ବାତ୍ୟା ବଦଳଉଛି ଦୀଗ
ଭୁବନେଶ୍ୱର, ୪/୧୨(ଏସଏସନିୟୁଜ) ସାମୁଦ୍ରିକ ବାତ୍ୟା ‘ଜୱାଦ୍’ ଏବେ ଦୁର୍ବଳତର ହେବା ସହ ଦିଗ ପରିବର୍ତ୍ତନ କରିବା ଆରମ୍ଭ କରୁଛି । ଦିଗ ପରିବର୍ତ୍ତନ କରୁଥିବାରୁ ‘ଜୱାଦ୍’ର ବେଗ ହ୍ରାସ ପାଇଛି। ସକାଳେ ଦିଗ ପରିବର୍ତ୍ତନ କରି ଉତ୍ତର ଦିଗକୁ ଗତି କରୁଛି। ୧୨ ଘଣ୍ଟା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ପାଖାପାଖି ସମୁଦ୍ରରେ ପହଞ୍ଚିବ।ଫଳରେ ଏହାର ପ୍ରଭାବରେ ଅଧିକ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ […]