Browsing yearly archive

2021

ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବାଧବଳେଶ୍ୱର

ଆଠଗଡ଼, ୧୭/୧୧(ଏସଏସନିୟୁଜ) ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି । ସମସ୍ତ ଓଷା ମଧ୍ୟରେ ମୁଖ୍ୟ ହେଉଛି ବଡ଼ ଓଷା । ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ କରାଯାଏ । ଆଜି ପବିତ୍ର ବଡ଼ ଓଷା। ପରମ୍ପରା ଓ ବିଧିବିଧାନରେ ବାବା ଧବଳେଶ୍ୱରଙ୍କ ବଡସିଂହାର ବେଶ ସହ ସ୍ୱତନ୍ତ୍ର ପ୍ରକାର ପ୍ରସାଦ ଗଜ ପିଠା ଲାଗି ହୁଏ । ଏହିଦିନ ଧବଳେଶ୍ୱର ମହାଦେବଙ୍କଠାରେ ପ୍ରବଳ […]

୩ ମୋବାଇଲ ଚୋରକୁ ଧରିଲା ପୋଲିସ

ଚୌଦ୍ୱାର, ୧୭/୧୧(ଏସଏସନିୟୁଜ)ଜଣଙ୍କର ମୋବାଲଫୋନ ଓ ପର୍ସ ଝରକାବାଟେ ନେଇଯାଇଥିବାବେଳେ ଅନ୍ୟଦୁଇଜଣଙ୍କର ମୋବାଇଲ ଫୋନ ଚୋରୀ ହୋଇଥିବାର ଚୈାଦ୍ୱାରଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ତଦନ୍ତ କରି ନଖରା ହରିଜନ ସାହିର ପ୍ରହଲ୍ଲାଦ ମଲ୍ଲିକ ଓରଫ୍ ବଳିଆ,ବିକାଶ ମଲ୍ଲିକ ଓ ଚୌଦ୍ୱାର ବଉଳେଇସାହିର ଅଭିମନ୍ୟୁ ବେହେରା ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ସେମାନଙ୍କଠାରୁ ୩ଟି ଭିନ୍ନ ଭିନ୍ନ କଂପାନୀର ଦାମୀ ମୋବାଇଲ ଜବତ ମଧ୍ୟ କରିଛି ।

ଫେରାର ଅଭିଯୁକ୍ତକୁ ଧରିବାକୁ ଯିବା ମହଙ୍ଗା ପଡିଲା

କଣ୍ଟାପଡ଼ା,୧୭/୧୧(ଏସଏସନିୟୁଜ) ଦୀର୍ଘଦିନଧରି ଫେରାର ଥିବା ଜଣେ ଅଭିଯୁକ୍ତକୁ ଧରିବାକୁ ପୋଲିସ ଯାଇ ହଟହଟା ହେବାକୁ ପଡିଛି । ସାଧାପୋଷାକରେ ପୋଲିସ ଯାଇଥିବାରୁ କେତେକ ଲୋକ ଏକାଠି ହୋଇ ପୋଲିସଗାଡିକୁ ଭଙ୍ଗାରୁଜାକରିବାସହ ପୋଲସିକୁ ମଧ୍ୟ ଆକ୍ରମଣ କରିଥିଲେ । ଏହିଭଳିଘଟଣା ଗୋବିନ୍ଦପୁରଥାନା ଅଧିନସ୍ଥ ବ୍ରାହ୍ମଣବାଟି ଗ୍ରାମରେ ଘଟିଛି । ବାଲିପାଟଣା ଥାନା ଅନ୍ତର୍ଗତ ଚାରିପୀଡ଼ା ଗ୍ରାମର ନବଘନ ପାତ୍ର ଏକ ଦଳିତ ଲୋକର ହାତକୁ ହାଣିଦେଇ ଦୀର୍ଘଦିନ ହେଲା ଫେରାର୍ ଥିଲା । ନବଘନ ବ୍ରାହ୍ମଣ ବାଟିରେ ଥିବା […]

ନନ୍ଦନକାନନରେ ଓୟୁଏଟିର ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ

ବାରଙ୍ଗ,୧୬/୧୧(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପରିଦର୍ଶନରେ ଆସିଛନ୍ତି ଓୟୁଏଟି ର ଏକ ୬ ଜଣିଆ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ।ମଙ୍ଗଳବାର ଓୟୁଏଟି ର ମେଡିସିନ ବିଭାଗର ପ୍ରଫେସର ଡ଼ ସଂଗ୍ରାମ ଓ ଡାକ୍ତର ଗୀତା,ସ୍ତ୍ରୀ ରୋଗ ବିଭାଗର ଡ଼ାକ୍ତର ପୁରନ ଓ ଡାକ୍ତର ବିଜୟ ପାତ୍ର ଏବଂ ସର୍ଜରୀ ବିଭାଗର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ସମେତ ଅନ୍ୟ ୨ ଜଣ ବିଶେଷଜ୍ଞ ଦଳ ନନ୍ଦନକାନନ ରେ ପହଞ୍ଚି ସିଂହୀ ରାଧାର ଚିକିତ୍ସା କରିବା ସହିତ ଅନ୍ୟ ସିଂହୀ ମାନଙ୍କ ବନ୍ଧ୍ୟାକରଣ […]

ନନ୍ଦନକାନନରେ ଗଡିଲା ଟ୍ରେନ

ବାରଙ୍ଗ,୧୬/୧୧(ଏସଏସନିୟୁଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପୁଣି ଗଡିଲା ଶିଶୁ ରେଳଗାଡ଼ି।ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଥିବା ଏହି ଶିଶୁ ରେଳଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ଏକ ମାସ ଧରି ଏହା ବନ୍ଦ ରହିଥିଲା।ଗତ ମାସ ୮ ତାରିଖରେ ନୂଆ ରୁପରେଖରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ।ହେଲେ ସେହି ମାସ ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିଶୁ ରେଳଗାଡ଼ି ଗଡିଥିଲା।ହେଲେ ଚାଲିବାର ଦିନକ ପରେ ଅର୍ଥାତ ୧୫ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୪୫ […]

ଠେଙ୍ଗା ବାଡିଧରି ଆକ୍ରମଣ

୧-CBI ଟିମ୍‌କୁ ଠେଙ୍ଗା ବାଡିଧରି ମହିଳାଙ୍କ ଆକ୍ରମଣ, ଚାଇଲଡ୍‌ ପର୍ଣ୍ଣ ମାମଲାରେ ଢେଙ୍କାନାଳରେ ଚଢାଉ କରିଥିଲା ସିବିଆଇ । ୨-ମହାମାରୀ ସମୟରେ ୭୩.୨% ପିଲା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର: ବିଦ୍ୟାଳୟ ଖୋଲିବା ସହ ପିଲାଙ୍କର ମାନସିକ ସ୍ଥିତି ସୁଧାରିବା ଜରୁରୀ । ୩-ବରଗଡକୁ ମନାକରି ଝାରୁସୁଗୁଡା କାର୍ଯ୍ୟକ୍ରମରେ ଯୋଗଦେଲେ ସୁରେଶ ପୂଜାରୀ । ବିଜୁ ସ୍ମାର୍ଟ କାର୍ଡ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶକୁ କଲେ ପ୍ରଶଂସା । ୪-ପୁଣି ଅଭିଯୋଗ ଆଣିଲେ ନବାବ ମଲ୍ଲିକ, […]

ଆଜିର ଅନୁଚିନ୍ତା

🦋ଆପଣ କେବେହେଲେ କୌଣସି ମନୁଷ୍ୟର ବର୍ତମାନର ଅବସ୍ଥା ଦେଖି ସେ ଭବିଷ୍ୟତ ରେ କିପରି ଚଳିବ ତାହା ଉପହାସ କରିବା ଜମାରୁ ଉଚିତ ନୁହେଁ ,କାହିଁକି ନାଁ ଭବିଷ୍ୟତର ଏପରି ଶକ୍ତି ରହିଛି ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । 🦋ଏ ସମାଜରେ ପ୍ରତ୍ୟକ୍ ମଣିଷର ମୂଲ୍ୟ ଭିନ୍ନ ଭିନ୍ନ ଅଟେ,ଏହା ମଣିଷର ବ୍ୟବହାର ଓ ଅଭିଜ୍ଞତା,ଉପରେ ନିର୍ଭର କରେ । 🦋ତୁମେ ଯେତେ ପରିଶ୍ରମ କରିଲେ ସୁଧା ଈଶ୍ୱରଙ୍କ ଆଶିର୍ବାଦ ବିନା କୌଣସି […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏ମାସ- କାର୍ତ୍ତିକ,ପକ୍ଷ- ଶୁକ୍ଳ,,ଶିବ ଉତ୍‌ଥାପନ, ବଡ଼ଓଷା, ବୈକୁଣ୍ଠ ଚତୁର୍ଦ୍ଦଶୀ,ଶ୍ରୀ ଶ୍ରୀ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ,ତିଥି- ତ୍ରୟୋଦଶୀ,ଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର,ମେଷ ରାଶିର ଘାତ ଚନ୍ଦ୍ର, ନିଷିଦ୍ଧ ଖାଦ୍ୟ- ବାଇଗଣ ଦିବାଘ ୦୯-୪୫ମି ଗତେ ବିରି ଭକ୍ଷଣ ଭକ୍ଷଣ ନିଷେଧ ,ବିଶୁଦ୍ଧ ମାହେନ୍ଦ୍ର ବେଳା ଦିବା ଘ,୧୨-୪୭ମି ଗତେ ଘ ୦୨-୫୮ମି ମଧ୍ୟେ,👉🏿ମେଷ: କାର୍ଯ୍ୟ […]

ଜଳାଶୟରେ ବୁଡ଼ ପକାଇପାରିବେନି ଭକ୍ତ

୧-ବର୍ଷା ବୁଡାଇଦେଲା ଚଷା ପୁଅର ବର୍ଷକର ଦାନା । ବିଲରେ ଭାସୁଛି ଧାନ । କଣ କରିବ କୃଷକ, ଚାଷୀ ଆଖିରେ ଲୁହ । ୨-ପଞ୍ଚାୟତ ନିର୍ବାଚନ ଗାଇଡଲାଇନ୍‌: ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ, ୫କାର ଓ ୧୦ବାଇକରେ ପ୍ରଚାର କରିପାରିବେ ZP ସଭ୍ୟ ପ୍ରାର୍ଥୀ । ୩-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏଣିକି ଦେଶରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ହୋଇପାରିବ ପୋଷ୍ଟମର୍ଟମ । ୪-ରାଂଚିରେ ବିର୍ସା ମୁଣ୍ଡା ସଂଗ୍ରାହଳୟର […]

ଆଜିର ଅନୁଚିନ୍ତା

🦋କଥାଟା ଆପ୍ରିୟ ହେଲେ ମଧ୍ୟ ସତ୍ୟ ଅଟେ , ଦୂର ର କିମ୍ବା ନିକଟ ରେ ଥିବା ସମ୍ପର୍କରେ ସ୍ଥିତି ବଜାୟ ରଖିବା ଆମ ନିଜର ସ୍ୱଭାବ ଓ ଆନ୍ତରିକତା ଉପରେ ହିଁ ନିର୍ଭର କରେ । 🦋ହଜି ଯାଇଥିବା ସମ୍ପତି,ଭୁଲି ଯାଇଥିବା ବିଦ୍ୟା,ଓ ଖରାପ ହୋଇଥିବା ସ୍ବାସ୍ଥ୍ୟକୁପୁଣିଥରେ ଫେରି ପାଇ ହୁଏ ସତ କିନ୍ତୁ ବିତିଯାଇଥିବା ସମୟ କେବେ ବି ଫେରି ଆସେନା । 🦋ଏ ଦୁନିଆରେ ଆପଣଙ୍କ ନାମ ସହିତ ଅନେକ ଲୋକଙ୍କର ନାମ […]