ଶୁଭାରମ୍ଭ ହେଲା ରଥନିର୍ମାଣ କାର୍ଯ୍ୟ
ପୁରୀ ,୧୫/୫(ଏସଏସନିୟୁଜ) ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ରେ ଶୁଭାରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥର ମୁଖ୍ୟ ମହାରଣାଙ୍କୁ ପ୍ରଦାନପୁର୍ବକ ରଥପାଇଁ ଥିବା ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଥିଲା ।ପରେ ତିନି ରଥର ମହାରଣା ମହାରଣା ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କର୍ିଥିଲେ । କୋଭିଡ଼୍ କଟକଣା ଭିତରେ ଆସନ୍ତାକାଲିଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଆଜିଠୁ ଆରମ୍ଭ ହୋଇଛି […]