Browsing yearly archive

2021

ହାତୀ ଦାନ୍ତ ଜବତ

ନୂଆପଡ଼ା , ୨୦/୧୧(ଏସଏସନିୟୁଜ) ସିନାପାଲି ବନ ବିଭାଗ କର୍ମଚାରୀମାନେ ୨ଟି ହାତୀଦାନ୍ତ ଓ ଚିତାବାଘ ନଖ ଜବତ କରିଛନ୍ତି ।ହାତୀଦାନ୍ତ ଓ ବାଘନଖକୁ ବିକ୍ରି ପାଇଁ ଉଦ୍ୟମ କରାଯାଉଥିବାର କୈଣସିସୁତରୁ ଖବରପାଇଚଢଉ କରିଥିଲେ ।ଚଢଉ ସମୟରେ କାପସିରଗ୍ରାମର ଧନେଶ୍ଵର ମେହେର ,ଗଣ୍ତାବାହାଲି ଗ୍ରାମର ମନୋଜ ମେହେର ଏବଂ ଟୁରଚି ଗ୍ରାମର ନୂଆଖାଉ ବାଗ ଓ ତାଙ୍କ ପୁଅ ଚିତ୍ରସେନ ବାଗ କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ହାତୀଦାନ୍ତ ଓ ଚିତାବାଘ ନଖ ଜବତ କରିଛନ୍ତି […]

ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଚକ

ଚୌଦ୍ୱାର, ୨୦/୧୧(ଏସଏସନିୟୁଜ) ୧୦୮ ଆମ୍ବୁଲାନ୍ସ ଚଳନ୍ତା ଅବସ୍ଥାରେ ପଛ ଚକାଟି ଫାଟି ବାହାରିଯାଇଛି ।ରୋଗୀ ନଥିବାରୁ ନିଶ୍ଚିତ ରୁପେ ଏକ ଦୁର୍ଘଟଣାରୁ ବର୍ତିଯାଇଛି ।କିନ୍ତୁ ସୈାଭାଗ୍ୟବଶତ ୧୦୮ର ଚାଳକ ଓ ହେଲପର ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି । ଅଭାବନୀୟ ଘଟଣାଟି ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଚାଉଳିଆ ପୋଲ ଉପରେ ଘଟିଛି । ଓଡ଼ି୦୨ଏୱାଇ୦୫୮୦ନଂ ୧୦୮ ଆମ୍ବୁଲାନ୍ସ ଢେଙ୍କାନାଳରୁ କଟକ ଅଭିମୁଖେ ଅସୁଥିଲା । ଆମ୍ବୁଲାନ୍ସ ଟି ଚାଉଳିଆ ପୋଲ ଉପରେ ପହଁଚିବାବେଳକୁ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ଛାଡ଼ ଖାଇ , ରୋହିଣୀ ପ୍ରତିପଦ ସ୍ନାନମାସ- ମାର୍ଗଶୀର,ପକ୍ଷ-କୃଷ୍ଣ,ତାରିଖ-୨୦-୧୧-୨୦୨୧,ଶନିବାର ତିଥି- ପ୍ରତିପଦ,ନକ୍ଷତ୍ର- ରୋହିଣୀ,ଚନ୍ଦ୍ର ଶୁଦ୍ଧି-ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବିଛା ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ପାଣିକଖାରୁ ସଂନ୍ଧ୍ୟା ଘ୦୫-୦୮ମି ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ 👉🏿ମେଷ:ଆକୁଳିତ👉🏿ବୃଷ: ଶ୍ରୀ ଚନ୍ଦ୍ର👉🏿ମିଥୁନ: ଦ୍ରବ୍ଯ ଲାଭ👉🏿 କର୍କଟ: ଉତ୍ସାହିତ👉🏿 ସିଂହ: ପରିଶ୍ରମ👉🏿 କନ୍ୟା: ଶୁଭଚିନ୍ତନ👉🏿 ତୁଳା: ସୁଖହାନି👉🏿 ବିଛା: […]

ଆଜିର ଅନୁଚିନ୍ତା

🦋ନିଜ ପାଖରେ ଯେତେ ଜ୍ଞାନ କିମ୍ବା ଦକ୍ଷତା ଥିଲେ ସୁଦ୍ଧା ଯଦି ଆପଣଙ୍କ ପାଖରେ ସାହସ ନାହିଁ, ତେବେ ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରିବେ ନାହିଁ । ତେଣୁ ସବୁକାମ କରିବା ପୂର୍ବରୁ ଆଗ ନିଜ ସାହସକୁ ଏକଜୁଟ କରି କାମ କରନ୍ତୁ । 🦋*ଭୁଲ୍”ଯେଉଁମାନେ ରାଗରେ କରନ୍ତି ସେମାନେ ବଦଳି ଯାଆନ୍ତି,” ଆଉ “ଯେଉଁମାନେ ଆତ୍ମଗର୍ବରେ କରନ୍ତି,ସେମାନେ ଆଦୌ ବଦଳନ୍ତି ନାହିଁ । 🦋ପକୃତ ଧାର୍ମିକ ହେବା କେବଳ ଲୋକ ଦେଖାଣିଆ, […]

ଦିଲ୍ଲୀ ଭଳି ହେବି କି ଭୁବନେଶ୍ୱରର ସ୍ଥିତି

୧-କଟକ:SA-1 ପରୀକ୍ଷା ପାଇଁ ବୋର୍ଡର ଗାଇଡ ଲାଇନ: ନଭେମ୍ବର ୨୬ରୁ ନବମ ଓ ଡିସେମ୍ବର ୨୭ରୁହେବ ଦଶମ ଶ୍ରେଣୀ ପରୀକ୍ଷା। ୨-ଢେଙ୍କାନାଳ ଓ ଅନୁଗୁଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ : ୧୮୦୦ କୋଟି ଟଙ୍କାର ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଲୋକାର୍ପଣ, ପ୍ରସ୍ତୁତି ଜୋରଦାର। ୩-ସର୍ବଭାରତୀୟ ସ୍ତରରେ ଗଞ୍ଜାମର ଗାଙ୍ଗପୁର ଥାନାକୁ ଦ୍ୱିତୀୟ ଶ୍ରେଷ୍ଠ ମାନ୍ୟତା। ୪-୧୬ନଂ ଜାତୀୟ ରାଜପଥ ଜାରକା ବୁଦ୍ଧ ପାର୍କ ନିକଟରେ ହେବ ପୋଲ ନିର୍ମାଣ, NHAI କର୍ତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ ୫-ଆସନ୍ତା […]

ଶୁଭଶ୍ରୀଙ୍କ ନାମରେ ଅଭିଯୋଗ ଆଣିଲେ ରଶ୍ମିତା

ବାରଙ୍ଗ,୧୯/୧୧(ଏସଏସନିୟୁଜ)ନୁଆକରି ଚାକିରି ଜୀବନ ଆରମ୍ଭ କରିଥିବା ବଟାନିକାର୍ଲଗାର୍ଡେନ ରେଞର ଶୁଭଶ୍ରିଦାସଙ୍କ ବିରୁଦ୍ଧରେ ନନ୍ଦନକାନନ ଥାନାରେ ଶୁକ୍ରବାରରାତିରେ ଅଭିଯୋଗ ହୋଇଛି ।ଅଭିଯୋଗ କରିଛନ୍ତି ବରିଷ୍ଟ ବନପାଳ ରଶ୍ମିତାସେଠୀ ।ଜାତିଆଣ ଆକ୍ଷେପ,ମାନସିକ ଯନ୍ତ୍ରଣା ଓ ଉଦ୍ଦେଶ୍ୟମୁଳକଭାବେ ହଇରାଣ,ଅସମ୍ମାନୀତ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।ଲିଖିତ ଅଭିଯୋଗପାଇବାପରେ ରେଞରଙ୍କ ବିରୁଦ୍ଧରେ ୧୨୮/୨୧କେଶନଂରେ ଏକ ମକଦ୍ଦମା ରୁଜୁ ହୋଇଥିବାର ନନ୍ଦକାନନଥାନା ଅଧିକାରୀ ବିଶ୍ୱରଞନ ସେନାପତି ସୁଚନା ଦେଇଛନ୍ତିି । ରଶ୍ମିତା କରିଥିବା ଅଭିଯୋଗ ଅନୁଯାୟୀ କିଛିମାସ ତଳେ ତାଙ୍କୁ ନନ୍ଦନକାନନରୁ ବଟାନିକାର୍ଲଗାର୍ଡେନକୁ […]

ଅବକାରୀ ବିଭାଗର ଚଢ଼ାଉ

ଭଞ୍ଜନଗର,୧୯/୧୧(ଏସଏସନିୟୁଜ) ଭଞ୍ଜନଗର ଅବକାରୀ ବିଭାଗ ଚଢ଼ାଉ କରି ଚୋରାରେ ଦେଶୀମଦ ପ୍ରସ୍ତୁତ କରୁଥିବା ବେଳେ ୫୦ ଲିଟର ଚୋରା ଦେଶୀମଦ ଜବତ କରାଯିବା ସହ , ୨୧୫୦ ଲିଟର ପୋଚ ନଷ୍ଟ କରାଯାଇଛି । ବିଶେଷସୁତ୍ରରୁ ଖବରପାଇ ଭଞ୍ଜନଗର ନିକଟ ନାହାତୋଟା ସାହି , ମରଠୀ ସାହି , ଏବଂ ବାଲିସାହି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।ଚଢଉସମୟରେ ଜଣଙ୍କୁ ଗିରଫ କରିବାସହ ମଦ ସହ ରନ୍ଧା ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀବିଭାଗ ।

ବିଜେପିରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ବର,୧୯/୧୧(ଏସଏସନିୟୁଜ) ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ଯୋଗଦେଇଛନ୍ତି । ଶତାଧିକ ସମର୍ଥକଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସାହୁ ବିଜେପିରେ ଯୋଗ ଦେଇଛନ୍ତି। ଲଗାତାର ଦଳରେ ଅଣଦେଖା କରାଯିବା ଓ ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ ନକରିବା ନେଇ ସେ ଅସନ୍ତୁଷ୍ଟ ଥିଲେ ।ଶ୍ରୀ ସାହୁ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ […]

ମହିଳା ଲୁଟେରା ଗିରଫ

ଭୁବନେଶ୍ବର, ୧୯/୧୧(ଏସଏସନିୟୁଜ)ସକାଳେଘରେ କେହିନଥିବାର ସୁଯୋଗରେ ପଶିଗଲେ ।ଘରଭିତରୁ ହଜାରେ ଟଙ୍କା ସହ ଏଟିଏମ୍ କାର୍ଡ ଓ ପ୍ୟାନ୍ କାର୍ଡ ସହ ଗୁରୁତ୍ୱପୁର୍ଣ କାଗଜ ନେଇ ପଳାଇଯାଇଥିଲେ ।କିନ୍ତୁ ପଡୋଶିମାନେସନ୍ଦେହରେ ଧରିବାପରେ ପକୃତ କଥାଜଣାପଡିଥିଲା ।ଶେଷରେ ନୂଆପଲ୍ଲୀ ପୁଲିସ ହାତରେ ଧରାପଡିଛନ୍ତି ବନଜାରା ବେଶରେ ଭିକ ମାଗୁଥିବା କଣ୍ଢେଇ ଜେନା ।  

ମହିଳା ଭାଙ୍ଗିଲେ ମଦଦୋକାନ,ଫେରିଲା ପୋଲିସ

କେନ୍ଦୁଝର,୧୯/୧୧(ଏସଏସନିୟୁଜ) ମହିଳାମାନେ ଏକାଠିହୋଇ ସରକାରୀ ମଦ ଦୋକାନକୁ ଭାଙ୍ଗିଲେ ।ମଦଦୋକାନ ଭିତରେ ରହିଥିବା ସମସ୍ତମଦକୁ ବୋହିନେଇ ନଷ୍ଟ କରିଦେଇଛନ୍ତି ।ପୋଲିସ ମହିଳାମାନଙ୍କୁ ବୁଝାସୁଜା କରିବା ପାରେ ମହିଳାମାନେ ନଶୁଣୀବରୁ ପୋଲିସ ନିରାଶ ହୋଇ ଫେରିଆସିବା ଘଟଣା ଏବେ ଚର୍ଚ୍ଚା ଧରିଛି ।ଏଭିଭଳି ଘଟଣା ଗୁରୁବାରଦିନ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ଠାରେ ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ବାଂଶପାଳ ବ୍ଲକରେ ଆଞ୍ଚଳିକ ଭୂୟାଁ ସମାଜ ତରଫରୁ ମଦବିରୋଧୀ ଆନ୍ଦୋଳନ ଚାଲୁ ରହିଛି। […]