନଥିଲେ ।ଏହିଭଳି ଘଟଣା ଡେଲାଙ୍ଗ ଥାନା ଅନ୍ତର୍ଗତ ଡଁପୁର ଗ୍ରାମ ଦାଣ୍ଡରେ ଦେଖିବାକୁ ମିଳିଛି ପ୍ରକାସ ଯେ, ଏହିଥାନା ଅନ୍ତର୍ଗତ ହୁମର ଗ୍ରାମର ତପନ ସ୍ୱାଇଁ , ତନ୍ମୟ ବିଶ୍ୱାଳ ଓ ମନୋଜ ସ୍ୱାଇଁ ଶୁକ୍ରବାର ସଂଧ୍ୟାରେ ସହଯୋଗୀମାନଙ୍କ ସହ ହଠାତ୍ ଡଁପୁର ଗ୍ରାମରେ ପହଞô୍ଚ ଗାଁ ଦାଣ୍ଡରେ ବଡ ପାଟିରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ […]

ଉତେଜନାପାଇଁ ବନ୍ଦ ରହିଲା ଟୀକା କରଣ

ସାକ୍ଷୀଗୋପାଳ,୩/୭(ଏସଏସନିୟୁଜ)ଟିକାଗ୍ରହଣ କେନ୍ଦ୍ରରେ ହୋହାହ୍ଲା ।ଦ୍ୱିତୀୟ ଡୋଜଟିକା ନେବାକୁ ନେଇ ଆରମ୍ଭ ହୋଇଥିଲା ଉତେଜନା । ବ୍ଲକ ପ୍ରଶାସନ ଓ ସ୍ଥାନୀୟ ପୋଲିସ ଆସି ଉତ୍ୟକ୍ତଲୋକମାନଙ୍କୁ ବୁଝାସୁଜା କରିବାପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିଥିଲେ ।ଏହିଭଳିଘଟଣା ଜାଗେଶ୍ୱରୀ ବିଦ୍ୟାପୀଠରେ ହୋଇଥିବା କୋଭିଡ ଟୀକାକରଣକେନ୍ଦ୍ରରେ ଦେଖିବାକୁ ମିଳିଛି ।ସତ୍ୟବାଦୀ ବ୍ଳକ ପକ୍ଷରୁ ଜାଗେଶ୍ୱରୀ ବିଦ୍ୟାପୀଠରେ କୋଭିଡ ଟୀକା କରଣ ଚାଲିଥିବାବେଳେ ଦ୍ୱିତୀୟ ଡୋଜ ଟିକାନେବାପାଇଁ ଲୋକମାନେ ଆସି ହୋହାହ୍ଲା ଆରମ୍ଭ କରିବାସହ ପ୍ରଥମ ଡୋଜ ନେବାର ୯୦ ଦିନରୁ ୧୨୦ ଦିନ […]

ଆଜିର ଅନୁଚିନ୍ତା

–ପାଦ ନମସ୍କାର– ।। ଭଗବାନଙ୍କ ପଦ ପଙ୍କଜରେ ଜଣେ ମୁଣ୍ଡ ନୁଆଁଇବାର ଧାରଣା ହେଉଛି ଯେ ପବିତ୍ର ଚିନ୍ତାଧାରା ଭକ୍ତଙ୍କ ମନରେ ପ୍ରବେଶ କରୁ । ଏହାର ଅର୍ଥ ହେଉଛି ଯେତେବେଳେ ଜଣେ ପ୍ରଭୁଙ୍କ ପାଦ ସଂସ୍ପର୍ଶରେ ଆସେ, ପାଦରୁ ପବିତ୍ର ପ୍ରେରଣା ଭକ୍ତଙ୍କ ନିକଟକୁ ପ୍ରବାହିତ ହୁଏ । ଯେତେବେଳେ ଭକ୍ତଙ୍କ ମୁଣ୍ଡ ପ୍ରଭୁଙ୍କ ପାଦକୁ ସ୍ପର୍ଶ କରେ, ସେତେବେଳେ ପ୍ରଭୁଙ୍କ ଈଶ୍ୱରୀୟ ଶକ୍ତି ତାଙ୍କ ଆଡକୁ ପ୍ରବାହିତ ହୁଏ । ଏହା ସୂଚିତ କରେ […]

ଆଜିର ରାଶିଫଳ

ଜୁଲାଇ ମାସ ୦୪ ତାରିଖ ୨୦୨୧ ମସିହା(ରବିବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଦଶମୀ,ନକ୍ଷତ୍ର- ଅଶ୍ଵିନୀ,ମେଷ ରାଶିର ଘାତଚନ୍ଦ୍ର ଓ ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମଶାଗ ଭକ୍ଷଣ ନିଷେଧ । ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ […]

ବିଳମ୍ବ ହେବ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର,୩/୭(ଏସଏସନିୟୁଜ) ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆହୁରି ବିଳମ୍ବିତ ହେବ । ଗର୍ଭବତୀଙ୍କ ଟିକାକରଣ ଟ୍ରେନିଂ ପରେ ସେମାନଙ୍କୁ ଦିଆଯିବ ଟିକା । ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ର ଖୁବଶୀଘ୍ର ଓରିଏଣ୍ଟେସନ କାର‌୍ୟ୍ୟକ୍ରମ କରିବ । କେନ୍ଦ୍ର ସାରିଲେ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏନେଇ ତାଲିମ ଦିଆଯିବ.ା କେନ୍ଦ୍ର ମାର୍ଗଦର୍ଶିକା ଆସି ସାରିଥିଲେ ବି କର୍ମଶାଳାକୁ ଅପେକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ […]

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୭(ଏସ ଏସ ନିୟୁଜ)ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷୀୟ ଧାମି । ୨ ଥରର ବିଧାୟକ ଧାମି ପୂର୍ବରୁ କେବେ ମନ୍ତ୍ରୀ ବି ହୋଇନାହାନ୍ତି ।ଏବେ ଉଧମ ସିଂ ନଗରରୁ ବିଧାୟକ ରହିଥିବାବେଳେ ରାଜ୍ୟ ଯୁବ ବିଜେପିର ସଭାପତି ତଥା ଜଣେ ଓକିଲ ଭାବେ ବେଶ ପରିଚିତ । ତୀରଥ ସିଂ ରାୱତଙ୍କ ସ୍ଥାନ ନେବେ ପୁଷ୍କର ସିଂ ଧାମି । ଗତକାଲି ମୁଖ୍ୟମନ୍ତ୍ରୀ […]