Browsing yearly archive

2021

ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ସାସଂଦ

ଖବର ଆଜିର,ତାରିଖ ୧୧-୦୨-୨୦୨୧ ଗୁରୁବାର ୧-ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ- ‘କୃଷି ବିଲକୁ ନେଇ ଗୁଜବ ପ୍ରଚାର’ । ୨-ମରିଯିବୁ ପଛେ ବିଜେପି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ : ମମତା ବାନାର୍ଜୀ । ୩-ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’ । ୪-ଦକ୍ଷିଣ ପ୍ରଶାନ୍ତ ଦ୍ୱୀପରେ ୭.୭ ତୀବ୍ରତାର ଭୂମିକମ୍ପ : ନ୍ୟୁଜିଲ୍ୟାଣ୍ଡ ସମେତ କେତେକ ଦେଶକୁ ସୁନାମି ଚେତାବନୀ । ୫-ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ […]

ଆଜିର ରାଶିଫଳ

ଫେବୃଆରୀ ୧୦ ତାରିଖ ୨୦୨୧ ମସିହା(ବୁଧବାର)ମାଘମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ, ସିଂହ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଓ ଆମିଷ ଭକ୍ଷଣ ନିଷେଧ । ମେଷ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିରସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । […]

ଆଜିର ଅନୁଚିନ୍ତା

➡️ଭାଗ୍ୟ ସେମାନଙ୍କୁ ସାଥ୍ ଦିଏ, ଯେଉଁମାନେ ଭାଗ୍ୟକୁ ନୁହେଁ କର୍ମକୁ ବିଶ୍ବାସ କରନ୍ତି । ➡️ଜୀବନ ଆଉ ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି , ସମୟର ସହ ସମସ୍ତେ ଦିନେ ହଜିଯାଆନ୍ତି । ➡️ସବୁ କାର୍ଯ୍ୟ କରିବା ପୂର୍ବରୁ ଯୋଜନା କରିବା ଶିଖନ୍ତୁ, କାରଣ ଯୋଜନା ଦ୍ବାରା କାର୍ଯ୍ୟ ସହଜ ହୋଇଥାଏ । ➡️କର୍ତ୍ତବ୍ୟ ଆଉ କର୍ମରେ ସଫଳତା ଥାଏ , ଏମିତି ଫାଙ୍କା କଥାରେ ନ ଥାଏ । ➡️ଦୁନିଆରେ ଯେତେ Word ଅଛି […]

ଶୁଭିବନି ଯାତ୍ରା ମଂଚରୁ ସଂଳାପ

୧-ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଜିତିଲା ଇଂଲଣ୍ଡ । ୪ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ ଇଣ୍ଡିଆ । ୨-ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦଙ୍କ ବିଦାୟୀ ଦିନରେ ମୋଦିଙ୍କ ଆଖିରେ ଲୁହ । କୋହ ରଖିପାରିଲେନି ପ୍ରଧାନମନ୍ତ୍ରୀ, ୨୦୦୭ ଆତଙ୍କୀ ଆକ୍ରମଣ ଘଟଣାରେ ଆଜାଦଙ୍କ ଭୂମିକା ମନେ ପକାଇ ହେଲେ ଭାବବିହ୍ୱଳ । ୩-୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ […]

ଗିରଫ ହେଲେ ଦୀପ ସିଧୁ

ଭୁବନେଶ୍ୱର,୯/୨(ସତ୍ୟସନ୍ଧାନ ଡେସ୍କ)ଗିରଫ ହେଲେ ଦୀପ ସିଧୁ । ଚାଷୀ ଆନ୍ଦୋଳନ ବେଳେ ଲାଲକିଲାରେ ପତାକା ଉଡାଇଥିଲେ ସିଧୁ।ଏହାପର ଠାରୁ ପୋଲିସ ତାଙ୍କୁ ଖୋଜୁଥିଲା ।ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି।

ପାଖେଇ ଆସୁଛି ଖଣ୍ଡଗିରି ମେଳା…

୧-ଏମଏସପି ଥିଲା, ଅଛି ଓ ରହିବ: ପ୍ରଧାନମନ୍ତ୍ରୀ । ୨-ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ ପରେ ଆଲୋଚନା ପାଇଁ ପ୍ରସ୍ତୁତ କୃଷକ ନେତା । ୩-ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦୀ- ପ୍ରତ୍ୟାହାର ହେବ ନାହିଁ କୃଷି ଆଇନ, ସଂଶୋଧନ ହିଁ ରାସ୍ତା ! ୪–ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ, ଟ୍ୱିଟ କରି ଜଣାଇଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ୫-ଏପର୍ଯ୍ୟନ୍ତ ଦେଶରେ ପହଞ୍ଚିଛି ୧୧ ରାଫାଲ, ଏପ୍ରିଲ ୨୦୨୨ ସୁଦ୍ଧା ଫ୍ରେଞ୍ଚ ନିର୍ମିତ ଯୁଦ୍ଧ ବିମାନ ଜାହାଜ ଭାରତରେ […]

ଆଜିର ଅନୁଚିନ୍ତା

➡️ଭଗବାନ କେବଳ ସେହିଠାରେ ନଥାନ୍ତି, ଯେଉଁଠାରେ ମଣିଷ ପ୍ରାର୍ଥନା ଓ ପୂଜା କରିଥାଏ —– ଭଗବାନ ପିତା ମାତା ରୂପେ ଘରେ ରହିଥାନ୍ତି , ଯାହା ମଣିଷ ଜାଣି ମଧ୍ୟ ଅଜଣା ହୁଏ —-।➡️ଜୀବନକୁ ବୁଝିବାପାଇଁ ନିଜକୁ ସର୍ବଦା ଶିଷ୍ୟ ସ୍ଥାନରେ ରଖିବାକୁ ହେବ । ➡️କାହା ଉପରକୁ ଆଙ୍ଗୁଠି ଉଠେଇବା ପୂର୍ବରୁ ପ୍ରଥମେ ନିଜ ଉପରକୁ ଉଠାନ୍ତୁ କାହିଁକି ନା ଅନେକ ଥର ଭୁଲ୍ ନିଜ ପାଖରେ ମଧ୍ୟ ରହିଥାଏ । ➡️ଜୀବନରେ ଯେଉଁ ଲୋକମାନେ […]

ଆଜିର ରାଶିଫଳ

ଫେବୃଆରୀ ୦୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)ମାଘମାସ-କୃଷ୍ଣପକ୍ଷ,ତିଥି-ତ୍ରୟୋଦଶୀ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଓ ବିରି ଭକ୍ଷଣ ନିଷେଧ । ମେଷ:-ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। […]

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର,୮/୨(ଏସଏସନିୟୁଜ) ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା।ମାଧ୍ୟମିକ ଶିକ୍ଷା ପରିଷଦ କଟକ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡିଆ,ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ,ମେ ୭ (ଶୁକ୍ରବାର) ହିନ୍ଦୀ ମେ ୮(ଶନିବାର) ସଂସ୍କୃତମେ ୧୦ରେ ଗଣିତ ପରୀକ୍ଷା,ମେ ୧୨ରେ ବିଜ୍ଞାନ,ମେ ୧୫ରେ ସାମାଜିକ ବିଜ୍ଞାନ ର ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି […]

ସାବାସ ସଂଗ୍ରାମ !

ଖୁଣ୍ଟୁଣୀ,୮/୨(ଏସଏସନିୟୁଜ)ପୋଲଟି ଦୀର୍ଘ ୨ ବର୍ଷ ହେବ ଭାଙ୍ଗି ଯାଇଥିଲା ।ଏହି ଭଙ୍ଗା ପୋଲ ଉପରେ ପଥର ପକାଇ ବାଇକ ଠାରୁ ଆରମ୍ଭ କରି କାର, ସାଇକେଲ ଇତ୍ୟାଦି ଯାଉଥିଲା । ବିପଦସଙ୍କୁଳ ଅବସ୍ଥାରେ ସମସ୍ତେ ଯାତାଯତ କରୁଥିଲେ ମଧ୍ୟ ଏହାର ମରାମତି ପ୍ରତି କେହି ଗୁରୁତ୍ଵ ଦେଉନଥିଲେ ।କେତେକ ଭଙ୍ଗା ପୋଲ ଉପରେ ପଡି ଖଣ୍ଡିଆ ଖାବରା ମଧ୍ୟ ହୋଇଥିଲେ ।ଏପରିକି ପ୍ରଶାସନ ,ନେତା ,ଗ୍ରାମ ଛାମୁଆ ନେତା କେହି ଦ୍ରୁଷ୍ଟି ଦେଉନଥିଲେ ।ଏହି ଭଗ୍ନ ପୋଲଟି […]