Browsing yearly archive

2021

ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା

ଭୁବନେଶ୍ୱର୨୯/୬(ଏସଏସନିୟୁଜ) ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା । ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଜ୍ୱରରେ ପଡ଼ିଥିବାରୁ ଶ୍ରୀଜିଉଙ୍କର ଗୁପ୍ତ ସେବା ଆରମ୍ଭ ହୋଇଛି । ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ୨ଟି ମାଟି ର୍ନିମିତ ଘୁମାରେ ଏକ ବର୍ଷ ପର‌୍ୟ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଏହି ଫୁଲୁରୀ ତେଲ । ଓଡିଆ ମଠ […]

କଟକଣା ଭିତରେ ଦୋକାନ ଖୋଲିବାକୁ ଦାବି କଲା ଚା ଦୋକାନ ମହାସଂଘ

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ଦୋକାନ ଖୋଲିବାକୁ ସରକାରଙ୍କ ପକ୍ଷରୁ ବାରଣ ରହିଛି ।ଏହାଫଳରେ ଛୋଟଛୋଟ ଦୋକାନୀମାନେ ନାନା ପ୍ରକାର ହଇରାଣ ହେଉଛନ୍ତି । ବିଶେଷ କରି ଚା’ ଦୋକାନ ନଖୋଲିବାରୁ ବ୍ୟବସାୟୀମାନେ ସେମାନଙ୍କ ପରିବାର ଚଳାଇବାରେ ଅସୁବିଧା ହେଉଛି । ମିଠା ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିବା ବେଳେ କଟକଣା ଭିତରେ ଚା ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଚା ଦୋକାନୀ ମହାସଂଘ । […]

ପଜିଟିଭ ୨୬୪୦.ମୃତ ୪୦

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ରାଜ୍ୟରେ ପୁଣି ୨୬୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଜଣ ଚିହ୍ନଟ ହୋଇଛନ୍ତି ।ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯ରେ ପହଞ୍ଚିବାନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳିଭାବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ଫଳରେ କରୋନା ଜନିତ […]

ଆଜିଠୁ ସ୍ପୁଟନିକ୍ ଭି ଟିକା

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ଆଜିଠୁ ଓଡ଼ିଶାରେ ମିଳିବ ଋଷିଆ ର ସ୍ପୁଟନିକ୍ ଭି ଟିକା । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଆସିଛି ୬୦୦ ଡୋଜ୍ ରୁଷିଆ ଟିକା। ପ୍ରଥମ ଡୋଜର ୨୧ ଦିନ ପରେ ୨ୟ ଡୋଜ ଟିକା ନେଇପାରିବେ । କେନ୍ଦ୍ର ସରକାରଙ୍କ କୋ-ୱିନ ଆପକୁ ଯାଇ ‘ସ୍ପୁଟନିକ ଭି’ ପାଇଁ ସ୍ଲଟ ବୁକ କରିପାରିବେ । ଏହି ଟିକା ୯୧ ପ୍ରତିଶତରୁ ଅଧିକ ପ୍ରଭାବି ବୋଲି କୁହାଯାଉଛି । ୧୧୪୫ ଟଙ୍କାରେ ସ୍ପୁଟନିକ୍-ଭି ର ଗୋଟିଏ ଡୋଜ୍ […]

ଆଜିର ରାଶିଫଳ

ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ମିଥୁନ-ଆଜି ନୂତନ […]

ଆଜିର ଅନୁଚିନ୍ତା

?ସ୍ମୃତି ନେଇ ବଞ୍ଚି ରହିବାଠୁ ସ୍ବପ୍ନ ନେଇ ବଞ୍ଚି ରହିବା ଅନେକ ଭଲ କାରଣ ସ୍ମୃତି ମଣିଷକୁ କଷ୍ଟ ଦିଏ ଆଉ କନ୍ଦାଏ କିନ୍ତୁ ସ୍ବପ୍ନ ମଣିଷକୁ ନୂଆ କିଛି ଆଶା ଦେଖାଏ । ?କଷ୍ଟ ଏମିତି ଗୋଟିଏ ଜିନିଷ ଯାହା କେବଳ ନିଜକୁ ବହନ କରିବାକୁ ପଡିଥାଏ କେହି ଏହାର ଭାଗ ନେବାକୁ ଚାହାଁନ୍ତି ନାହିଁ । ?ମଣିଷ ନିଜେ ଭୁଲ୍ କରିଥାଏ ଆଉ ସେ ଭୁଲ୍ କୁ ସହଜରେ ଭୁଲି ଯାଏ କିନ୍ତୁ ଅନ୍ୟର […]

ଆମେରିକାକୁ ଟପିଲା ଭାରତ

୧. ରଥ ଯାତ୍ରା ସମୟରେ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା, ବନ୍ଦ ରହିବ ବସ ଓ ଟ୍ରେନ ଚଳାଚଳ, ସିଲ୍ ହେବ ଜାତୀୟ ରାଜପଥ ୨. ସୁପ୍ରିମକୋର୍ଟକୁ ଗଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ, ରଥଯାତ୍ରା ଲାଗି ଅନୁମତି ଅନୁରୋଧ କରି ମଦନ ପତ୍ରି ନାମକ ଜଣେ ବ୍ୟକ୍ତିଙ୍କ ସୁପ୍ରିମକୋର୍ଟରେ ଦାଖଲ କଲେ ସ୍ପେଶାଲ ଲିଭ ପିଟିସନ । ୩. ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ, ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନରେ […]

ମାଟ୍ରିକ ରେଜଲ୍ଟ ବିଭ୍ରାଟର ଚବିଶ ଘଣ୍ଟାରେ ସମାଧାନ କର- ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର,୨୮/୬ (ଏସଏସନିୟୁଜ) ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଶହ ଶହ ସଂଖ୍ୟାରେ ଆଜି ଫଳାଫଳରେ ତ୍ରୁଟି ନେଇ ଅଭିଯୋଗ ଆସିଲାଣି । ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାଇ ନବମ ଓ ଦଶମ ଶ୍ରେଣୀ ଉଭୟ ଶ୍ରେଣୀର ପୂର୍ବରୁ ହୋଇଥିବା ପରୀକ୍ଷାର ନମ୍ବର ଆଧାରରେ ରେଜଲ୍ଟ ପ୍ରକାଶ ପାଇବା କଥା । ହେଲେ ଏହି ସବୁ ସ୍କୁଲ ଓ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ […]

ଶ୍ରେଣୀଗୃହ ଶିକ୍ଷାଦାନ ଦାବିରେ ଏ.ଆଇ.ଏସ୍.ଏଫ୍ ର ବିକ୍ଷୋଭ

ଭୁଵନେଶ୍ଵର,୨୮/୬(ଏସଏସନିୟୁଜ)ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ଵାନରେ ଆଜି ମାଷ୍ଟର କ୍ୟାଣ୍ଟିନ ଠାରେ ଵିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ସରକାର ୟୁଟ୍ୟୁବ୍ ମାଧ୍ୟମରେ ଯେଉଁ ଶିକ୍ଷାଦାନର ଭେଳିକି ଆରମ୍ଭ କରିଛନ୍ତି,ସେଥିରେ ରାଜ୍ୟର ୭୦% ଛାତ୍ରଛାତ୍ରୀ ଅଧୟନରୁ ଵଞ୍ଚିତ ହେଉଥିଵାରୁ ତାହା ଵନ୍ଦକରି ଅଵିଳମ୍ଵେ ଶ୍ରେଣୀଗୃହ ଶିକ୍ଷା ଦାନ ପାଇଁ ଦାଵିକରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଵିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶାରେ ଗତ ଜୁନ୨୧ରୁ ସରକାର ଅନଲାଇନ୍/ ୟୁଟିଉଵ୍ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି। […]

ନକଲି ଫାର୍ମ କରି ଠକିଥିଲେ ୧୦ କୋଟିର ଜିଏସ୍‌ଟି, ବନ୍ଧା ହେଲେ

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) ୧୦ କୋଟି ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାଶ କରିଛି ଜିଏସଟି ଅଧିକାରୀ । ଏହି ହାଇ ପ୍ରୋଫାଇଲ ଠକେଇର ମାଷ୍ଟରମାଇଣ୍ଡ ହେଉଛନ୍ତି ସ୍ମୃତି ରଞ୍ଜନ ସାହୁ । ସେ ରିକ୍ସା ଚାଳକ , ଛାତ୍ର ଆଦିଙ୍କ ନାଁରେ ଫାର୍ମ କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ନଥିଲା। ବାର୍ଷିକ ଟର୍ନ ଓଭର ୪୦ କୋଟି ବୋଲି ଦର୍ଶାଇବାସହ ସେହିମାନଙ୍କ ନାଁରେ ଫର୍ମ ପୂରଣ କରି ସେ ଜିଏସ୍‌ଟି ଫାଙ୍କୁଥିଲେ ଓ ୭ଟି ନକଲି ଫାର୍ମ କରି […]