Browsing yearly archive

2021

ଉଦ୍ଧାର ହେଲେ ଦୁଇ ଶିଶୁ

ଚୌଦ୍ବାର,୨୮/୧(ଏସଏସନିୟୁଜ)ବୁଧବାର ଦିନ ଅଶାନ୍ତି ବେହେରା ଙ୍କୁ ଚୌଦ୍ୱାର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ. । ପୂର୍ବରୁ ଅଶାନ୍ତି ବେହେରା ସପରିବାରେ ଦୁଇପିଲାଙ୍କ ସହ ମୁଣ୍ଡମାଳ ଗ୍ରାମ ଅଞ୍ଚଳ ଲିବ୍ରା କାରପେଟ କମ୍ପାନୀ ପଛ ପଟେ ଏକ ଘର କରି ରହୁ ଥିଲେ. । ଗିରଫ ପରେ ଭୟ ରେ ଦୁଇ ଅସହାୟ ଶିଶୁ ଭୟବିତ ହୋଇ କେଉଁ ଆଡେ ଲୁଚି ଯାଇଥିଲେ । ଏହି ଖବର ପାଇ ଦୁଇ ଶିଶୁଙ୍କ ସୁରକ୍ଷା ଦୃଷ୍ଟି […]

ଏବେ ସିନେମା ହଲ୍‌ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ

୧-ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ । ୨-ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ।ଖୁବ୍‌ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ‘ପରୀକ୍ଷା ଦର୍ପଣ’ । ୩-ତାଣ୍ଡବ’ର ନିର୍ମାତା ଓ କଳାକାରଙ୍କୁ ଆଶ୍ଵସ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ- ଅସୀମିତ ନୁହେଁ ଅଭିବ୍ୟକ୍ତିର ସ୍ଵାଧୀନତା । ୪-ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା: ରାକେଶ ଟିକାୟତ ଓ ଦର୍ଶନ […]

ଆଜିର ରାଶିଫଳ

ଜାନୁଆରୀ ୨୮ ତାରିଖ ୨୦୨୧ ମସିହା(ଗୁରୁବାର) ,ପୌଷମାସ-ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା, ତୁଳା ଓ କୁମ୍ଭ ରାଶିର ଘାତବାର,ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆମିଷ ରାତ୍ର ଘ୧୨/୪୪ ଗତେ ପାଣିକଖାରୁ ଭକ୍ଷଣ ନିଷେଧ।  ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। […]

ଆଜିର ଅନୁଚିନ୍ତା

➡️ସ୍ନେହ ଏବଂ ପ୍ରେମ ବାଣ୍ଟି ଚାଲନ୍ତୁ, କାହାଠାରୁ କିଛି ମଧ୍ୟ ଆଶା ରଖନ୍ତୁ ନାହିଁ, ଦେଖିବେ ବହୁତ ଖୁସିରେ ରହିବେ । ➡️ଜୀବନର ପ୍ରକୃତ ଅର୍ଥ ସେଦିନ ବୁଝିବ , ଯେଉଁଦିନ ଜଣେ ଅତି ଭଲପାଉଥିବା ଲୋକଙ୍କୁ ହରାଇବ । ➡️ଜୀବନ ପାଇଁ ନିଶ୍ବାସ ଆଉ ସମ୍ପର୍କ ପାଇଁ ବିଶ୍ବାସ ନିହାତି ଜରୁରୀ । ➡️ପ୍ରକୃତ ପ୍ରେମ ନିଃଶ୍ବାସ ଥିବା ଯାଏ ସରେ ନାହିଁ । ➡️ଜୀବନର ଚଲା ପଥରେ କୌଣସି କାମ ଅସମ୍ଭବ ନୁହେଁ, ବାସ୍ […]

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୭/୧( ଏସ ଏସ ନିୟୁଜ)ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।ଆୟ   ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଦ କରିଥିବା ବେଳେ ଅଫିସ  ସହ ୩ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ;।ଯନ୍ତ୍ରୀଙ୍କ ଖଣ୍ଡଗିରିସ୍ଥିତ ହାଉସିଂବୋର୍ଡ କଲୋନୀ ଘରେ ଓ  କାକଟପୁର ନିକଟ ଶ୍ରୀଚନ୍ଦନପୁର ଗାଁର ପୈତୃକ ଘରେ ରେଡ୍ କରାଯାଇଥିବାର ଜଣାପଡିଛି।

ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା,୧୫ଟି ମାମଲା ରୁଜୁ

ନୂଆଦିଲ୍ଲୀ ୨୭/୦୧(ସତ୍ୟସନ୍ଧାନ ଡେସ୍କ) ହିଂସା ପରେ ଆକ୍ସନ । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ବେଳେ ହିଂସା ଘଟଣା । ରାଷ୍ଟ୍ରୀୟ ରାଜଧାନୀରେ ଏପରି କାରନାମା ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ହିଂସାକାଣ୍ଡରେ ବର୍ତ୍ତିମାନ ପର‌୍ୟ୍ୟନ୍ତ ୧୫ଟି ଏତଲା ରୁଜୁ କରାଯାଇଛି । ସମୟ ଗଡିବା ସହିତ ଅଭିଯୋଗ ଆସିଲେ, ଆହୁରି ଏତଲା ରୁଜୁ ହେବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୧୫ […]

ଆଜିଠୁ ପୁଣି ଭାକ୍‌ସିନ୍ ନେବେ ବଳକା୧ଲକ୍ଷ ୭୩ହଜାର ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର ୨୭/୧(ଏସଏସନିୟୁଜ) ଆଜିଠାରୁ ପୁଣି ଟିକାକରଣ ପକ୍ରିୟା ଆରମ୍ଭ ହେବ। ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ଫେବୃଆରୀ ୧୦ ସୁଦ୍ଧା ଟିକାକରଣ ପକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ଡ଼କ୍ଟର ବିଜୟ କୁମାର ପାଣିଗ୍ରାହୀ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋପ୍ଲାନ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ରେଜିଷ୍ଟ୍ରେସନ ଆସନ୍ତା ଜାନୁଆରୀ ୩୧ ତାରିଖ […]

ଆଜିର ଅନୁଚିନ୍ତା

➡️ବୟସରେ କିଏ ବଡ ହୋଇପାରେ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ । ➡️ହୃଦୟରେ କାହାପାଇଁ ଥରେ ଘରଟେ ହେଇଗଲେ ଆଉ ସେ ଘରକୁ ଭାଙ୍ଗି ହୁଏନାହିଁ କାହିଁକି ନା ହୃଦୟର ଘର ମାଟି,ବାଲି,ସିମେଣ୍ଟରେ ନୁହେଁ, ରକ୍ତ ମାଂସ ଓ ଭଲ ପାଇବାରେ ଗଢା ହୋଇଥାଏ । ➡️ତଳ ବରଡା ଖସୁଛି ଉପର ବରଡା ହସୁଛି ମଝି ବରଡା ଥାଇଁ […]

ଆଜିର ରାଶିଫଳ

ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବୃଷ-ଆଜି ଆର୍ଥିକ ସହାୟତା ପ୍ରଦାନ କରିବାର ମାର୍ଗ ଉନ୍ମୁକ୍ତ ହୋଇଜିବ। ଆକସ୍ମିକ ଭାବରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲ କରିବାକୁ ପଡିପାରେ। ଦୀର୍ଘ ଦିନର […]

ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ ଜାରି କଲା ୨୪ଘଂଟିଆ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର

ଭୁବନେଶ୍ୱର,୨୭/୧(ଏସ୍‌ଏସ୍‌ନିୟୁଜ) ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ (ଓଏମଏ) ପକ୍ଷରୁ ଏକ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର ଜାରି କରାଯାଇଛି । ରଘୁନାଥପୁରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭାପତି ଲିଙ୍ଗରାଜରାଉତ ଏହାକୁ ଆନୁଷ୍ଠାନିକଭାବେ ଉନ୍ମୋଚନ କରିଛନ୍ତି ।ଏହାଦ୍ୱାରା ରାଜ୍ୟରେ ଥିବା ସାମ୍ବାଦିକମାନେ ଖବରସଂଗ୍ରହ ଓ ପରିବେଷଣପରେ ଉପୁଜୁଥିବା ସମସ୍ୟା ସହ ପାରିବାରିକ ସମସ୍ୟା ଉପରେ ହ୍ୱାଟ୍ସଅର୍ପ ନମ୍ବର ମାଧ୍ୟମରେ ଅବଗତ କରାଇପାରିବା ସହ ଆସୋସିଏସନର ସହାୟତା ନେଇପାରିବେ । ଏହି ହ୍ୱାଟ୍ସଅର୍ପ ନମ୍ବର (ମୋ-୯୯୩୭୦୨୮୮୭୭)ଟି […]