ଆଗେ କରୋନା ଟେଷ୍ଟ୍, ପରେ ବିବାହ
ଗଞ୍ଜାମ,୧୬/୫(ଏସଏସନିୟୁଜ) ଆଗେ ଟେଷ୍ଟ୍, ପରେ ବିବାହ, ବିବାହ ପୂର୍ବରୁ ବର-କନ୍ୟା କରିବେ କରୋନା ଟେଷ୍ଟ୍ ।କେବଳ ବରକନ୍ୟା ନୁହେଁ ଉଭୟ ପରିବାର ସହ ୫୦ଜଣ ଙ୍କ ମଧ୍ୟରେ ୍େଯଉଁମାନେ ବିବାହ ଉସ୍ବରେ ଯୋଗଦେବେ ସମସ୍ତେ କରୋନା ଟେଷ୍ଟ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି । ସମସ୍ତ ଅତିଥି ମାନେ ନିଜର ଟେଷ୍ଟ କରାଇନେବେ ତେବେ ସଂକ୍ରମଣ ଆଶଙ୍କା କମିବ ବୋଲି ଜିଲ୍ଲାପାଳ କହିଛନ୍ତି। ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କର କରୋନା […]