Browsing yearly archive

2021

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଡ. ଏ ଚେଲ୍ଲାକୁମାର

ଭୁବନେଶ୍ୱର,୧୯/୧୧(ଏସଏସନିୟୁଜ) ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲାକୁମାର ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମାହାଙ୍ଗା ଡବଲ୍ ମର୍ଡର ପରିବାର ବର୍ଗଙ୍କୁଭେଟିବାସହ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ।ଏହାପରେ ବାଲେଶ୍ୱର ଗସ୍ତ କରିବେ । ୨୦ ତାରିଖରେ ଜଳେଶ୍ୱର,ବାଲିଆପାଳ ଓ ୨୧ରେ କଂଗ୍ରେସ ଭବନରେ ନେତାମାନଙ୍କ ସହ ବୈଠକରେ ଯୋଗ ଦେବାସହ ସେବାଦଳର ସଦ୍‌ଭାବନା ରାଲି ନେଇ ପ୍ରସ୍ତୁତି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।

କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୧୯/୧୧(ଏସଏସନିୟୁଜ) କାର୍ତ୍ତିକ ପୂର୍ଣ୍ଣିମାରେ ଜଗା ଦର୍ଶନ ମନା ।ଯାହାଫଳରେ ଭକ୍ତମାନେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନରୁ ବଞ୍ଚିତ ହେବେ ।କରୋନା ଓ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହିଭଳି ନିଷ୍ପତି ନେଇଛନ୍ତି ।ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି ।ଏହିଆଧାରରେ ଶୁକ୍ରବାର ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ।

୩ଟି କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୧୯/୧୧(ଏସଏସନିୟୁଜ) ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବାସହ ଆନ୍ଦୋଳନକାରୀ କୃଷକ ଏବେ ଘରକୁ ଯାଆନ୍ତୁ ବୋଲି କହିଛନ୍ତି । ୩ଟି ନୂଆ କୃଷି ଆଇନ କୃଷକଙ୍କ କଲ୍ୟାଣ ପାଇଁଅଣାଯାଇଥିବାବେଳେ କିଛି ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ ।ତେଣୁ ବିରୋଧକୁ ଦୃଷ୍ଟିରେ ରଖି ଏହି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ମୋଦୀ କହିଛନ୍ତି ।

କୁବେର ସରକାରୀ ବାବୁ

୧-ନଭେମ୍ବର ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ । ୨-ବଙ୍ଗୋପସାଗରରେ ଅବପାତ, ଉପକୂଳ ଆନ୍ଧ୍ରରେ ବଢୁଛି ବର୍ଷା, ଉପୁଜିଛି ବନ୍ୟା ଭଳି ପରିସ୍ଥିତି । ୩-କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ୪-୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ୫-ମନ୍ଦ ଲୋକଙ୍କ ପାଖକୁ କ୍ରିପ୍‌ଟୋକରେନ୍‌ସି ନଯାଉ: ମୋଦି । ୬-ମମିତା ହତ୍ୟା ମାମଲା : ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ […]

ଆଜିର ଅନୁଚିନ୍ତା

🦋କ୍ରୋଧ ହେଉଛି ଏକ ଏଭଳି ଅସ୍ତ୍ର ଯେ,ତାହା ଶତ୍ରୁର ଯେତେ ଅନିଷ୍ଠ ନ କରେ ନିଜର ତାଠାରୁ ଅଧିକ ଅନିଷ୍ଟ କରେ;ତେଣୁ ସେଥିରୁ ଯଥା ସମ୍ଭବ ଦୁରେଇ ରୁହନ୍ତୁ । 🦋ଯେମିତି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଏ ଠିକ୍ ସେମିତି ଦୁଖଃ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ୟ ଏଠି ଠିକଣା ବଦଳାଇ ଦିଅନ୍ତି । 🦋ସବୁ ସମୟରେ ନୁହେଁ, ବରଂ କେତେକ ସମୟରେ ହେଲମେଟ୍‌ ଆମର […]

ଆଜିର ରାଶିଫଳ

🙏🏻ମାଁ ପରମେଶ୍ବରୀ ନମଃ🙏🏻ମାସ- କାର୍ତ୍ତିକ,ପକ୍ଷ- ଶୁକ୍ଳତିଥି- ପୂର୍ଣ୍ଣିମା ଦିବା ଘ୦୨-୩୯ମି ଗତେ ପ୍ରତିପଦ,ଚନ୍ଦ୍ରସ୍ଥିତି-ମେଷ ଦିବା ଘ ୦୮-୧୪ମି ଗତେ ବୃଷ,ନକ୍ଷତ୍ର- କୃତ୍ତିକା ରାତ୍ରି ଘ୦୪-୩୧ମି ଗତେ ରୋହିଣୀଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର ଦିବା ଘ ୦୮-୧୪ମି ଗତେ ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ରାଶି […]

ଠାକୁରାଣୀଙ୍କ ଗାଁ ବୁଲାକୁ ନେଇ ଉତେଜନା

ଗଞ୍ଜାମ, ୧୮/୧୧(ଏସଏସନିୟୁଜ) ଠାକୁରାଣୀଙ୍କ ଗାଁ ବୁଲାକୁ ନେଇ ହିଞ୍ଜିଳିକାଟୁ ଥାନା ଅର୍ନ୍ତଗତ ଜାନିନଗର ସାହି ଓ ଧୋବା ସାହି ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।ଖବରପାଇ ପୋଲିସ ଦୁଇ ପ୍ଲାଟୁନ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଛି ।ଆଙ୍କୋରଡା ଗାଁରେ ମା’ ମହୁରୀକାଳୁଆ ଯାତ୍ରା ଉଦଯାପନୀ ଉତ୍ସବରେ ଘଟ ଓ ପଟୁଆର ବୁଲିଥିଲା । ଜାନି ନଗର ସାହିରେ ଠାକୁରାଣୀ ପୂଜା ସରିବା ପରେ ଘଟ ପରିକ୍ରମା ପାଇଁ ବଡ ପଟୁଆର ବାହାରିଥିଲା । ଜାନି ନଗର ସାହି […]

ଫୁଟିଲା ଟାୟାର, ଛିଣ୍ଡିଲା ୨ ହାତ

ନୀଳଗିରି, ୧୮/୧୧(ଏସଏସନିୟୁଜ) ଆଜି ସନ୍ଧ୍ୟାରେ ପିକ୍‌-ଅପ୍ ଭ୍ୟାନ୍‌ର ଟାୟାର ବିସ୍ଫୋରଣ ହୋଇ ପାଖରେ ଛିଡାହୋଇଥିବା ଜଣେ ନାବାଳକର ୨ଟି ହାତ ଛିଣ୍ଡି ପଡ଼ିଥିବା ବେଳେ ମୁହଁ ଗଭୀର ଭାବେ କ୍ଷତବିକ୍ଷତ ହୋଇଛି।ଗୁରୁତର ଆହତ ହୋଇଥିବା ନାବାଳକକୁ ଚିକିସ୍‌ାପାଇଁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳ‌ୟ ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ନୀଳଗିରି ଥାନା ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ବର ନିକଟ ମାନଗଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଟାୟାର ଦୋକାନରେ ନାବାଳକ ଜଣଙ୍କ ଛିଡା ହୋଇଥିଲା […]

୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୧୧(ଏସଏସନିୟୁଜ)ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି । ୫-ଟି ଝମଷକ୍ଟକ୍ଟକ୍ଷ ଞକ୍ସବଦ୍ଭଗ୍ଦଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ କାର‌୍ୟ୍ୟକ୍ରମର ଚତୁର୍ଥ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ମାଲକାନଗିରିର ୬ଟି ସ୍କୁଲ, ଝାରସୁଗୁଡାର ୨୫ଟି, କଳାହାଣ୍ଡିର ୨୯ଟି, ମୟୁରଭଞ୍ଜର ୬୦ଟି ଓ ଖୋର୍ଦ୍ଧାର ୩୮ଟି ସ୍କୁଲ ରହିଛି । ଆଜି ସୁଦ୍ଧା ୬୮୯ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ସ୍କୁଲ […]

ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର, ୧୮/୧୧(ଏସଏସନିୟୁଜ) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଏକାକାଳିନ ନୟାଗଡ଼, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାର ୪ ଟି ସ୍ଥାନରେ ୪ଟି ଟିମ୍ ଚଢ଼ାଉ ଜାରିରଖିଛି ।ସେହିଭଳିଭାବେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୋନପୁର ଉପଜିଲ୍ଲାପାଳଙ୍କ ଅଫିସର ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି।ତାଙ୍କ ଘର […]