Browsing yearly archive

2021

STF ପଞ୍ଝାରେ ହାତୀଦାନ୍ତ ଓ ବାଘଛାଲ ବେପାରୀ

ଭୁବନେଶ୍ବର,୮/୨(ଏସଏସନିୟୁଜ) କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ପଡିଛି ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ ।ମୟୁରଭଞ୍ଜ କରଞ୍ଜିଆରୁ ୩ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ବେପାରୀ ହେଲେ ଚନ୍ଦ୍ରକାନ୍ତ ଧଳ, ମଳୟ କୁମାର ରାଉତ ଏବଂ ଶେଖ୍ ହସମତ ଅଲି । ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଓ ଗୋଟିଏ ବାଘ ଛାଲ ଜବତ କରିଛି ଏସଟିଏଫ ଟିମ୍ ।ଏମାନଙ୍କୁ କେନ୍ଦୁଝର ଆରଟିଓ ଅଫିସ କଡରୁ ଗିରଫ କରାଯାଇଛି ।

କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ

ଭୁବନେଶ୍ୱର,୮/୨(ସତ୍ୟସନ୍ଧାନ ଡେସ୍କ)ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପିର ସାଂସଦମାନେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟି ଆଲୋଚନା କରିଛନ୍ତି । ଓଡ଼ିଶାବାସୀ ତଥା ହିନ୍ଦୁଙ୍କର ଧାର୍ମିକ ବିଶ୍ୱାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଜୀତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ଉପନିୟମ(ବାଏ-ଲ)କୁ ସ୍ଥଗିତ ରଖିବା ନେଇ ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ।ଏ ସମ୍ପନ୍ଧରେ ଏକ ଦାବୀ ପତ୍ର ପ୍ରଦାନ କରିବା […]

ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ

୧-ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ ଆଣିଲା ହିମସ୍ଖଳନ । ଜଳ ପ୍ରଳୟରେ ଶତାଧିକ ମୃତାହତ ଆଶଙ୍କା । ସର୍ବାଧିକ ପ୍ରଭାବିତ ହେଲା ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ୨-ପଶ୍ଚିମବଙ୍ଗରେ ୪ ହଜାର ୭ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୋଦି । ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ କଲେ ଉତ୍ସଗୀକୃତ । ୩-ଗ୍ଲାସିୟର ଦୁର୍ଗତଙ୍କ ପରିବାର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷତିପୂରଣ ଘୋଷଣା, ପ୍ରତି ମୃତକଙ୍କ ଲାଗି ଦିଆଯିବ ୪ଲକ୍ଷ ଟଙ୍କା […]

ଆଜିର ରାଶିଫଳ

ଫେବୃଆରୀ ୦୮ ତାରିଖ ୨୦୨୧ ମସିହା(ସୋମବାର)ମାଘମାସ-କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ,ନକ୍ଷତ୍ର-ମୂଳା,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ବାଇଗଣ ଭକ୍ଷଣ ନିଷେଧ। ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷ-ପାରିବାରିକ […]

ଆଜିର ଅନୁଚିନ୍ତା

➡️ପିତା ମାତା ଠାରୁ ବଡ ଦେବତା କେ ସରଗ ରାଇଜେ ନାହିଁ, ତାଙ୍କରି ଆଶିଷ ସାହା ଏକା ସିନା ବିପଦୁଁ ତରିବା ପାଇଁ । ➡️ମଣିଷକୁ ସେତେବେଳେ ବେଶି ବାଧେ ଯେଉଁଠି ସେ ତା ନିଜ ଅଧିକାର ହରେଇ ବସେ ! ➡️କଥା ହେବା ପାଇଁ ସମୟ ନୁହେଁ ଇଛାଟା ହିଁ ବେଶି ଜରୁରୀ ! ➡️କେବଳ ମୁଁ ହିଁ ଠିକ୍ ଏହା ହିଁ ଭୁଲ୍ ଧାରଣା-ସେଥିପାଇଁ ତ ସବୁ ସମ୍ପର୍କ ଭାଙ୍ଗିରୁଜି ଯାଏ । ➡️ସଂସ୍କାର […]

ଜଙ୍ଗଲରେ ଝୁଲୁଛି ମୃତଦେହ

ଭୁବନେଶ୍ବର.୭/୧(ଏସଏସନିୟୁଜ) ପୁଣି ଜଙ୍ଗଲ ମଧ୍ୟରୁ ଏକ ଝୁଲନ୍ତା ମୃତଦେହ ମିଳିଛି । ଏହି ମୃତଦେହଟି ଜଙ୍ଗଲର ଏକ ଗଛରେ ଝୁଲିରହିଥିବାର ଦେଖିବାକୁ ମିଳିଛି । ଯଦିଓ ଏହାର ପରିଚୟ ଜଣାପଡିଯାଇଛି ତଥାପି ମୁଣ୍ଡବିହୀନ ଶବ ପରେ ଏହି ଘଟଣା ପୋଲିସ ପାଇ ଚିନ୍ତାର କାରଣ ସାଜିଛି । ମୃତ ବ୍ୟକ୍ତିଙ୍କ ନାମ ରଘୁନାଥ ବେହେରା, ତାଙ୍କ ଘର ଘାଟିକିଆ ଅଂଚଳ ରେ ହୋଇଥିବା ର ସୂଚନା ମିଳୁଥିବାବେଳେ ଗତ ଜାନୁୟାରୀ ୧୧ ରୁ ରଘୁନାଥ ନିଖୋଜ ଥିଲେ […]

ଛାଇଗଲା ଯୁଦ୍ଧର ଘନଘଟା

୧-ରାଜ୍ୟରେ ଖୁବ୍ ଶୀଘ୍ର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯାଉଛି। ୨-୧୭ତମ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ: ଭକ୍ତିରସ ପରେ ଛାଇଗଲା ଯୁଦ୍ଧର ଘନଘଟା । ୩-ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ, ଟିକା ନେଲେ ପୁଲିସ ଡିଜି, ଜିଲ୍ଲାପାଳ, ଏସ୍‌ପି । ୪–ବହୁ ଚର୍ଚ୍ଚିତ ମାହାଙ୍ଗା […]

କେବେ ଖାଇଛନ୍ତି ନାଲି କଦଳୀ ? ଖାଇଲେ କଣ ହେବ ଜାଣନ୍ତୁ !

କଦଳୀ ଏମିତି ଏକ ଫଳ ଯାହା ସବୁଠାରୁ ଅଧିକ ଖିଆଯାଇଥାଏ। କଦଳୀ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କିନ୍ତୁ ଅଧିକାଂଶ ଲୋକ ସାଧାରଣତଃ ହଳଦିଆ ଚୋପା ବିଶିଷ୍ଟ କଦଳୀ ଖାଇଛନ୍ତି। ନାଲି ଚୋପା କଦଳୀ ସମ୍ଭବତଃ ବହୁତ ଲୋକ ଖାଇନଥିବେ। ଆଶ୍ଚର୍ଯ୍ୟ ଲାଗୁଛି କି ? ହଁ, ନାଲି କଦଳୀ ବି ଥାଏ। ଏହା ପୋଷକ ତତ୍ଵ ରେ ଭରପୁର। ନାଲି କଦଳୀରେ ୧୧ ଖଣିଜ, ୬ ଭିଟାମିନ, ଫାଇବର ଓ କାର୍ବୋହାଇଡ୍ରେଟ୍ସ ରହିଛି। ସେଥିପାଇଁ […]

ଆଜିର ରାଶିଫଳ

ଫେବୃଆରୀ ୦୭ ତାରିଖ ୨୦୨୧ ମସିହା(ରବିବାର)ମାଘମାସ-କୃଷ୍ଣପକ୍ଷ,ତିଥି-ଦଶମୀ,ନକ୍ଷତ୍ର-ଜ୍ୟେଷ୍ଠା,ଚନ୍ଦ୍ର – ବିଛା,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ ଶାଗ ଶିମ୍ବ ଭକ୍ଷଣ ନିଷେଧ। ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ […]

ଆଜିର ଅନୁଚିନ୍ତା

➡️ଏହି ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ ପୁରୁଣା ବସ୍ତ୍ର —- ଗରିବ ସାଙ୍ଗ —- ସାଧାରଣ ଜୀବନ — ଏବଂ ବୟସ୍କ ବାପା ମାଆ — ➡️ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ —ଯେବେ ସେ ନିଶାରେ ଥାଏ, ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ । ➡️ପିତା ମାତାଙ୍କ ଆଖିରେ ଦୁଇଥର ଲୁହ ଆସିଥାଏ ୧: ଯେବେ ଝିଅ ଶାଶୁଘର […]