Browsing yearly archive

2021

ବଜେଟ୍-୨୦୨୧

★ ଶସ୍ତା ହେବ ଲୁହା ଓ ଷ୍ଟିଲ ସାମଗ୍ରୀ, ତମ୍ବା ସାମଗ୍ରୀ , ସୁନା ଓ ରୁପା ଶସ୍ତା ହେବ। ★ ମହଙ୍ଗା ହେଇପାରେ ବିଦେଶୀ ମୋବାଇଲ। ★ ପ୍ରତ୍ୟକ୍ଷ କରରେ ବଡ ସୁଧାର ନେଇ ଘୋଷଣା । ★ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି । ପେନସନ ପାଉଥିଲେ ଦେବାକୁ ପଡିବନି କୌଣସି ଆୟକର । ★ ଭାରତରେ କର୍ପୋରେଟ ଟ୍ୟାକ୍ସ ପୂରା […]

ଆରମ୍ଭ ହେଲା ରଜର୍ଭ ଫାୟାର ଫୋର୍ସ

ବାରଙ୍ଗ,୧/୨(ଏସଏସନିୟୁଜ)ଆଜି ଓଡିଶା ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଡଃ.ସତ୍ୟଜିତମହାନ୍ତି ନରାଜଠାରେ ଥିବା ଅଗ୍ନିଶମ ଓ ବିପତି ନିସ୍ତାର ଅନୁଷ୍ଠାନ ପରିସରରେ ଅଗ୍ନିଶମ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ନିମିତ ଡ୍ରିଲ ଟାୱାର,ଦୁଇଶହ ସଂଖ୍ୟା ରହିପାରୁଥିବା ବ୍ୟାରେକ ଓ ସେଂଟ୍ରାଲ ୱାର୍କସର୍ପ ଉଦଘାଟନ କରିଛନ୍ତି ।ତତସହିତ ଅଗ୍ନିଶମ ବିଭାଗ ତରଫରୁ ନୁତନଭାବରେ ଗଢାଯାଇଥିବା ଷ୍ଟ୍ରାଇକିଂ ଫାୟାର ଫୋର୍ସ କୁ ଜନସାଧାରଣ ଉଦ୍ଦେଶ୍ୟରେ ଉସ୍‌ର୍ଗ କରିଥିଲେ । ଅଗ୍ନିଶମ ବିଭାଗ ତରଫରୁ ୫୦ଜଣ ବଛାବଛି କର୍ମଚାରୀମାନଙ୍କୁ ନେଇ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ […]

ହୋଡିଂ ହଟାଇଦେବା ପ୍ରତିବାଦରେ ଧାରଣା

ଆସିକା,୧/୨(ଏସଏସନିୟୁଜ) ୭ ତାରିଖରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ଆସିକା ଗ୍ରସ୍ତର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ଆସିକା ବିଜେପି ପକ୍ଷରୁ ବିଜୁ ପଟ୍ଟନାୟକ ଛକଠାରେ ସ୍ବାଗତଂ ବ୍ୟାନର (ହୋଡିଂ) ଲଗାଯାଇଥିଲା । କିନ୍ତୁ ଏନଏସି ପକ୍ଷରୁ ଏହି ହୋଡିଂକୁ କାଢି ଦିଆଯାଇଥିବାର ବିଜେପି ପକ୍ଷରୁ ଅଭିଯୋଗ କରଯାଇଥିଲା । ସମସ୍ତ ରାଜନୈତିକ ହୋଡିଂ ଲଗାଯାଉଥିବା ବେଳେ ଆଇନଗତ ଦିଗକୁ ଆଧାର କରି ଆମେ […]

ମାନବ ପ୍ରେମୀ ଆଦିତ୍ୟଙ୍କ ପାଇ ପଦଯାତ୍ରା

ଭୁବନେଶ୍ବର,୧/୨(ଏସଏସନିୟୁଜ)ମାନବ ପ୍ରେମୀ ଆଦିତ୍ୟ କୁ ନ୍ୟୟ ଦାବି ରେ ୟୁଥ ଫୋର ସେବା ତରଫରୁ ମାଷ୍ଟେର କ୍ୟାଣ୍ଟିନରୁ ବାହାରି ନବୀନ ନିବାସ ପଯ୍ୟନ୍ତ ଶାନ୍ତି ଶ୍ରୁଙ୍ଖଳା ଭାବେ ପଦଯାତ୍ରା କରିଥିଲେ। ଏଥିରେ ଆଦିତ୍ୟ ଦାସଙ୍କର ମାଆ ବାପା ସାମିଲ ଥିଲେ । ପୁଅର ମୁର୍ତ୍ୟୁରେ ଭାଙ୍ଗି ପଡିଥିବା ମାଆ ପୁଅକୁ ନ୍ୟାୟ ମିଳୁ ଦାବି କରିବା ସହିତ ସିବିଆଇ ତଦନ୍ତ ଦାବୀ କରିଥିଲେ ।

ହକ ପାଇଁ ଧାରଣାରେ ବସିଲେ କର୍ମଚାରୀ

ପଟିଆ,୧/୨(ଏସ ଏସ ନିୟୁଜ )ମାଲିକ ବଦଳିଗଲେ,ହେଲେ କର୍ମଚାରୀମାନେ ତାଙ୍କ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଲେ।ଆଜି ଦେବୁ କାଲି ଦେବୁ କହି ସମୟ ଗଡାଇଚାଲିଲେ ହସ୍ପିଟାଲ ମାଲିକ।ହେଲେ ଦରମା ମିଳିଲାନାହିଁ।କର୍ମଚାରୀମାନେ ଏକାଠି ହୋଇ କାମ ବନ୍ଦ କରିବାକୁ ଚେତାବନୀ ଦେଲେ।ହେଲେ କିଛି ଫରକ ପଡ଼ିଲାନାହିଁ।ଆରପଟେ ନିଜେ ଚଲିବା ମଧ୍ୟ କଷ୍ଟ ସାଧ୍ୟ ହେଲା,ନିରୁପାୟ ହୋଇ ନିଜ ହକ ପାଇଁ ବକେୟା ଦରମା ପାଇଁ କାମ ବନ୍ଦ କରି ବୈଦ୍ୟନାଥ ହସ୍ପିଟାଲ ଆଗରେ ଧାରଣାରେ ବସିିି ଛନ୍ତି।ଏହି ଘଟଣା ପଟିଆ […]

ବାଣ୍ଟିଲେ ସଚେତନତାର ବାର୍ତ।

ଜଟଣୀ,୩୧/୧(ଏସଏସନିୟୁଜ) ସମ୍ଭାବନା ପରିବାର ଏବଂ ବିଲୁପ୍ତ ବିପ୍ଳବ ସହଯୋଗରେ ଜଟଣୀରେ ସଡକ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ସାଇକେଲ ରାଲୀ ଅନୁଷ୍ଠିତ ହୋଇଯାଇଛି । ଏହି ସାଇକେଲ ଶୋଭାଯାତ୍ରା ଜଟଣୀର ଗାନ୍ଧୀପାର୍କ ଠାରୁ ଆରମ୍ଭ ହୋଇ ସିତରାମ ଛକ, ହରିଭାଇନା ଛକ, ନାଇଜ଼ର ରାସ୍ତା ଦେଇ ଆଇଆଇଟି କଲେଜ ପର୍ଯ୍ୟନ୍ତ ଯାଇ ଆରମ୍ଭ ହୋଇଥିବା ସ୍ଥଳକୁ ଫେରିଥିଲେ। ଏହି ଶୋଭାଯାତ୍ରାରେ ସଡକ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ବିଭିର୍ଣ ସ୍ଲୋଗାନ ଦିଆଯାଇଥିଲା […]

ଆଜିର ଅନୁଚିନ୍ତା

➡️ମନର ଭାବନା ସୁନ୍ଦର ଥିଲେ ସମଗ୍ର ବିଶ୍ବ ହିଁ ସୁନ୍ଦର ଲାଗିବ । ➡️ଯେତେ ଧନ ଅର୍ଜନ କଲେ କିଛି ଲାଭ ନାହିଁ, ଯଦି ବୃଦ୍ଧକାଳେ ମା-ବାପାଙ୍କର ସେବା ନ କରି ପାରିଲେ । ➡️ପାଣି ଯେତେ ସଫା ରହିଲେ ବି ଯଦି ପାଣି ପାତ୍ର ସଫା ନଥାଏ ସେ ପାଣିର କିଛି ମୂଲ୍ୟ ରୁହେ ନାହିଁ । ଠିକ୍ ସେହିପରି ମଣିଷ ଯେତେ ସୁନ୍ଦର ହେଇଥାଉ, ତାର ଚରିତ୍ର ଖରାପ ଥାଏ ସେ ମଣିଷର ମୂଲ୍ୟ […]

ଆଜିର ରାଶିଫଳ

ଫେବୃଆରୀ ୦୧ ତାରିଖ ୨୦୨୧ ମସିହା(ସୋମବାର).ମାଘମାସ-କୃଷ୍ଣପକ୍ଷ;ତିଥି-ଚତୁର୍ଥୀ,ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ବେଲ ଭକ୍ଷଣ ନିଷେଧ।  ମେଷ:-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ବୃଷ:-ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ […]

ଧାରା ୩୭୦

୧-ମର୍ମନ୍ତୁଦ ସଡ଼କ ଦୁର୍ଘଟଣା – ଓଲଟିଲା ପିକ୍‌ଅପ୍ ଭ୍ୟାନ: ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି, ୧୩ ଗୁରୁତର ଆହତ ।ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ ଜାତୀୟ ରାଜପତ ୩୨୬ର କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି। ୨-ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩-‘ମୋ ସ୍କୁଲ’ […]

ସଂକ୍ଷେପରେ ଖବର – କାର୍ ସାଇଡ୍ ମରାକୁ ନେଇ ସାଘାଂତିକକାଣ୍ଡ

ଚନ୍ଦ୍ରଶେଖରପୁର ତନିଷ୍କ ସୋରୁମ ଆଗରେ କାର ସାଇଡ୍ ମରାକୁ ନେଇ ତୁମୁଳକାଣ୍ଡ । ସ୍କୁଟି ଚାଳକକଙ୍କୁ କାରରେ ବସିଥିବା ଯୁବକ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଘଟଣାସ୍ଥଳରେ ପୋଲିସ । ପିଲାଙ୍କୁ ମିଳିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ଼ ! କୋମଳମତି ପିଲାଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ୍ କିଟ୍। ଏହି କିଟ୍‌ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ […]