ନନ୍ଦନକାନନରେ ନୁଆ ନିର୍ଦ୍ଦେଶକଙ୍କ ନୁଆ ନୀୟମ
ବାରଙ୍ଗ,୨୬/୧୧(ଡିଏନଏ) ସପ୍ତାହକୁ ଗୋଟେଦିନ ପ୍ରତି ସୋମବାରଦିନ ନନ୍ଦନକାନନ ବନ୍ଦ ରହୁଛି ।ଏହି ଦିନ ପଶୁପକ୍ଷୀମାନେ କୋଳାହଳରୁ ଦୁରେଇ ରହିବା ସହ ପରିସରର ଆନୁସଙ୍ଗିକ କାର୍ଯ୍ୟ କରିବାନିମନ୍ତେ ସୋମବାରଦିନ ନନଦନକନନକୁ ବନ୍ଦ ରଖାଯାଇଛି ।କେବଳ ଘରୋଇକରଣରେ ନେଇଥିବାଠିକାଦାର ଓ କର୍ମଚାରୀମାନଙ୍କ ସହ ଆବଶ୍ୟକତାଥିବା ନନ୍ଦଦନକାନନର କର୍ମଚାରୀମାନଙ୍କୁ ନନ୍ଦନକାନନ ମଧ୍ୟକୁ ଛଡାଯାଉଛି । କିନ୍ତୁ ଏଥିରେ ପରିବର୍ତନ ଆଣିବାକୁ ଯାଉଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ନନ୍ଦନକାନନର ବିକାଶ ଓ ପଶୁପକ୍ଷୀମାନଙ୍କ ସୁରକ୍ଷାର ବୃହତର ସ୍ୱାର୍ଥକୁ କୁ ଆଖିଆଗରେ ରଖି ସବୁଦିନ ନନ୍ଦନକାନନ […]